ହୋଲି ଖେଳିବା ପୂର୍ବରୁ ମୁହଁ ଓ କେଶରେ ଲଗାନ୍ତୁ ଏହି ଜିନିଷ, କଲରର ହେବ ନାହିଁ କୌଣସି ରିଆକ୍ସନ୍
ଆଜିକାଲି ହୋଲିରେ ବଜାରରେ କେମିକାଲ କଲର ବହୁତ ମାତ୍ରାରେ ମିଳୁଛି । ଏହି କଲରଗୁଡ଼ିକ ଏତେ ଗାଢା ହୋଇଥାଏ, ଯେ ଗାଧୋଇବା ପରେ ମଧ୍ୟ ବଡିରୁ କଲର ଠିକ୍ ଭାବେ ଛାଡେନାହିଁ । ତେବେ କେଶ ଓ ମୁହଁରେ ରଙ୍ଗ ଲଗାଯିବା ପରେ ଏହାକୁ ବାହାର କରିବା କଷ୍ଟକର ହୋଇଯାଏ । ଯାହା ଫଳରେ ବେଳେବେଳେ ମୁହଁରେ…