Browsing Tag

face mask

ତ୍ୱଚାରେ ଉଜ୍ଜ୍ୱଳତା ଆଣିବ ଫୁଲରେ ତିଆରି ଫେସ୍‌ ମାସ୍କ, ଜାଣନ୍ତୁ ବ୍ୟବହାର କରିବେ କେଉଁ ଫୁଲ

ଅନେକ ଲୋକଙ୍କୁ ଗାର୍ଡେନିଙ୍ଗ କରିବା ପାଇଁ ବହୁତ ଭଲ ଲାଗେ । ତେଣୁ ସେମାନେ ନିଜ ଘର ବଗିଚାରେ ଅନେକ ପ୍ରକାରର ଫୁଲ ଲଗାନ୍ତି । କିନ୍ତୁ ଏହି ଫୁଲଗୁଡ଼ିକ କେବଳ ଆପଣଙ୍କ ବଗିଚାର ସୌନ୍ଦର୍ଯ୍ୟକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ଚେହେରାକୁ ମଧ୍ୟ ଚମକାଇବାରେ ସାହାଯ୍ୟ କରିଥାଏ । ଆପଣ ଏହି ଫୁଲକୁ…

ସ୍କିନ୍‌ ସମସ୍ୟା ଯୋଗୁ ଚିନ୍ତିତ କି ? ଆଜି ହିଁ ବ୍ୟବହାର କରନ୍ତୁ ହଳଦୀ ଏବଂ ଚନ୍ଦନର ଫେସ୍ ମାସ୍କ ମିଳିବ ଅନେକ ଲାଭ

ଆପଣମାନେ ପୂର୍ବ କାଳରେ ହଳଦୀ ଓ ଚନ୍ଦନର ଉପକାରିତା ବିଷୟରେ ଶୁଣିଥିବେ । ତେବେ ହଳଦୀ ଏବଂ ଚନ୍ଦନ ଆମ ସ୍କିନ୍‌ ପାଇଁ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ମୁହଁର ଅନେକ ସମସ୍ୟା ଦୂର ହୋଇଥାଏ । ଏହା ସହ ଚେହେରାକୁ ଚମକାଇବା ଏବଂ ରଙ୍ଗକୁ ସଫା କରିବା ପାଇଁ ହଳଦୀ ଏବଂ ଚନ୍ଦନ ସାହାଯ୍ୟ…

ଘରେ କରନ୍ତୁ ଏହି ୫ଟି ଫେସ୍ ମାସ୍କ, ତ୍ୱଚାରେ ଆସିବ ଚମକ

ମହିଳାମାନେ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ସମୟ ଦେଇପାରନ୍ତି ନାହିଁ । ଯାହାଫଳରେ ନିଜ ଚେହେରା ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିଜର ସ୍କିନ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ । ଯଦି ଦିନବେଳେ ନିଜ ସ୍କିନ ପ୍ରତି ଧ୍ୟାନ…

ଲିଚୁକୋଳିରେ ବନାନ୍ତୁ ଫେସମାସ୍କ, ସ୍କିନ ବନିବ ଏକଦମ୍‌ ସଫ୍ଟ ଓ ଗ୍ଲୋଇଙ୍ଗ୍‌

ଲିଚୁକୋଳି ବା ଲିଚି ଏକ ବହୁତ ରସିଳିଆ ଫଳ । ଯେଉଁଥିରେ ପାଣିର ପରିମାଣ ବହୁତ ଅଧିକ ରହିଛି । ସେହିପରି ଲିଚୁକୋଳିରେ ଆଣ୍ଟିଅକ୍ସିଡେଣ୍ଟସ, ଆଣ୍ଟି ଇମ୍ଫଲାମେଟରୀ ଏବଂ ଆଣ୍ଟି ମାଇାକ୍ରାବିୟଲ ଏବଂ ଆଣ୍ଟି ଭାଇରାଲ ଗୁଣ ମହଜୁଦ ରହିଥାଏ । ଏଥିପାଇଁ ଲିଚୁକୋଳି ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଭଲ ।…

ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ, ନ ପିନ୍ଧିଲେ ଦେବେ ୫୦୦ ଟଙ୍କା ଜରିମାନା

କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଯଦି ଏହାକୁ କିଏ ନ ମାନେ ତେବେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ। ଡିଡିଏମଏ ପକ୍ଷରୁ ଏକ ବୈଠକ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏପ୍ରିଲ ୨୦୨୨ରୁ ମାସ୍କ ଅବିନାର୍ଯ୍ୟ…

ତ୍ୱଚା ପାଇଁ ବ୍ୟବହାର କରନ୍ତୁ ମନ୍ଦାର ଫୁଲ ପାଉଡର, ମାତ୍ର ୧୫ ଦିନରେ ବଢିଯିବ ମୁହଁର ଉଜ୍ୱଳତା

ମନ୍ଦାର ଫୁଲ ଆପଣଙ୍କ ବାଡିରେ ନିଶ୍ଚିତ ଥିବ। ନାଲି, ହଳଦିଆ, ଧଳା ରଙ୍ଗର ଏହି ଫୁଲକୁ ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରାଯାଏ। କେବଳ ଭଗବାନଙ୍କ ପାଖରେ ନୁହେଁ ସ୍କିନ ଏବଂ କେଶ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ମନ୍ଦାର ଫୁଲ। ଆପଣ ଏହାକୁ କେଶ ପାଇଁ ବ୍ୟବହାର କରିଥିବେ ନିଶ୍ଚିତ। କିନ୍ତୁ…

କ’ଣ ଏବେ ଦେଶରୁ ମାସ୍କ ପିନ୍ଧିବା କଟକଣା ସମ୍ପୂର୍ଣ୍ଣ ଉଠାଇ ଦେବା ଉଚିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ…

ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ କିଛି ରାଜ୍ୟ କୋଭିଡ୍‌ କଟକଣାଗୁଡ଼ିକୁ ଉଠାଇ ଦେଇଛନ୍ତି। ମାସ୍କ ନ ପିନ୍ଧିଲେ ଆଉ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାରମାନେ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ଏହି ପ୍ରତିବନ୍ଧକ…

ଆପଣଙ୍କ ମୁହଁରେ ଓପନ୍ ପୋର୍ସ ଦେଖାଦେଲାଣି କି? ଆପଣାନ୍ତୁ ଏହି ସବୁ ଘରୋଇ ଟିପ୍ସ

ଆମ ଚେହେରାର ଚର୍ମରେ ଛୋଟ ଛୋଟ ଛିଦ୍ର ଅଛି ଯାହାକୁ ଓପନ୍ ପୋର୍ସ କୁହାଯାଏ । ଏହି ଛିଦ୍ରରୁ ଝାଳ ଏବଂ ତେଲ ବାହାରିଥାଏ ।ପୋର୍ସ ବଢିବା ସମସ୍ୟା ମୁଖ୍ୟତଃ ସେହି ଲୋକମାନଙ୍କର ଠାରେ ଦେଖା ଯାଇଥାଏ ଯେଉଁ ମାନଙ୍କର ଚର୍ବି ବହୁତ ତେଲିଆ ହୋଇଥାଏ। ଚର୍ମର ଛିଦ୍ରସମସ୍ୟାକୁ ଦୂର କରିବା ପାଇଁ ମୁହଁ…

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର; କରୋନା ସଂସ୍ପର୍ଶରେ ଆସିବା ମାତ୍ରେ ଚମକିବ ମାସ୍କ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦିନକୁ ଦିନ ଦ୍ରୁତ ଗତିରେ ମାଡି ଚାଲିଛି। ଏହି ଭାରିଆଣ୍ଟ ଠାରୁ ରକ୍ଷା ପାଇବା ଅଧିକ କଷ୍ଟସାଧ୍ୟ ପ୍ରମାଣିତ ହୋଇଛି, କାରଣ ଏହାର ସଂକ୍ରମଣ ହାର ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି। କରୋନା ନ୍ୟୁ ଭାରିଆଣ୍ଟ ଓମିକ୍ରନ୍ ପ୍ରତିରୋଧରେ ସାନିଟାଇଜର ଏବଂ ଫେସ୍…

ହର୍ବାଲ ଟି-ଫେସ ମାସ୍କ ମୁହଁକୁ ସଫା ରଖିବା ସହ ଇନଫେକସନ ଆଦି ସମସ୍ୟାକୁ କରିଥାଏ ଦୂର

ଆଣ୍ଟି ଇନଫ୍ଲେମେଣ୍‌ଟରୀ ଏବଂ ଆଣ୍ଟି ଫଙ୍ଗଲ ଗୁଣରେ ଭରପୂର Chamomile tea ତ୍ୱଚା ପାଇଁ ହୋଇଥାଏ ଖୁବ ଲାଭକାରୀ । ଏହା ତ୍ୱଚା ଜିନତ ସମସ୍ତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଚେହେରାରେ ଥିବା ଦାଗକୁ ହଟାଇବା ସହ ଯନ୍ତ୍ରଣା ହେଉଥିଲେ କମାଇଥାଏ । ଇନଫେକସନରୁ ଏହା ଆପଣଙ୍କୁ ରକ୍ଷା…

ବ୍ୟବହାର ପରେ ଫିଙ୍ଗା ଯାଇଥିବା ମାସ୍କରୁ ନିର୍ମାଣ ହେବ ମଜଭୁତ ରାସ୍ତା, ୧ କିମି ଲମ୍ବା ରୋଡ୍‌ ବନାଇବାରେ ଲାଗିବ ୩୦…

କରୋନା ମହାମାରୀଠୁ ବଞ୍ଚିବା ପାଇଁ ଫେସ୍‌ ମାସ୍କ ସବୁଠାରୁ ଅଧିକ ପ୍ରଭାବୀ ବୋଲି କୁହାଯାଉଛି। ୨୦୨୦ ଠାରୁ ମାସ୍କ ବ୍ୟବହାର ଅଧିକ ବଢ଼ିଯାଇଛି। ତେଣୁ ସବୁଠାରୁ ଅଧିକ ଆବର୍ଜନା ବ୍ୟବହୃତ ମାସ୍କରୁ ହିଁ ବାହାରୁଛି। ତେବେ ଏହି ଆବର୍ଜନାରୁ ମୁକୁଳିବା ପାଇଁ ଅଷ୍ଟ୍ରେଲିଆ ନୂଆ ଟେକ୍ନିକ୍‌ ବାହାର…

ଇନଷ୍ଟାଣ୍ଟ ଗ୍ଲୋ ପାଇଁ ଫଲୋ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ମୁହଁରେ ଦାଗ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ଦାଗ କେବଳ ମୁହଁର ସୁନ୍ଦରତାକୁ ଖରାପ କରିନଥାଏ ବରଂ ଚର୍ମକୁ ମଧ୍ୟ ଖରାପ କରିଦିଏ। ଏଥିରୁ ରକ୍ଷା ପାଇବା ପାଇଁ ପ୍ରାକୃତିକ ସହ ଘରୋଇ ଉପାୟ ଆପଣାନ୍ତୁ । ଯାହା ଆପଣଙ୍କୁ ଏଥିରୁ ରକ୍ଷା କରିବ। ସୁନ୍ଦର ତ୍ୱଚା ସମସ୍ତଙ୍କର…