Below header
Browsing Tag

face mask

ବ୍ୟକ୍ତି ପିନ୍ଧିଲେ ଏମିତି ମାସ୍କ ଯେ ସୋସିଆଲ ମିଡିଆରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ଲୋକେ, ଭିଡିଓକୁ ମିଳିଲାଣି ୩.୭…

କରୋନାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ସୃଷ୍ଟି କରୁଛନ୍ତି, ତ ଆଉ କେତେକ ଲୋକ ମଜାଳିଆ ଭିଡିଓ ବନାଇ ମନୋରଞ୍ଜନ କରୁଛନ୍ତି। ଏବେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଜଣେ ବ୍ୟକ୍ତି ମୁହଁ ଭଳି…

Video Viral: ମୁଁହରେ ମାସ୍କ ପିନ୍ଧି ନ ଥିଲେ ଦୋକାନ ଭିତରକୁ ଯିବାକୁ ଦିଏ ନାହିଁ ଏହି ମେସିନ

କୋଭିଡ-୧୯ ଯୋଗୁ ଆଜି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। କରୋନାରୁ ରକ୍ଷା ପାଇବା ପାଇଁ ସବୁ ଦେଶର ସରକାର ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ ଥାଇଲାଣ୍ଡର କିଛି ଦୋକାନୀ ମଧ୍ୟ ଏମିତି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ନିଜ ଦୋକାନରେ ଏକ ନୂଆ…

ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିବ ଫେସ ମାସ୍କ ! ଏକ୍ସପର୍ଟମାନେ ପ୍ରଥମ ଥର କହିଲେ ଏହାର ବଡ଼ ଫାଇଦା

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଥମରୁ ହିଁ ଫେସ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। କିନ୍ତୁ ବର୍ତ୍ତମାନ ହେଲଥ୍ ଏକ୍ସପର୍ଟମାନେ ଫେସ ମାସ୍କର ଏକ ନୂଆ ତଥା ବଡ଼ ଫାଇଦା ବାହାର କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମାସ୍କ କେବଳ କରୋନା ଭାଇରସ ରୋକିବାରେ ସାହାଯ୍ୟ କରେ ନାହିଁ,…

ଇଣ୍ଡୋନେସିଆରେ ଫେସ ମାସ୍କ ନ ପିନ୍ଧିଲେ ମିଳୁଛି ୧ ମିନିଟ କଫିନରେ ଶୋଇବାର ଦଣ୍ଡ, କରୋନାକୁ ରୋକିବା ପାଇଁ ଅଜବ ପଦକ୍ଷେପ

କଫିନ ସାଧାରଣତଃ ମୃତ ଲୋକଙ୍କ ପାଇଁ ହୋଇଥାଏ। କିନ୍ତୁ ଜାକର୍ତାରେ ଏହାକୁ ଜୀବିତ ଲୋକଙ୍କ ପାଇଁ ବ୍ୟବହାର କରାଯାଉଛି। ଏଠାରେ ଫେସ ମାସ୍କ ନ ପିନ୍ଧିଲେ ଲୋକଙ୍କୁ କଫିନରେ ଶୁଆଇ ଦିଆଯାଉଛି। ତେବେ ଫେସ ମାସ୍କ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କୁ ସମ୍ଭାବ୍ୟ ବିପଦ ଅନୁଭବ କରେଇବା ପାଇଁ ସରକାର ଏଭଳି…

କଣ ଏକୁଟିଆ କାର ଚଲାଇବାବେଳେ ମାସ୍କ ପିନ୍ଧିବା ଜରୁରୀ, ଜାଣନ୍ତୁ କଣ କହୁଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଯଦି ଆପଣ ଏକାକୀ କାର ଚଲାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ସ୍ପଷ୍ଟ କରିଛି ଯେ ସେ ଏମିତି କିଛି ନୋଟିଫିକେସନ ଜାରି କରିନି ଯେଉଁଥିରେ ଏକୁଟିଆ କାର ଚଲାଉଥିବା ଲୋକଙ୍କୁ ଫେସ ମାସ୍କ ପିନ୍ଧିବା ଜରୁରୀ। ଭାରତରେ କୋଭିଡ-୧୯ର ବଢ଼ୁଥିବା…

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରୁ ହଟିଲା ମାସ୍କ ଓ ସାନିଟାଇଜର, ବଢ଼ିବ କଳାବଜାରୀ

ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ର ମାମଲା ବଢ଼ିବାରେ ଲାଗିଛି। ସଂକ୍ରମଣ ବଢ଼ୁଥିବାରୁ ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକୀୟ ବସ୍ତୁ ଅଧିନିୟମରେ ସାମିଲ କରିଥିଲେ। ମାତ୍ର ଏବେ ସରକାର ନିଜ ନିଷ୍ପତ୍ତିକୁ ବଦଳାଇଛନ୍ତି। ସରକାର ମାସ୍କ ଓ ସାନିଟାଇଜରକୁ Essential Commodity Act…

କଳାଜୀରା ଫେସପ୍ୟାକ : ଦୂର କରିବ ସବୁ ସମସ୍ୟା ମିଳିବ ସୁନ୍ଦର ତ୍ୱଚା

କଳାଜୀରା ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ। ଏହାର ବ୍ୟବହାର ଖାଇବାରେ କରାଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହା ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଉପକାରୀ ହୋଇଥାଏ। ଏଥିରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ବ୍ରଣ, ତ୍ୱଚା ଭାଙ୍ଗ ଏବଂ ଡାର୍କ ସର୍କଲରୁ ମୁକ୍ତି ଦେଇଥାଏ।…

ଯାଜପୁର: ମାସ୍କ ପିନ୍ଧିବା ନିୟମକୁ ବେଖାତିର କରୁଛନ୍ତି ଲୋକେ, ପ୍ରଶାସନ ଆଦାୟ କଲା ଫାଇନ

ଯାଜପୁର ଟାଉନ୍‌ (କେ ନ୍ୟୁଜ୍‌) : ମହାମାରୀ କରୋନାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତଥାପି କିଛି ଲୋକ ଏହାକୁ ବେଖାତିର କରି ନିୟମକୁ ଉଲ୍ଲଂଘନ କରୁଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି । ମାସ୍କ ପିନ୍ଧି…

ସାବଧାନ ଏଣିକି ପଦାକୁ ବାହାରିବା ମାତ୍ରେ ମାସ୍କ ପିନ୍ଧିବା ଜରୁରୀ, ଏପ୍ରିଲ ୯ରୁ ଓଡ଼ିଶାରେ ଲାଗୁହେବ ଏହି କଡା ନିୟମ

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ବଢିଚାଲିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଗୁରୁତ୍ୱପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଣିକି ବିନା ମସ୍କରେ ବାହାରେ ବୁଲିପାରିବେନି କୌଣସି ଲୋକେ। ଆସନ୍ତା ୯ ଏପ୍ରିଲ ସକାଳ ୭ଟା ଠାରୁ ରାଜ୍ୟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି…

ସରକାରୀ ହସ୍ପିଟାଲକୁ ଫର୍ନିଚର କମ୍ପାନୀ ଦାନ କଲା 50,000 ମାସ୍କ, କରୋନା ରୋକିବା ପାଇଁ ଏହା ବିଶ୍ୱର ସବୁଠାରୁ ବଡ ଦାନ

ସ୍ଵିଡେନର ସବୁଠାରୁ ବଡ ଏକ ସରକାରୀ ହସପିଟାଲ( ଗୋଥେନବର୍ଗ ସ୍ଥିତ ସହାଲଗ୍ରେନସ୍କ)କୁ ଏକ ଫର୍ନିଚର କମ୍ପାନୀ 50,000 ମେଡିକାଲ ଫେସ ମାସ୍କ ଦାନ କରିଛି । କରୋନା ପ୍ରକୋପ ସମୟରେ ମିଳିଥିଵା ଏହି ଫେସ ମାସ୍କକୁ ଏ ପର୍ଯ୍ୟନ୍ତର ସବୁଠୁ ବଡ଼ ଦାନ ବୋଲି କୁହାଯାଉଛି । ଏହା ଲୋକଙ୍କର ବଡ ବ୍ୟବହାରରେ…

ଭିଡିଓ ଦେଖି ବନାଇବା ଶିଖନ୍ତୁ ବଜାର ଭଳି ଫେସମାସ୍କ, ଆପଣଙ୍କ କାମରେ ଆସିବ ନିଶ୍ଚୟ

କରୋନା ଭାଇରସ୍‌ ସାରା ଦୁନିଆରେ ନିଜ କାୟା ବିସ୍ତାର କରିଚାଲିଛି। ଲୋକମାନେ ଏହି ମହାମାରୀ ଠାରୁ ନିଜକୁ ରକ୍ଷା କରିବା ପାଇଁ ଫେସ୍‌ ମାସ୍କ କିଣୁଛନ୍ତି। ଫେସମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ଟୟଲେଟ୍‌ ପେପରକୁ ଲୋକମାନେ ଏତେ ମାତ୍ରାରେ କିଣୁଛନ୍ତି ଯେ ଏବେ ମାର୍କେଟରେ ଏହିସବୁ ଜିନିଷର ଅଭାବ…

ଏବେ ଫେସ୍‌ମାସ୍କ ପିନ୍ଧିକି ବି ଅନ୍‌ଲକ୍‌ କରିପାରିବେ ଫୋନ୍‌, କରିବାକୁ ହେବ କେବଳ ଏହି କାମ

କରୋନା ଭାଇରସ୍‌ର ଆତଙ୍କ ପୂରା ଦୁନିଆରେ ଜାରି ରହିଛି। କରୋନାରେ ମୃତ୍ୟୁ ସଂଖ୍ୟା ଏବେ ପାଖାପାଖି ୩୦୦୦ରେ ପହଞ୍ଚିଲାଣି। କେବଳ ଚୀନ୍‌ରେ ନୁହେଁ ଅନ୍ୟ ଦେଶରେ ମଧ୍ୟ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ କରୋନାକୁ ରୋକିବା ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ…