Below header
Browsing Tag

face pack

ଶୀତଦିନେ ଦୂର ହୋଇଯିବ ତ୍ୱଚାର କଳାପଣ, ବ୍ୟବହାର କରନ୍ତୁ ହଳଦିଆ ସୋରିଷର ଫେସ୍‌ପ୍ୟାକ; ଫଟାଫଟ୍‌ ଜାଣି ନିଅନ୍ତୁ…

ଖାଦ୍ୟ ପ୍ରସ୍ତୁତି ପାଇଁ ସୋରିଷ ତେଲ ବ୍ୟବହାର କରାଯାଇଥାଏ। ଖାଦ୍ୟରେ ସୋରିଷ ତେଲର ସ୍ୱାଦ ବହୁତ ଭଲ ଆସିଥାଏ। ସୋରିଷ ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ସୋରିଷ ମଞ୍ଜି ବ୍ୟବହାର ଦ୍ୱାରା ତ୍ୱଚାର ଅନେକ ସମସ୍ୟାରୁ ଛୁଟକାରା ମିଳିଥାଏ। ଏମିତିରେ ଆଜି ଆମେ…

ବୟସର ଛାପକୁ କମ୍‌ କରିବା ପାଇଁ ଏଲୋଭେରା ଜେଲ୍‌ ନୁହେଁ, ଲଗାନ୍ତୁ ନାଗଫେଣୀ ଜେଲ୍‌; ଜାଣନ୍ତୁ ଏହି ଗୁଳ୍ମର ଫାଇଦା

କ୍ୟାକ୍‌ଟସ ବା ନାଗଫେଣୀ ଗୁଳ୍ମ ଘରର ବଗିଚାରେ ସୁନ୍ଦରତା ବଢ଼ାଇବା କାମରେ ଆସିଥାଏ। ବହୁତ କମ୍‌ ଲୋକ ଜାଣିଥିବେ ଯେ ନାଗଫେଣୀ ଗୁଳ୍ମ ତ୍ୱଚାର ଦେଖାଶୁଣା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ନାଗଫେଣୀ ଜେଲ୍‌ ତ୍ୱଚା ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟାକୁ ଦୂର କରି ଦେଇଥାଏ। ଏହି ଜେଲ୍‌କୁ ଆପଣ…

ରାତିର ବାସି ଭାତ ଫିଙ୍ଗନ୍ତୁ ନାହିଁ, ଏଥିରେ ବଢ଼ାଇ ପାରିବେ ଆପଣଙ୍କ ସୁନ୍ଦରତା; ଏହିଭଳି ବନାନ୍ତୁ ଫେସ୍‌ ପ୍ୟାକ୍‌

କୋରିୟାନ, ଚୀନ ଓ ଜାପାନର ମହିଳାମାନେ ପୂରା ବିଶ୍ୱରେ ନିଜର ଗ୍ଲୋଇଙ୍ଗ୍‌ ସ୍କିନ୍‌ ପାଇଁ ଖ୍ୟାତ। ଅନ୍ୟ ଦେଶର ମହିଳାମାନେ ସେମାନଙ୍କ ଭଳି ସ୍କିନ୍‌ ପାଇବାକୁ ସବୁବେଳେ ଇଚ୍ଛା ରଖି ଥାଆନ୍ତି। ତେବେ ଚୀନ, ଜାପାନ ଆଦି ସ୍ଥାନରେ ନିଜର ସୁନ୍ଦରତାକୁ ବଢ଼ାଇବା ପାଇଁ ମହିଳାମାନେ ଭାତ ମଣ୍ଡ ବ୍ୟବହାର…

ମୁହଁରେ ଲଗାନ୍ତୁ କିସ୍‌ମିସ୍‌ ଫେସ୍‌ପ୍ୟାକ୍‌, ଦୂର ହେବ ସମସ୍ତ ତ୍ୱଚା ସମ୍ବନ୍ଧୀୟ ସମସ୍ୟା

ଅଙ୍ଗୁରକୁ ଶୁଖାଇ ପ୍ରସ୍ତୁତ କରାଯାଉଥିବା କିସ୍‌ମିସ୍‌ ଦେହ ପାଇଁ ଖୁବ୍‌ ଉତ୍ତମ ହୋଇଥାଏ ବୋଲି ତ ଆମେ ସମସ୍ତେ ଜାଣନ୍ତି। କିନ୍ତୁ ଏହା ତ୍ୱଚା ପାଇଁ ବି ଦରକାରୀ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ତ୍ୱଚାରେ କିସ୍‌ମିସ୍‌ର ଫେସ୍‌ପ୍ୟାକ୍‌ ଲଗାଇଲେ ତ୍ୱଚାର ସମସ୍ତ ସମସ୍ୟା ଦୂର ହୁଏ।…

ତ୍ୱଚାକୁ ଦାଗମୁକ୍ତ କରିବା ପାଇଁ ବ୍ୟବହାର କରନ୍ତୁ ତେନ୍ତୁଳି ଫେସ୍‌ପ୍ୟାକ୍‌, ଜାଣନ୍ତୁ ତିଆରି କରିବା ବିଧି

ତେନ୍ତୁଳିର ବ୍ୟବହାର ଖାସ୍‌ କରି ଖାଦ୍ୟ ଜିନିଷରେ କରାଯାଏ। ଦକ୍ଷିଣ ଭାରତୀୟ ଖାଦ୍ୟରେ ଏହାର ବହୁଳ ବ୍ୟବହାର ହୁଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଖାଇବା ବ୍ୟତୀତ ଆପଣ ତ୍ୱଚାରେ ମଧ୍ୟ ତେନ୍ତୁଳିକୁ ବ୍ୟବହାର କରିପାରିବେ। ତ୍ୱଚାର ଦାଗ, ଶୁଷ୍କପଣ ସହ ଅନ୍ୟାନ୍ୟ ସମସ୍ୟା ଦୂର କରିବାରେ ଏହା…

ଉଜ୍ୱଳ ତ୍ୱଚା ଚାହୁଁଥିଲେ ସପ୍ତାହକୁ ୨-୩ଥର ଲଗାନ୍ତୁ ଲିଚୁ କୋଳି ଫେସମାସ୍କ

ସୁନ୍ଦର ତ୍ୱଚା କାହାକୁୁ ବା ନ ଦରକାର । ସୁନ୍ଦରତା ପାଇଁ ଝିଅ ମାନେ ଯେତିକି ଯତ୍ନବାନ ଥାଆନ୍ତି ପୁଅ ମାନେ ମଧ୍ୟ ନିଜ ସ୍କିନ କୁ ନେଇ ଅନେକ କଥା ମାନିଥାନ୍ତି । ଗ୍ଲୋଇଙ୍ଗ ତ୍ୱଚା ସମସ୍ତଙ୍କ ପସନ୍ଦ । ଘରୋଇ ଉପାୟରେ ଆପଣ ଅନେକ କିଛି ମଧ୍ୟ ନିଜ ସ୍କିନ ଉପରେ ପ୍ରୟୋଗ କରୁଥିବେ । କିନ୍ତୁ କେବେ…

ଖରାରେ ବୁଲି ଘରକୁ ଫେରିବା ପରେ ଲଗାନ୍ତୁ ଟମାଟୋ-ଲେମ୍ବୁର ଏହି ଫେସ୍‌ ପ୍ୟାକ, ମିନିଟ୍‌ରେ ଦୂର ହୋଇଯିବ ଟ୍ୟାନିଙ୍ଗ୍‌

ଟାଣ ଖରାରେ ବାହାରକୁ ବାହାରିଲେ ସ୍କିନ୍‌ ଟ୍ୟାନ୍‌ ହୋଇଯିବାର ଭୟ ରହିଥାଏ। କିନ୍ତୁ ଟ୍ୟାନିଙ୍ଗ୍‌ ଡରରେ ଘରୁ ବାହାରିବା ତ ଆମେ ବନ୍ଦ କରିପାରିବା ନାହିଁ। ଏମିତିରେ ଲୋକେ ଏହି ଟ୍ୟାନିଙ୍ଗ୍‌ରୁ ବର୍ତ୍ତିବା ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି। କିଏ ଫୁଲ୍‌ କପଡ଼ା ପିନ୍ଧି ବାହାରିଥାଏ ତ କିଏ…

ନବରାତ୍ରିରେ ତ୍ୱଚାର ନିଅନ୍ତୁ ଏମିତି ଯତ୍ନ, ଘରେ ବସି ସାଗୁଦାନାରୁ ପାଆନ୍ତୁ ଗ୍ଲୋଇଙ୍ଗ୍‌ ସ୍କିନ୍‌

ନବରାତ୍ରି ପର୍ବ ଆରମ୍ଭ ହୋଇଯାଇଛି। ଏହି ପର୍ବରେ ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖାଯାଇଥାଏ। ଏହି ସମୟରେ କେହି କେହି ସାଗୁଦାନା ସେବନ କରିଥାଆନ୍ତି। ଏହି ସାଗୁଦାନାରୁ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଏହାକୁ ତ୍ୱଚା ପାଇଁ ମଧ୍ୟ ବ୍ୟବହାର କରାଯାଇ…

ଖରାଦିନେ ବ୍ରଣ ସମସ୍ୟାକୁ ନେଇ ରହୁଛନ୍ତି କି ଚିନ୍ତିତ? ତା’ହେଲେ ଚେହେରାରେ ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

ଖରାଦିନ ଆସିଲେ ତ୍ୱଚା ଉପରେ ପ୍ରଥମେ ବ୍ରଣ ସମସ୍ୟା ହିଁ ବାହାରିଥାଏ, ଯାହାର କାରଣ ହେଉଛି ପ୍ରବଳ ଗରମ ଏବଂ ଝାଳ। ନିଜ ସ୍କିନ୍‌କୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ଖରାଦିନେ ସନସ୍କ୍ରୀନ୍‌ ଆଦି ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ସତ୍ତ୍ୱେ କୌଣସି ପ୍ରଭାବ ପଡ଼ି ନ ଥାଏ। ଏମିତିରେ ଯଦି ଆପଣ…

ତ୍ୱଚାର ଲୋମ ଛିଦ୍ର ସମସ୍ୟା ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଷ୍ଟାର ରବିନା ଟଣ୍ଡନଙ୍କ ଏହି ତରିକା

ସୁସ୍ଥ ତ୍ୱଚା ଚାହୁଁଥିଲେ ତ୍ବଚା ପାଇଁ ରୁମ ଛିଦ୍ର ଗୁଡିକୁ ସଫା ରଖିବା ନିହାତି ଜରୁରୀ । ଏନେଇ ଆମେ ଅନେକ ତରିକା ଆପଣେଇଥିଲେ ମଧ୍ୟ ଏତେଟା ସୁଫଳ ପାଇପାରିନଥାଉ । ନିକଟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରବିନା…