Browsing Tag

family dispute

ଘରୋଇ କଳହ, ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ଟାୱାର ଉପରେ ବସି ରହିଲେ ଯୁବକ

ଗଞ୍ଜାମ: ପୁଅ ଡାକିଲା, ମୋବାଇଲ ଟାୱାର ଉପରୁ ଓହ୍ଲାଇ ଆସିଲେ ବାପା । ଚରମ ନିଷ୍ପତ୍ତିରୁ ଓହରିଲେ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତଣ୍ଡିପୁର ଗାଁରେ ଘଟିଛି ଏହି ଘଟଣା । ଘରୋଇ କଳହରୁ ତଣ୍ଡିପୁରର ମଙ୍ଗଳା ନାଇକ ଗତକାଲି ରାତିରେ ଗାଁରେ ଥିବା ମୋବାଇଲ ଟାୱାର ଉପରକୁ ଚଢି ଯାଇଥିଲେ । ଡର…

ପାରିବାରିକ କଳହର କରୁଣ ପରିଣତି, ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ଗଜପତି: ପାରିବାରିକ କଳହର କରୁଣ ପରିଣତି । ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ ।  ଗଜପତି ଜିଲ୍ଲା ମୋହନା ଥାନା କରଞ୍ଜକୁଆ ଗୁଡିସାହି ଗାଁରେ ଘଟିଛି ହତ୍ୟାକାଣ୍ଡ ।  ମୃତକ ଗୁଡିସାହିର ଲୁଵି ମଲ୍ଲିକ । ଗତକାଲି ସଂଧ୍ୟାରେ ଲୁଵି ମଦ ପିଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରିଥିଲା । ବଡ଼ ଭାଇ…

କାଳ ହେଲା ପାରିବାରିକ କଳହ, ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ବାମୀ

ଜଳେଶ୍ବର : ପାରିବାରିକ କଳହର କରୁଣ ପରିଣତି । ବିଳମ୍ବିତ ରାତିରେ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ଦେଲା ସ୍ବାମୀ ।  ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ବେଳେ ସ୍ବାମୀ ଫେରାର । ମୃତକ ହେଲେ ଜୟନ୍ତୀ ପାତ୍ର । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗ୍ରାମରେ…

ପାରିବାରିକ କଳହକୁ କେନ୍ଦ୍ର କରି ରାତି ସାରା ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ସକାଳେ ପୋଲିସ ଦ୍ବାରା…

ମୋହନା: ଗାଁ ଦାଣ୍ଡରେ ବସିଲା କଙ୍ଗାରୁ କୋର୍ଟ । ପାରିବାରିକ କଳହକୁ କେନ୍ଦ୍ର କରି ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଁ ଦାଣ୍ଡରେ ବାନ୍ଧିଲେ ଗ୍ରାମବାସୀ। ଗଜପତି ଜିଲ୍ଲା ଅଡବା ଥାନା ପୋଲିସ ପହଞ୍ଚି ଯୁବକୁ ଉଦ୍ଧାର କରିଛି। ଅଡ଼ବା ଥାନ ଗରଡ଼ମା ଗାଁର ସୁଭଦ୍ରା ମାଳବିଷୋୟୀ…

ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ, ପୋଲିସକୁ ଖବର ଦେଲେ ମେଡିକାଲ କର୍ମଚାରୀ

ସୁନ୍ଦରଗଡ଼ : ସ୍ବାମୀ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ । ସୁନ୍ଦରଗଡ଼ ଟାଉନ ଥାନା ହରିଓଁ କଲୋନୀରେ ଘଟିଛି ଏପରି ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ । ସୂଚନାନୁଯାୟୀ, ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ଏତେ…

କେବେ ଲିଭିବ ଏ ନିଆଁ ? ପୁଣି ପାରିବାରିକ କଳହରୁ କିରୋସିନ ଢାଳି ମହିଳାଙ୍କ ଜୀବନ ହାରିବା ଉଦ୍ୟମ

କାମାକ୍ଷାନଗର : ପାରିବାରିକ କଳହରୁ ମହିଳାଙ୍କ ଜୀବନ ହାରିବା ଉଦ୍ୟମ । କିସ୍ତି ଟଙ୍କା ଦେବାକୁ ନେଇ କଳହ ପରେ ଜୀବନ ହାରିବା ଉଦ୍ୟମ କରିଛନ୍ତି ।  କିରୋସିନ ଢାଳି ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଛନ୍ତି ମହିଳା । ଗୁରୁତର ମହିଳା ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସିର ପ୍ରେମଲତା…

ଝିଅ ଶେଷ ଶଯ୍ୟାରେ ଶୋଇଛି, ମା’ ଛାତି ବାଡେଇ କାନ୍ଦୁଛି ଆଉ କହୁଛି ମୋ ଝିଅକୁ ମାରିଦେଲା

ପିପିଲି: ଝିଅ ଶେଷ ଶଯ୍ୟାରେ ଶୋଇଛି । ସେପଟେ ମା' ଛାତି ବାଡେଇ କାନ୍ଦୁଛି ଆଉ ଏମିତି କାନ୍ଦୁଛି ଯେ ପାଖ ଲୋକ କହୁଛନ୍ତି ଧର୍ଯ୍ୟ ଧର ଏମିତି ହୁଅନି । ହଁ ଆଜ୍ଞା ଭଲ ପାଇ ବାହା ହେଇଥିଲା ଝିଅ । ୭ ମାସର ଝିଅ ମଧ୍ୟ ଅଛି । ଭାବିଥିଲା ସ୍ୱାମୀ ଆଉ ଝିଅକୁ ନେଇ ସୁଖର ସଂସାର କରିବ । କିନ୍ତୁ ତା'…

ପାରିବାରିକ କଳହର କରୁଣ ପରିଣତି, ସ୍ବାମୀକୁ ତଣ୍ଟିଚିପି ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ପାରିବାରିକ କଳହର କରୁଣ ପରିଣତି । ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ଯୁବକ ହେଉଛନ୍ତି ଅମର ନାୟକ । ଖବର ଅନୁସାରେ, ଗତକାଲି କୌଣସି କାରଣରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟର ପାରିବାରିକ କଳହ…

ପରିବାରିକ କଳହ: ଛୁଆ ଧରି ନଦୀକୁ ଡେଇଁଲା ମା, ମିଳୁନି ପତ୍ତା

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିର ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ମାଆ ଛୁଆ ନିଖୋଜ ହୋଇଯାଇଛନ୍ତି । ଅପରାହ୍ନ ୫ଟା ୪୫ମିନିଟ ସମୟରେ ମହିଳା ଜଣଙ୍କ ଛୋଟ ଛୁଆକୁ ଧରି ପତ୍ରପୁର ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏନେଇ ସଙ୍ଗେ…

ପାରିବାରିକ କଳହର କରୁଣ ପରିଣତି, ମଝି ରାସ୍ତାରେ ସ୍ତ୍ରୀକୁ ଛୁରା ମାଡ଼ କଲା ସ୍ବାମୀ

ମୟୁରଭଞ୍ଜ : ପାରିବାରିକ କଳହର କରୁଣ ପରିଣତି । ମଝି ରାସ୍ତାରେ ସ୍ତ୍ରୀକୁ ଛୁରା ମାଡ଼ କଲା ସ୍ବାମୀ । ବାରିପଦା ସହର ଏମ୍ କେ ସି ହାଇସ୍କୁଲ ସମ୍ମୁଖ ରାସ୍ତାରେ କରିଥିଲା ଛୁରାମାଡ଼ । ଗୁରୁତର ଅବସ୍ଥାରେ ସ୍ତ୍ରୀ କବିତା ଦିଗରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରିବାରିକ କଳହରୁ ଛୁରା…

ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼, ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା : ଯୁବକଙ୍କୁ ତୀର ମାଡ଼ ।  ପାରିବାରିକ ବିବାଦକୁ ନେଇ ଯୁବକଙ୍କୁ ତୀର ମାଡ଼ ।  ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି । ସୁନ୍ଦରଗଡ଼ ଜିଲ୍ଲା କଲୁଙ୍ଗା ନିକଟରେ ଘଟିଛି ଘଟଣା । ଆହତ ଯୁବକ ହେଲେ ନିତ୍ୟାନନ୍ଦ ରନବିଡ଼ା ।  ଘର ସମ୍ବଲପୁର ବୁର୍ଲା…

ଘରୋଇ କଳହରୁ ସାଂଘାତିକ ପରିସ୍ଥିତି, ଜ୍ବାଇଁ ଉପରେ ଗରମ ପାଣି ଢାଳିଲେ ଶ୍ବଶୁର ଘର ଲୋକ

ଆନନ୍ଦପୁର: ଘରୋଇ କଳହରୁ ସାଂଘାତିକ ପରିସ୍ଥିତି । ଜ୍ବାଇଁ ଉପରେ ଗରମ ପାଣି ଢାଳିଲେ ଶ୍ବଶୁର ଘର ଲୋକ । ଜ୍ବାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ନନ୍ଦିପଦା ଥାନା ଠୂଣି ଗାଁର କୁଶ ନାଇକ ସେହି ଗାଁର କୁନି ନାଇକକୁ ବିବାହ କରିଥିଲେ । …