ଫଟୋ ଭାଇରାଲ: ବାପାଙ୍କ ଅଟୋରେ ବସି ସମ୍ମାନ ସମାରୋହରେ ପହଞ୍ଚିଲେ ମିସ୍ ଇଣ୍ଡିଆ ରନର ଅପ୍, ସବୁ ଆଡ଼ୁ ଛୁଟୁଛି…
କୁହାଯାଏ, ଭୂମି ଉପରେ ଗୋଡ଼ ରଖି ଯଦି ଆପଣ ଆକାଶରେ ଉଡ଼ାଣ ଭରିବେ, ତା’ହେଲେ କେବେ ବି ଗଳି ପଡ଼ିବେ ନାହିଁ। ଏବେ ଏମିତି ହିଁ କିଛି କରି ଦେଖାଇଛନ୍ତି ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ ରନର ଅପ୍ ମାନ୍ୟା ସିଂ। ଯଦିଓ ସେ କ୍ରାଉନ୍ ଜିତିପାରି ନାହାନ୍ତି, କିନ୍ତୁ ମିସ୍ ଇଣ୍ଡିଆ ଟାଇଟଲର ବହୁ…