ଫିଫା ବିଶ୍ୱକପ ପାଇଁ ଭିତ୍ତିଭୂମି ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି: କତାର ଅଧିକାରୀ
କେନ୍ୟୁଜ୍ ବ୍ୟୁରୋ: ପୁଣି ଫିଫା ବିଶ୍ୱକପକୁ ନେଇ ବିବାଦ। ଫିଫା ବିଶ୍ୱକପ ପାଇଁ ପ୍ରସ୍ତୁତି ବେଳେ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି କତାରର ଜଣେ ଅଧିକାରୀ କହିଛନ୍ତି। କତାର ସରକାର କହିଛନ୍ତି, ଫିଫା ବିଶ୍ୱକପ ପାଇଁ ଷ୍ଟାଡିୟମ ନବୀକରଣ କାର୍ଯ୍ୟରେ ନିୟୋଜିତ ଥିଲେ ୩୦,୦୦୦ ବିଦେଶୀ…