ଶସ୍ତାରେ ବିମାନ ଟିକେଟ ବୁକିଙ୍ଗ୍ କରିବାକୁ ଚାହୁଁଛନ୍ତି କି, ତେବେ ଏହି ଟିପ୍ସକୁ କରନ୍ତୁ ଫଲୋ
ଆଗକୁ ଆସୁଛି ଦୀପାବଳି । ଏହା ପାଇଁ ଆଉ ମାତ୍ର କିଛି ଦିନ ବାକି ରହିଛି । ତେବେ ଏଭଳି ପରିସ୍ଥିତିରେ ଅନେକ ଲୋକ ଏହି ପର୍ବରେ ଘରକୁ ଯିବାକୁ ଚାହାଁନ୍ତି। କିନ୍ତୁ, ବର୍ତ୍ତମାନ ସମୟରେ ଟ୍ରେନ୍ ଟିକେଟ୍ ପାଇବା ଅତ୍ୟନ୍ତ କଷ୍ଟକର । ଏପରି ପରିସ୍ଥିତିରେ, ବିମାନ ଉଡ଼ାଣର ବିକଳ୍ପ ରହିଛି । କିନ୍ତୁ,…