Browsing Tag

food

ରାଜ୍‌ମା ଖାଇବାକୁ ଭଲ ପାଆନ୍ତି ଯଦି ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ କ୍ଷତିକାରକ

ରାଜ୍‌ମା ଖାଇବାକୁ କାହାକୁ ବା ପସନ୍ଦ ନ ଲାଗେ। ଅନେକ ଲୋକ ରାଜ୍‌ମା ତରକାରୀ ଖାଇବାକୁ ବେଶ୍‌ ପସନ୍ଦ କରିଥାଆନ୍ତି। ଏହା ପ୍ରୋଟିନ୍‌ରେ ଭରପୂର ଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାଜ୍‌ମା ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ବି ପଡ଼ିପାରେ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ…

ଆଳୁଠୁ ଆରମ୍ଭ କରି ଭାତ ପର୍ଯ୍ୟନ୍ତ ଏହି ୯ଟି ଜିନିଷକୁ ବାସି ହେବା ପରେ ଆଦୌ ଗରମ କରନ୍ତୁନି, ପାଲଟିଯିବ ବିଷ

ଆମେ ପ୍ରତିଦିନ ଖାଇସାରିବା ପରେ ଯଦି କିଛି ଖାଦ୍ୟ ବଳେ ତେବେ ତାକୁ ଫ୍ରିଜ୍‌ରେ ରଖି ପରଦିନ ଗରମ କରି ଖାଇଥାଉ। ପ୍ରାୟ ସବୁ ଲୋକ ଏଭଳି କରିଥାନ୍ତି। କିନ୍ତୁ ଏଭଳି କରିବା ବେଳେବେଳେ ଜୀବନ ପ୍ରତି ବିପଦ ଆଣିପାରେ। କାରଣ ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା…

କ୍ଷୀର ସହିତ ଖାଉଛନ୍ତି କି ଲଙ୍କା କି ମାଛ, ତା’ହେଲେ ହୋଇଯାଆନ୍ତୁ ସତର୍କ, ଦେଖାଦେଇପାରେ ଏହିସବୁ ଗମ୍ଭୀର…

କ୍ଷୀର ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ କିଛି ଜିନିଷ ସହିତ ଖାଇଲେ କ୍ଷତିକାରକ ହୋଇପାରେ। ଆୟୁର୍ବେଦ ଅନୁସାରେ, କିଛି ଜିନିଷ ସହିତ କ୍ଷୀର ଖାଇଲେ ପାଚନ ସମ୍ବନ୍ଧୀୟ ସମସ୍ୟା, ଓଜନ ବୃଦ୍ଧି ଭଳି କେତେକ ସମସ୍ୟା ଦେଖାଦେଇପାରେ। ହରଡ଼ ଡାଲି ଏବଂ କ୍ଷୀର ଦୁଇଟିଯାକ ହିଁ ହଜମ…

ଏ ହେଉଛି ନିଆରା ରେଷ୍ଟୁରାଣ୍ଟ, ଯେଉଁଠି ପ୍ଲେଟ ନୁହେଁ, ଆଇପ୍ୟାଡରେ ପରସା ଯାଇଥାଏ ଖାଦ୍ୟ !

ଆପଣ ଏ ପର୍ଯ୍ୟନ୍ତ ଯେତେ ବି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଯାଇଥିବେ, ସେଠି ଆପଣଙ୍କୁ ପ୍ଲେଟରେ ଖାଦ୍ୟ ପରସା ଯାଇଥିବ। କିନ୍ତୁ ଏକ ରେଷ୍ଟୁରାଣ୍ଟ ଏମିତି ବି ଅଛି, ଯେଉଁଠି ଆଇପ୍ୟାଡରେ ଖାଦ୍ୟ ପରସା ଯାଇଥାଏ। ପ୍ରକୃତ କଥା ହେଲା, ସାନ ଫ୍ରାନ୍ସିସ୍କୋର ଏକ ରେଷ୍ଟୁରାଣ୍ଟରେ ଏକ ଖାସ ଡିସ ରହିଛି,…

ଡିପ୍ରେସନ ବଢାଇଥାଏ ଏହି ୫ଟି ଜିନିଷ : ଖାଦ୍ୟରେ କରନ୍ତୁ ନାହିଁ ସାମିଲ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଆପଣଙ୍କ ଡାଏଟ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ଏବ ପୁଷ୍ଟିକର ଖାଦ୍ୟ ଆମର ମାନସିକ…

ଆ…ହା..ଚିକେନ ସାଙ୍ଗକୁ, ବହଳିଆ ଡାଲି : ଜିଲ୍ଲା ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଲେ କ୍ୱାରେଣ୍ଟିନ…

ଗଞ୍ଜାମ: ଚିକେନ ସାଙ୍ଗକୁ,ବହଳିଆ ଡାଲି । ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ। ଏକଥା କହିଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ । ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା…

କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଚନ୍ତି କି ? ପ୍ରତିଦିନ ଖାଆନ୍ତୁ ଏହି ଚାରିଟି ଖାଦ୍ୟ

କିଡନୀ ଆମ ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ନିତାନ୍ତ ଜରୁରୀ। ଯଦି ଆପଣଙ୍କ କିଡନୀରେ କୌଣସି ସମସ୍ୟା ଦେଖାଦିଏ ତେବେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ। କିଡନୀ ଆପଣଙ୍କ ଶରୀରରେ ରକ୍ତରେ ଥିବା ପାଣି ଏବଂ ଅନାବଶ୍ୟକ ପଦାର୍ଥକୁ ଅଲଗା କରିବାର କାମ କରିଥାଏ। ଏମିତିରେ ଆପଣ…

ଖାଲି ପେଟରେ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି ଜିନିଷ, ଭୋଗିପାରନ୍ତି ଅନେକ ଅସୁବିଧା

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଜରୁରୀ । କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା…

ଆପଣ ବି କଣ ତରବରିଆ ଭାବେ ଖାଦ୍ୟ ଖାଉଛନ୍ତି କି, ତେବେ ହୋଇଯାନ୍ତୁ ସାବଧାନ ! ନଚେତ ଦେଖାଦେବ ଏହି ଭୟଙ୍କର ରୋଗ

ସମୟ ଅଭାବରୁ ହେଉ ଅବା ଅନ୍ୟ କୌଣସି କାରଣରୁ ହେଉ ଅନେକେ ନିଜ ଖାଦ୍ୟକୁ ଜଲ୍ଦି ଜଲ୍ଦି ଖାଇବାକୁ ପସନ୍ଦ କରିଥାନ୍ତି । ଆପଣଙ୍କର ବି ହୁଏତ ଜଲ୍ଦି ଖାଦ୍ୟ ଶେଷ କରିବାର ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାନ୍ତୁ । ନଚେତ ଭବିଷୟତେ ଗଭୀର ସମସ୍ୟା ଦେଇ ଗତି କରିପାରନ୍ତି । କାରଣ ଜଲ୍ଦି ଜଲ୍ଦି ଖାଇବା…

ବ୍ଲଡ଼ ଗ୍ରୁପ ଅନୁସାରେ ଖାଆନ୍ତୁ ଖାଦ୍ୟ, ଜୀବନ ସାରା ରୁହନ୍ତୁ ସୁସ୍ଥ

ସୁସ୍ଥ ରହିବା ସହ ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ । ବିଭିନ୍ନ ପ୍ରକାର ଖାଦ୍ୟ ଖାଇ କେମିତି ନିଜ ତ୍ୱଚାକୁ ଅଧିକ ରୁ ଅଧିକ ଉଜ୍ଜ୍ୱଳ କରିବେ ସେ ନେଇ ସମସ୍ତେ ଚେଷ୍ଟା କରନ୍ତି । ଏମିତିକି ବଜାରରେ ମିଳୁଥିବା ନୂଆ ନୂଆ ଖାଦ୍ୟ ମନ ମଧ୍ୟ ନିଜ ଉପରେ ଟ୍ରାଏ କରିଥାନ୍ତି । କିନ୍ତୁ…

ଶରୀରରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ନିଜ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ, ଖୁବ ଶୀଘ୍ର ଅନୁଭବ କରିବେ ଫରକ

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକେ ଏତେ ମାତ୍ରାରେ ମଜ୍ଜି ଯାଉଛନ୍ତି ଯେ ନିଜ ଶରୀର ଉପରେ ସେତେଟା ଧ୍ୟାନ ଦେଇ ପାରୁନାହାନ୍ତି । ଦେହ ପ୍ରତି ଯତ୍ନଶୀଳ ନହେବାରୁ ଅଳ୍ପ କାମ କଲେ ମଧ୍ୟ ଅଧିକାଂଶ ଲୋକ ବହୁ ସମୟରେ ଥକ୍କା ପଣ ଅନୁଭବ ହେଉଛି । ଏମିତିକି କମ କାମ କଲେ ମଧ୍ୟ ହାଲିଆ ହେଇ ଯାଉଛନ୍ତି ।…

ଔଷଧୀୟ ଗୁଣରେ ଭରପୂର ଗ୍ରୀନ୍‌ ଆପଲ୍‌, ଜାଣନ୍ତୁ ଏହା ବିଷୟରେ

ସବୁଜ ରଙ୍ଗର ସେଓ ବା ଗ୍ରୀନ୍‌ ଆପଲ୍‌ ସ୍ୱାଦରେ ଖଟା-ମିଠା ହୋଇଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟୋରେଲ୍‌, ସୁଗର ଏବଂ ବିପି ନିୟନ୍ତ୍ରିତ ରହିଥାଏ। ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯାଏ ଏବଂ ପାଚନକ୍ରିୟା ଠିକ୍‌ ରହିଥାଏ। ଗ୍ରୀନ୍‌ ଆପଲ୍‌ ଏକ ଭଲ ଆଣ୍ଟିଏଜିଙ୍ଗ୍‌। ଏହାକୁ ଖାଇଲେ,…