Browsing Tag

for weight loss

ଓଜନ ହ୍ରାସ କରିବା ପାଇଁ ଚିନ୍ତିତ ଥିଲେ ଏହି ଭୁଲ କରନ୍ତୁ ନାହିଁ, ନଚେତ ପଡିବେ ସମସ୍ୟାରେ

ଆଜିକାଲି  ଘର କାମ ସହ ଅଫିସ କାମରେ ଲୋକ ବହୁତ ବ୍ୟସ୍ତ ହୋଇଯାଉଛନ୍ତି । ଏଥିପାଇଁ ନିଜ ଶରୀର ପ୍ରତି ଦୃଷ୍ଟି ଦେବାକୁ ସମୟ ମିଳୁନି । ଖାଇବାରେ ଅନିୟମିତତା ସହ ପୃଷ୍ଟିକର ଖାଦ୍ୟର ଅଭାବ କାରଣରୁ ଶରୀର ପତଳା ହୋଇଯାଉଛି । ଏହି କାରଣରୁ ଆପଣ ଯଦି ବ୍ୟାୟାମ କରିପାରୁ ନାହାନ୍ତି , ତେବେ ଆଜି ଆମେ…

ଶରୀରରେ କ୍ୟାଲୋରି ନିୟନ୍ତ୍ରଣ ସହ ହଜମ ଶକ୍ତିକୁ ବୃଦ୍ଧି କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ଓଜନ ହ୍ରାସ କରିବା ପାଇଁ ଅନେକ ଉପାୟ ଏବେ ଶୁଣିବାକୁ ମିଳୁଛି । କେତେଜଣ ବ୍ୟାୟାମକୁ ଆପଣାଉଛନ୍ତି । କିନ୍ତୁ କେବଳ ବ୍ୟାୟାମ ଯଥେଷ୍ଟ ନୁହେଁ । ଶରୀରରେ ଓଜନ ହ୍ରାସ କରିବା ପାଇଁ ଖାଦ୍ୟ ମଧ୍ୟ ବେଶ ପ୍ରଭାବ ପକାଇଥାଏ । ଖାଦ୍ୟର ମାତ୍ରା ଶରୀରରେ ଓଜନ ହ୍ରାସ କିମ୍ବା ବୃଦ୍ଧି କରିବା ପାଇଁ ଦାୟୀ…

ଓଜନ କମ କରିବା ପାଇଁ ଏହି ଜିନିଷକୁ ଏକ ସାଥୀରେ କରନ୍ତୁ ସେବନ, ବହୁତ ଜଲଦି ଆପଣ ଦେଖାଯିବେ ସ୍ଲିମ

ଓଜନ ହ୍ରାସ କରିବା ପାଇଁ ଲୋକେ ପ୍ରାୟତଃ ଖାଇବା ପିଇବା ଛାଡ଼ି ଦେଇଥାନ୍ତି। କିନ୍ତୁ ଏହା ହୁଏତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକେଇପାରେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଫୁଡ କମ୍ବିନେଶନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଏକ ସାଥୀରେ ଖାଇଲେ ଆପଣଙ୍କ ଓଜନ କମ ହୋଇଯାଇପାରେ।…

ଓଜନ କମାଇବା ପାଇଁ ନୀତିଦିନ ସେବନ କରନ୍ତୁ ଏହି ଡ୍ରିଙ୍କସ୍‌

ଯଦି ଆପଣ ନିଜ ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି, ତହେଲେ ପ୍ରତିଦନି ବ୍ୟାୟାମ କରିବା ସହ ଉତ୍ତମ ଖାଦ୍ୟ ଏବଂ ଡିଟକ୍ସ ଡ୍ରିଙ୍କସଙ୍କୁ ନିଜ ଡାଏଟରେ ସାମିଲ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମେଟାବୋଲିଜିମ ମଧ୍ୟ ସଠିକ ରହିବ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ଠିକ ରୂପେ କାର୍ଯ୍ୟ କରିବ ।…

୧୦ ହଜାର ପାଦ ଚାଲିଲେ ଖୁବ୍‌ କମ୍‌ ଦିନରେ କମିଯିବ ଆପଣଙ୍କ ଓଜନ, ଜାଣନ୍ତୁ କେମିତି ମିଳିବ ଫାଇଦା

ଆଜିକାଲି ସମସ୍ତେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ତେଣୁ ପତାଳା ହେବା ପାଇଁ ଅନେକ ଉପାୟ ଆପଣାଉଛନ୍ତି। ତେବେ କିଛି ଲୋକ ବିନା କୌଣସି ପରାମର୍ଶରେ ନିଜ ମନଇଚ୍ଛା ଓଜନ କମ୍‌ କରିବାରେ ଲାଗିପଡ଼ନ୍ତି, ଯାହାକି ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ବର୍ତ୍ତମାନ ସମୟରେ ୧୦ ହଜାର ପାଦ ଚାଲିକି ବି…

ଓଜନ ଫଟାଫଟ୍ କମାଇବା ପାଇଁ ଫଲୋ କରନ୍ତୁ ଏହି ଡାଏଟ୍ ପ୍ଲାନ, ୭ ଦିନରେ ହୋଇଯିବେ ସ୍ଲିମଟ୍ରିମ୍

ଆଜିକାଲି ସମସ୍ତେ ଓଜନ କମାଇବା ପାଇଁ ମର୍ଣ୍ଣିଂ ଓ୍ବାକ୍ ଯାଉଛନ୍ତି ତ ଆଉ କେହି କେହି ଜିମ୍ ମଧ୍ୟ ଯାଉଛନ୍ତି । କିନ୍ତୁ ଏହିସବୁ ନ କରି ଆପଣ ମଧ୍ୟ ଓଜନ କମାଇପାରିବେ। ଆପଣ ନିଜର ବଢୁଥିବା ଓଜନକୁ ନେଇ ଯଦି ଚିନ୍ତିତ ରହିଛନ୍ତି ତେବେ ଏହି ସବୁ ଉପାୟରେ ୭ଦିନରେ କମାଇ ପାରିବେ ୭କେଜି ଓଜନ ।…

ଓଜନ କମ୍ କରିବାକୁ ଚାହୁଁଛନ୍ତି କି ? ଆଜି ହିଁ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଭାରତୀୟ ଖାଦ୍ୟ

ଆମ ଭାରତରେ ଲୋକମାନେ ପାଟି ସୁଆଦିଆ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି। ସେଥିପାଇଁ ସବୁବେଳେ ଛଣାଛଣି, ମସଲାଯୁକ୍ତ ଓ ଫାଷ୍ଟ ଫୁଡ ଭଳି ଖାଦ୍ୟ ଅଧିକ ମାତ୍ରାରେ ଖାଇଥାଉ। ଭାତ ଏବଂ ରୁଟି ଭାରତୀୟ ଖାଦ୍ୟର ମୁଖ୍ୟ ହୋଇଥିବା ବେଳେ ଏଥିରେ କାର୍ବୋହାଇଡ୍ରେଟର ମାତ୍ରା ଅଧିକ ରହିଥାଏ। ସେହିପରି…

ଏହି ୩ଟି ଉପାୟ ଆପଣାଇ ବିନା ଏକ୍ସରସାଇଜ୍‌ରେ ରାତାରାତି କମାନ୍ତୁ ଓଜନ

ମୋଟାପଣ ଏବେ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ସମସ୍ତେ ଫିଟ୍‌ ରହିବାକୁ ଚାହୁଁଥିବା ବେଳେ ମୋଟାପଣ କମାଇବାରେ ଅସମର୍ଥ ହେଉଛନ୍ତି। ଏଣୁ କିଏ ଖାଇବା ପିଇବା କମାଉଛି ତ ଆଉ କିଏ ସକାଳୁ ଉଠି ବ୍ୟାୟମ କରୁଛି। ତଥାପି ଓଜନକୁ ନିୟନ୍ତ୍ରଣ କରିବାରେ ସଫଳ ହେଉନାହାନ୍ତି। ଆଜି ଆମେ ଆପଣଙ୍କୁ ମୋଟାପଣରୁ…

ମୋଟାପଣ କମାଇବାକୁ ଘିକୁଆଁରି ସହ ମିଶାଇ ଖାଆନ୍ତୁ ଏହି ଦୁଇଟି ଜିନିଷ, ଆଶ୍ଚର୍ଯ୍ୟଜନକ ଭାବେ କମିବ ଓଜନ

ଶରୀରକୁ ସୁସ୍ଥ ରଖିବାକୁ ସମସ୍ତେ ଚାହାନ୍ତି। ଏଣୁ ବ୍ୟାୟାମ ଠାରୁ ଆରମ୍ଭ କରି ଯୋଗ, ପ୍ରାଣାୟାମ, ଖାଦ୍ୟପେୟ ଉପରେ ସମସ୍ତେ ଧ୍ୟାନ ଦେଇଥାନ୍ତି। ତଥାପି କିଛି ଲୋକ ମୋଟା ହୋଇଯାଉଥିବା ଦେଖିବାକୁ ମିଳେ। ଯେତେ ଚେଷ୍ଟା କଲେ ବି ସେମାନେ ପତଳା ହୋଇପାରନ୍ତି ନାହିଁ। କିନ୍ତୁ ଆୟୁର୍ବେଦରେ କିଛି…

ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ରାତିରେ ନିୟମିତ ଖାଆନ୍ତୁ ଡାଲି

ସାଧାରଣତଃ ଭାରତୀୟମାନେ ଦ୍ୱିପ୍ରହର ଖାଦ୍ୟରେ ଡାଲି ଖାଇବାକୁ ପସନ୍ଦ କରନ୍ତି। ଏହା ଆମର ମୁଖ୍ୟ ଭୋଜନ ମଧ୍ୟରେ ଅନ୍ୟତମ। ଡାଲିରେ ପୋଷକ ତତ୍ତ୍ୱ ଭରି ରହିଛି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ରାତିରେ ଡାଲି ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ। ଅଧିକାଂଶ ଲୋକ ରାତିରେ ଡାଲି ଖାଇବାକୁ ନେଇ ଅନେକ…

କମ୍‌ ସମୟରେ ଓଜନ କମାଇବାକୁ ଚାହୁଁଥିଲେ ଆପଣାନ୍ତୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଉପାୟ, ସପ୍ତାହକରେ ଦେଖନ୍ତୁ ମ୍ୟାଜିକ୍‌

ଯଦି ଆପଣ ନୂଆବର୍ଷରେ ଓଜନ କମ୍‌ କରିବାକୁ ସଂକଳ୍ପ ନେବାକୁ ଚାହୁଁଛନ୍ତି ତେବେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଆପଣାନ୍ତୁ। ଏକ ସର୍ଭେ ମୁତାବକ ବର୍ତ୍ତମାନ ଲୋକଙ୍କୁ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ଖୁବ୍‌ ପସନ୍ଦ ଆସୁଛି। ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍‌ ମେଡିସିନ୍‌ ରିସର୍ଚ୍ଚ ମୁତାବକ ଇଣ୍ଟରମିଟେଣ୍ଟ…

ଖାଆନ୍ତୁ ଏହି ୫ଟି ମଞ୍ଜି, ପାଆନ୍ତୁ ମୋଟାପଣରୁ ମୁକ୍ତି

ଆଜିକାଲିର ଯୁବପିଢି ଘରୋଇ ଖାଦ୍ୟକୁ ପସନ୍ଦ ନ କରି ଫାଷ୍ଟଫୁଡ ଖାଇବାରେ ବ୍ୟସ୍ତ ରହୁଛନ୍ତି। ଏଥିପାଇଁ ମୋଟାପଣର ଶିକାର ମଧ୍ୟ ହେଉଛନ୍ତି। ମୋଟାପଣ ଯୋଗୁଁ ଡାଇବେଟିଜ, ଥାଇରାଏଡ ଏବଂ ରକ୍ତଚାପ ଭଳି ଗମ୍ଭୀର ରୋଗର ଶିକାର ହେବାକୁ ପଡୁଛି। ମୋଟାପଣରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଏଥିରୁ…