Browsing Tag

former MP

ବରେଲି ସେଣ୍ଟ୍ରାଲ ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ, ହାଇକୋର୍ଟରୁ ମିଳିଥିଲା ଜାମିନ୍‌

ଜେଲ୍‌ରୁ ମୁକୁଳିଲେ ବାହୁବଳୀ ନେତା ଧନଞ୍ଜୟ ସିଂ । ଉତ୍ତର ପ୍ରଦେଶ ଜୋନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂଙ୍କୁ ବୁଧବାର ବରେଲି କେନ୍ଦ୍ରୀୟ ଜେଲରୁ ମୁକ୍ତ କରାଯାଇଛି । ଆହ୍ଲାବାଦ ହାଇକୋର୍ଟରୁ ଧନଞ୍ଜୟ ସିଂଙ୍କୁ ଜାମିନ ମିଳିଥିଲା, ହେଲେ ତାଙ୍କ ମୁକ୍ତି ବିଳମ୍ବ ହେଉଥିଲା । ବୁଧବାର ସକାଳେ…

ଅପହରଣ ମାମଲାରେ ଧନଞ୍ଜୟ ସିଂଙ୍କୁ ୭ ବର୍ଷ ଜେଲ୍‌, ଜୌନପୁରରୁ ଲୋକସଭା ନିର୍ବାଚନ ଲଢ଼ିବାକୁ କରିଥିଲେ ଘୋଷଣା

ଉତ୍ତର ପ୍ରଦେଶର ଜୌନପୁରରୁ ସାଂସଦ ରହିଥିବା ଜେଡିୟୁର ରାଷ୍ଟ୍ରୀୟ ମହାସଚିବ ଧନଞ୍ଜୟ ସିଂଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ମିଳିଛି । ଏହା ସହିତ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲାଗିଛି । ଏକ ଅପହରଣ ଏବଂ ଟଙ୍କା ଦାବି ମାମଲାରେ ଏମ୍‌ପି ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ତାଙ୍କୁ ଦୋଷୀ ସାବ୍ୟସ୍ତ…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ପୁଅ ମାନବେନ୍ଦ୍ର ଓ ନାତି ଗୁରୁତର

ରାଜସ୍ଥାନର ଅଲଓ୍ଵରରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିଂଙ୍କ ବୋହୂ ଚିତ୍ରା ସିଂଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଯଶବନ୍ତ ସିଂଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂ ଏବଂ…

ପୂର୍ବତନ ସାଂସଦ ଅନାଦି ସାହୁଙ୍କ ପରଲୋକ, ବାସଭବନରେ ଦେହାନ୍ତ

କଟକ (କେନ୍ୟୁଜ): ବ୍ରହ୍ମପୁରର ପୂର୍ବତନ ସାଂସଦ ତଥା ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ । କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସେ ବ୍ରହ୍ମପୁରରୁ…

ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ

କେନ୍ୟୁଜ୍(ବ୍ୟୁରୋ):  ବିଜେପିର ମିଶ୍ରଣ ପର୍ବ । ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ଥିଲେ ଅର୍କକେଶରୀ । ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।…

ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ

କଟକ (କେନ୍ୟୁଜ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବରିଷ୍ଠ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ଦେହାନ୍ତ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି । ସେ ବ୍ରେନ୍‌ ଷ୍ଟ୍ରୋକ୍‌ରେ ପୀଡ଼ିତ ହୋଇ ଗୁରୁତର ଅବସ୍ଥାରେ ଗତ ତିନି ସପ୍ତାହ…

ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ, ୧୯୪୭ ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିଲେ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାୟକଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି। ଭବାନୀପାଟଣା ସ୍ଥିତ ବାସଭବନରେ ୭୫ ବର୍ଷ ବୟସରେ ସୁବାସ ଚନ୍ଦ୍ର ନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ୧୯୪୭ ଅଗଷ୍ଟ…