ଜୋକୋଭିକ୍ ରଚିଲେ ଇତିହାସ, ନାଡାଲଙ୍କୁ ପଛରେ ପକାଇ ତୃତୀୟ ଥର ପାଇଁ ଜିତିଛନ୍ତି ଫ୍ରେଞ୍ଚ ଓପନ ଟାଇଟଲ
ଫ୍ରେଞ୍ଚ ଓପନ ୨୦୨୩ ଫାଇନାଲରେ ଇତିହାସ ରଚିଛନ୍ତି ସର୍ବିଆର ଟେନିସ ତାରକା ନୋଭକ ଜୋକୋଭିକ୍ । ସେ ଜବରଦସ୍ତ ପ୍ରଦର୍ଶନ କରି ନରୱେର କାସପର ରୁଡଙ୍କୁ ସିଧାସଳଖ ୭-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି । ଏହାସହିତ ଜୋକୋଭିକ୍ ତୃତୀୟ ଥର ପାଇଁ ପ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ଏହି ବିଜୟ…