Browsing Tag

gahirmatha

ଅସୁରକ୍ଷିତ ଅଲିଭ ରିଡ଼ଲେ, ଏନ୍ତୁଡ଼ିଶାଳ ଗହୀରମଥା ପାଲଟିଛି ମଶାଣି ଭୂଇଁ

ରାଜନଗର(କେନ୍ୟୁଜ୍‌): ଓଡିଶାର ଏକମାତ୍ର ସାମୁଦ୍ରିକ ଅଭୟାରଣ୍ୟ କେନ୍ଦ୍ରାପଡା ଜିଲ୍ଲା ଗହିରମଥାକୁ ସୁରକ୍ଷିତ ମନେକରି ବଂଶବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗର ରୁ ହଜାର ହଜାର ନଟିକାଲ ମାଇଲ ସମୁଦ୍ର ନୀଳ ଜଳରାଶିକୁ ଅତିକ୍ରମକରି ବିରଳ ଅଲିଭିରିଡଲେ କଇଁଛମାନେ ଆସିଥାନ୍ତି । ଏହି କଇଁଛ…

ଆସନ୍ତା ୨୦ରୁ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ୩ ଦିନ ଧରି ଚାଲିବ ପ୍ରକ୍ରିୟା

ରାଜନଗର (କେନ୍ୟୁଜ): ଆସନ୍ତା ୨୦ରୁ ଗହିରମଥାରେ ଆରମ୍ଭ ହେବ ଡଲଫିନ୍ ଗଣନା । ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆସନ୍ତା ୨୦ରୁ ଆରମ୍ଭ ହେବ ଡଲଫିନ୍ ଗଣନା । ୩ ଦିନ ଧରି ଚାଲିବ ଏହି ଡଲଫିନ୍ ଗଣନା ପ୍ରକ୍ରିୟା । ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର…

ଗହୀରମଥାରେ ଅସୁରକ୍ଷିତ ଅଲିଭ ରିଡଲେ: ବେଆଇନ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ, ୧୦ ଗିରଫ

ରାଜନଗର (କେନ୍ୟୁଜ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରୁ ଜବତ ହେଲା ଟ୍ରଲର। ଗତକାଲି ବିଳମ୍ବିତ ରାତିରେ ଅଗରନାଶି ନିକଟରେ ବେଆଇନ ଭାବେ ମାଛ ମାରୁଥିବାବେଳେ ୨ଟି ଟ୍ରଲର ଜବତ। ସି କିଙ୍ଗ ଟ୍ରଲର ସହ ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି । ତେବେ ଅନ୍ୟ ଏକ ଟ୍ରଲରକୁ ବନବିଭାଗ…

ଗହିରମଥାରେ ସରିଲା ଅଲିଭ ରିଡଲେଙ୍କ ଅଣ୍ଡା ଦାନ ପ୍ରକ୍ରିୟା, ଅଣ୍ଡାକୁ ସୁରକ୍ଷା ଦେବାକୁ ୭୦ବନ କର୍ମଚାରୀ ନିୟୋଜିତ

ରାଜନଗର(କେନ୍ୟୁଜ୍): ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଶେଷ ହୋଇଛି ଅଲିଭ ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା। ଚଳିତ ବର୍ଷ ଗହିରମଥାରେ ୫ଲକ୍ଷ ୧ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା।…

ଗହିରମଥାରେ ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ

ରାଜନଗର(କେନ୍ୟୁଜ): ଅଲିଭି ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଆରମ୍ଭ ହୋଇଛି ଅଲିଭି ରିଡଲେଙ୍କ ସାମୁହିକ ଅଣ୍ଡା ଦାନ ପ୍ରକ୍ରିୟା । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଅଣ୍ଡାଦାନ କରିଛନ୍ତି । ସୁଦୂର ଜାଫନା ଉପକୂଳରୁ ଆସିଥିବା ଅଲିଭ ରିଡଲେ ଗତ ୨୫ତାରିଖ…

ଆଜିଠୁ ଭିତରକନିକା ଓ ଗହିରମଥାରେ ଡଲଫିନ୍ ଗଣନା ଆରମ୍ଭ, ସକାଳ ୬ରୁ ଦିନ ୧୨ଟା ଯାଏ ଚାଲିବ ପ୍ରକ୍ରିୟା

ରାଜନଗର(କେନ୍ଯୁଜ୍): ଭିତରକନିକା ଜାତୀୟ ଉଦ୍ୟାନ ଓ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ୩ଦିନ ଧରି ଅର୍ଥାତ ୧୮ତାରିଖ ପର୍ଯ୍ୟନ୍ତ ଚାଲିବ ଡଲଫିନ୍ ଗଣନା । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ଯରେ ଏବଂ ଭିତରକନିକା ମଧ୍ଯରେ ଥିବା ନଦୀ ନାଳ…

କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ଦେବାକୁ ବନ ବିଭାଗ ଗଠନ କରିଛି ୧୪ଟି…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହିରମଥାରେ ଅଲିଭ ରିଡେଲଙ୍କ ଅଣ୍ଡାଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଗତକାଲି ସକାଳ ସୁଦ୍ଧା ୭୮ ହଜାର କଇଁଛ ଅଣ୍ଡାଦାନ କରିଥିବା ସୂଚନା ମିଳିଛି। ନାଶି-୧, ନାଶି-୨ ଓ ଅଗରନାଶିରେ କଇଁଛ ଅଣ୍ଡାଦାନ କରିଛନ୍ତି। ମୁଖ୍ୟତଃ ନାଶୀ-୧ରେ ସମୂହ ଅଣ୍ଡାଦାନ ଦେଖିବାକୁ…

ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ

କେନ୍ୟୁଜ୍ : ସାମୁଦ୍ରିକ ଗହୀରମଥାରେ ଶେଷ ହୋଇଛି ବିରଳ ଅଲିଭ୍‌ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ। ଗତବର୍ଷ ତୁଳନାରେ ଚଳିତବର୍ଷ ୨ଲକ୍ଷ କମ୍‌ କଇଁଛ ଅଣ୍ଡାଦାନ କରିଛନ୍ତି। ୪ଲକ୍ଷ ୬୦ହଜାର କଇଁଛ ଅଣ୍ଡାଦାନ କରିବାକୁ ଗହୀରମଥା ଆସିଥିଲେ। ଫେବୃୟାରୀ ୨୬ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ୮ଦିନ…