Browsing Tag

gajapati

ଅଡ଼ବା ଥାନା ଭଙ୍ଗାରୁଜା ଏବଂ ପୋଲିସ ଉପରେ ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ମୋହନା (କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଭିତରେ ପଶି ପୋଲିସକୁ ମାଡ ମାରିବା ଓ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତ କୁ ଗିରଫ କରିଛି ପୋଲିସ । ଗିରଫ ଙ୍କ ମଧ୍ୟରେ ୫ ପୁରୁଷ ଓ ୨  ଜଣ ମହିଳା ଅଛନ୍ତି।  ଏନେଇ ମୋହନା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା…

ଗଜପତି ଜିଲ୍ଲାରୁ ନେଇ ଦିଲ୍ଲୀରେ ଯୁବତୀଙ୍କୁ ବିକ୍ରି, ଥାନାରେ ଅଭିଯୋଗ 

ମୋହନା(କେନ୍ୟୁଜ୍): ଜଣେ ଯୁବତୀଙ୍କୁ ଘରୁ ନେଇ ଦିଲ୍ଲୀରେ ବିକ୍ରି କରିବା ସହ ତାର ବିବାହ କରାଇଦେବା ଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମାଣିକପୁର ଗ୍ରାମରୁ, ଯୁବତୀ ଜଣକ ମାଣିକପୁର ଗ୍ରାମର ପଞ୍ଚୁ ଶବରଙ୍କ ଝିଅ ଶଶୀ ଶବର (୧୮) ବୋଲି ଜଣାପଡିଛି।  ପଞ୍ଚୁଙ୍କ ଅଭିଯୋଗ ପ୍ରକାରେ…

ଗଜପତି : କ୍ଲାସ ରୁମରୁ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ଯା ନା ହତ୍ଯା ତାହା ସ୍ପଷ୍ଟ ହୋଇନାହିଁ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣିପେଣ୍ଠ ଠାରେ ଥିବା ଘରୋଇ କରଣ ନର୍ସିଂ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଛାତ୍ରୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଗ୍ରାମର ଅଖିଳା ବେହେରା । ସେ ବିଏସସି ନର୍ସିଂ ପ୍ରଥମ ବର୍ଷରେ ପଢୁଥିଲେ…

ମୋହନା : ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡ଼ାବାନ୍ତି ରୋଗ, ସତର୍କ ଓ ସଚେତନ ହେବାକୁ ପରାମର୍ଶ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ମୋହନା ବ୍ଲକ ପି. ଗୋବିନ୍ଦପୁର ଗାଁରେ ବ୍ୟାପିଛି ଝାଡାବାନ୍ତି । ଆଜି ଗାଁର ୫ ଜଣ ଝାଡାବାନ୍ତିର ଶିକାର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଲିପି ନାୟକ ନାମକ ଜଣେ ୯ ବର୍ଷର…

ପାରଳାଖେମୁଣ୍ଡି : ଗଛରେ ଚଢ଼ି ପକ୍ଷୀଙ୍କୁ ଖାଇଗଲା ଅଜଣା ଜନ୍ତୁ

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବେବର୍ତ୍ତା ସାହିରେ ଅଜଣା ଜନ୍ତୁର ଆତଙ୍କ । ଗତକାଲି ବିଳମ୍ବିତ ରାତିରେ ଏଠରେ ଏକ ନିମଗଛରେ ଜନ୍ତୁଟି ଚଢ଼ି ଆତଙ୍କ ସୃଷ୍ଟି କରିଥିଲା । ଗଛରେ ଥିବା ପକ୍ଷୀଗୁଡିକୁ ମାରି ସେମାନଙ୍କ ମୁଣ୍ଡର ଦହି୍‌ ଖାଇବା ସହ ବାକି…

ଗଜପତିର ଶାବର ଶ୍ରୀକ୍ଷେତ୍ରର ବାହୁଡା ଯାତ୍ରା

ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗନ୍ନାଥଙ୍କ ଇତିହାସ ଯେତିକି ପୁରାତନ ସେତିକି ଗୁପ୍ତ । ଚଳିତ ମାସରେ ପ୍ରଭୁଙ୍କର ପାଳିତ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପୌରାଣିକ ସମ୍ପର୍କ ପୁରୀ ସହିତ ଜଡିତ ରହିଛି । ଜଗନ୍ନାଥ ସଂସ୍କୃତି…

ପାରଳାଖେମୁଣ୍ଡିରେ ଆଉ ଜଣେ ରାଜକୁମାରୀ, କହିଲେ ଏଇଠି ରହିବି ଓ ଲୋକଙ୍କ ସେବା କରିବି

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : ପ୍ରଥମଥର ପାଇଁ ପାରଳାଖେମୁଣ୍ଡି ଆସିଛନ୍ତି ସ୍ୱର୍ଗତ ମହାରାଜା ଗୋପୀନାଥ ଗଜପତିଙ୍କ ଭାଇବୋହୂ ଓ ଝିଆରୀ । ସେମାନେ ହେଉଛନ୍ତି ଗୋପୀନାଥ ଗଜପତିଙ୍କ ଭାଇ ସର୍ବଜ୍ଞ ଜଗନ୍ନାଥ ଗଜପତି ନାରାୟଣ ଦେବଙ୍କ ଧର୍ମପତ୍ନୀ ଓ ଝିଅ । ଗତକାଲି ଏଠାରେ ପହଞ୍ଚିବା ପରେ ଜଗନ୍ନାଥ…

ଗଜପତି ଜିଲ୍ଲା ଗୁମ୍ମା ଠାରେ ସମ୍ପନ୍ନ ହେଲା ମା ସିଦ୍ଧେଶ୍ୱରୀଙ୍କ ଯାତ୍ରା

ପ୍ରତ୍ୟେକ ଗ୍ରାମରେ ଗ୍ରାମଠାକୁରାଣୀ ରହିଥାନ୍ତି ଏବଂ ଗ୍ରାମ ଠାକୁରାଣୀଙ୍କୁ ଖୁସି କଲେ ଗ୍ରାମରେ ସବୁବେଳେ ମଙ୍ଗଳ ହେଉଥିବା ବିଶ୍ୱାସ ଆଜି ମଧ୍ୟ ଗାଁ ଗହଳିରେ ଦେଖିବାକୁ ମିଳେ । ସେଥି ପାଇଁ ତ ପୁରାତନ କାଳରୁ ପ୍ରତ୍ୟେକ ଗାଁ ରେ ଗ୍ରାମ ଦେବୀଙ୍କ ପର୍ବ ପାଳିବା ପରମ୍ପରା ରହିଛି । ଏମିତିରେ…

ଗଜପତି ପାରଳାଖେମୁଣ୍ଡିରେ ନିର୍ବାଚନୀ ହିଂସା: ଗୋଟିଏ ଦଳର ଏଜେଣ୍ଟଙ୍କୁ ଅନ୍ୟ ଦଳର ଏଜେଣ୍ଟ ମାଡ଼ ମାରିଥିବା ଅଭିଯୋଗ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ନିର୍ବାଚନୀ ହିଂସା। ପୌର ନିର୍ବାଚନ ପାଇଁ ଭୋଟ ଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଚାଲିଥିବା ବେଳେ ଗଣ୍ଡଗୋଳ। ଗୋଟିଏ ଦଳର ଏଜେଣ୍ଟଙ୍କୁ ଅନ୍ୟ ଦଳର ଏଜେଣ୍ଟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏକ ନଂ ୱାର୍ଡର ୩ନଂ ବୁଥରେ ଏଭଳି ସ୍ଥିତି…

ଗଜପତିରେ ପୌର ନିର୍ବାଚନ ସଜବାଜ: ପାରଳାଖେମୁଣ୍ଡି ପୌରପାଳିକା କାର୍ଯ୍ଯାଳୟରେ ପହଞ୍ଚିଲେ ପୁଲିଂ ଅଫିସର

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ପୌରପାଳିକା କାର୍ଯ୍ଯାଳରେ ପୁଲିଙ୍ଗ ପର୍ସନାଲ ପହଞ୍ଚି କାଲି ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ପରିଚାଳନା କରିବା ପାଇଁ ବିଭିନ୍ନ ସାମଗ୍ରୀ ସମେତ ନିଜକୁ ପଞ୍ଜୀକରଣ…

ଗଜପତି: ଶର୍ଦାପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ବିଳମ୍ବିତ ରାତିରେ ପ୍ରଚାର ସାରି ଫେରୁଥିଲା ବେଳେ ସରପଞ୍ଚ…

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଶର୍ଦାପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଶର୍ଦାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ବିଳମ୍ବିତ ରାତିରେ ପ୍ରଚାର ସାରି ଫେରୁଥିଲା ବେଳେ ଆକ୍ରମର ହୋଇଛି । ଗୁରୁତର ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରଥମେ…

ଗଜପତିର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ସମ୍ପତ୍ତି ବାଜ୍ୟାପ୍ତି କଲା ପୋଲିସ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର କୁଖ୍ୟାତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକର ଏକ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରିଛି ଗଜପତି ପୋଲିସ । ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର…