Browsing Tag

ganja seized

କୋରାପୁଟ ସେମିଳିଗୁଡ଼ାରେ ଏକ କୁଇଣ୍ଟାଲ ୭୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ଚାଲାଣ ବେଳେ, ମାଛକୁଣ୍ଡ ଲମତାପୁଟ ପୋଲିସ ଜବତ କରିଛି ଏକ କୁଇଣ୍ଟାଲ ୭୩ କେଜି ଗଞ୍ଜେଇ। ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ପିକ୍‌ଅପ୍‌କୁ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସାମୁଏଲ୍‌ ଦୁସୁରା ବାରିକ।…

ଭୁବନେଶ୍ୱର: ନୂଆ ଟେକନିକ୍‌ରେ ଗଞ୍ଜେଇ ଚାଲାଣ, କଦଳୀ କାନ୍ଧି ବୋଝେଇ ଗାଡିରୁ ହେଲା ଜବତ

ଭୁବନେଶ୍ୱର(କେନ୍ଯୁଜ୍): ଗଞ୍ଜେଇ ଚାଲାଣର ନୂଆ ଟେକନିକ୍‌। କଦଳୀ କାନ୍ଧିରେ ଗଞ୍ଜେଇ। ପୋଲିସ ନଜରରୁ ବର୍ତ୍ତିବା ପାଇଁ କଦଳୀ କାନ୍ଧି ବୋଝେଇ ଗାଡିରେ କୋଟି କୋଟି ଟଙ୍କାର ଗଞ୍ଜେଇ ପ୍ୟାକେଟ କରି ନିଆଯାଉଥିଲା। ବିଶାଖାପାଟଣାରୁ ଭୁବନେଶ୍ୱରକୁ ଏକ ଟ୍ରକ ଯୋଗେ କଦଳୀ ଆସୁଥିବାବେଳେ ସେଥିରେ ଗଞ୍ଜେଇ…

ଗଜପତି ଚୁଡଙ୍ଗପୁର ଗାଁ ନିକଟରେ ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ, ସମ୍ପୃକ୍ତ ୩ ଜଣକୁ ଗିରଫ କରିଛି ପୋଲିସ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଚୁଡଙ୍ଗପୁର ଗାଁ ନିକଟରେ ଗଂଜେଇ ଜବତ। ଗଂଜେଇ ଚୋରା ଚାଲାଣ ହେଉଥିବାବେଳେ ଚଢାଓ କରି କାର ସହ ୭୬ କେଜି ଗଂଜେଇ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଚୁଡଙ୍ଗପୁର ଗାଁର କିଶୋର ପରିଚ୍ଛା , ସଞ୍ଜୀବ ପରିଚ୍ଛା ଓ…

ବଲାଙ୍ଗିର: ବୋଲେରୋ ସହ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ବେପାରୀ ଓ ଡ୍ରାଇଭର ଫେରାର

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବୋଲେରୋ ସହ ଗଞ୍ଜେଇ ଜବତ। ଗାଡ଼ି ସହ ଦୁଇ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ବଲାଙ୍ଗିର ପୋଲିସ । ବୋଲେରୋକୁ ପୋଲିସ ପିଛା କରିବା ପରେ ବଲାଙ୍ଗିର ଟାଉନରେ ଗାଡିକୁ ଛାଡି ଗଂଜେଇ ବେପାରୀ ଓ ଡ୍ରାଇଭର ଫେରାର ହୋଇଯାଇଥିଲେ। ବଲାଙ୍ଗିର ଆଠଗାଁ ରାସ୍ତାରେ ପୋଲିସ…

କଟକରୁ ଜବତ ହେଲା ୧୩୧ କେଜି ଗଞ୍ଜେଇ, ୪ ଜଣଙ୍କୁ ଗିରଫ କଲା ଫ୍ଲାଇଙ୍ଗ ସ୍କ୍ବାର୍ଡ

କଟକ(କେନ୍ୟୁଜ୍): କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ୧୩୧ କେଜି ଗଞ୍ଜେଇ ଜବତ ସହ ୪ ଜଣକ ଗିରଫ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ। ଜବତ ଗଞ୍ଜେଇର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି କିହିଛନ୍ତି ଗୁଇନ୍ଦା ନିରୀକ୍ଷକ ଜଗଦିଶ୍ ଚନ୍ଦ୍ର ସାମଲ। ସୂଚନା ମୁତାବକ କୋରାପୁଟରୁ ଗଞ୍ଜେଇ ଏକ…

କୋରାପୁଟ: ପଟ୍ଟାଙ୍ଗି ପୋଲିସ ଦ୍ବାରା ଗଂଜେଇ ଜବତ, ମାରୁତି ଏଟ୍ରିକା କାର ସହ ୨ ଅଟକ

କୋରାପୁଟ(କେନ୍ୟୁଜ୍): ପଟାଙ୍ଗି ଗଣେଶ ମନ୍ଦିର ନିକଟରେ ଯାନ ବାହନ ଯାଞ୍ଚ ସମୟରେ ଏକ ଏଟିକା କାରରେ ୨୭କେଜି୭୦୦ଗ୍ରାମ ଗଞ୍ଜେଇ ଜବତ  କରାଯାଇଛି।  କାର ନଂOD10L5721କୁ ଯାଞ୍ଚ କରିବା ସମୟରେ ଏକ ନାଲି ରଙ୍ଗର ଏୟାର ବ୍ୟାଗରେ ତିନୋଟି ବଣ୍ଡଲ ଏବଂ କଳା ରଙ୍ଗର ଏୟାର ବ୍ୟାଗରେ ଚାରି ବଣ୍ଡଲ…

ଟିଟିଲାଗଡ଼ ଜିଆରପି ପୋଲିସକୁ ସଫଳତା, କୋରାପୁଟରୁ ରାଞ୍ଚିକୁ ଗଞ୍ଜେଇ ଚୋରା ଚାଲାଣବେଳେ ୩ଗିରଫ

ଟିଟିଲାଗଡ଼: ଟିଟିଲାଗଡ଼ ଜିଆରପି ପୋଲିସକୁ ସଫଳତା । କୋରାପୁଟରୁ ରାଞ୍ଚିକୁ ଚୋରା ଚାଲାଣବେଳେ ୩୯ କେଜି ଗଞ୍ଜେଇ ଜବତ । ଏହାସହ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍। ଆଜି ସକାଳୁ ବଲାଙ୍ଗିର ରେଳ ଷ୍ଟେସନର ମୁଣ୍ଡ ଅଞ୍ଚଳରେ ତିନିଜଣ ଯୁବକଙ୍କୁ ଦେଖିବାକୁ ମିଳିଥିଲା ।…

ଗିଫ୍ଟ ଦୋକାନରେ ଯୁବକ ବିକୁଥିଲେ ଗଞ୍ଜେଇ, ଚଢାଉ କଲା ଯାଜପୁର ଟାଉନ ପୋଲିସ 

ଯାଜପୁର ଟାଉନ(କେନ୍ୟୁଜ୍): ମଦ୍ୟପାନ କରି ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରାଯିବା ପରେ ଏବେ ଯାଜପୁରରେ ଗଂଜେଇ ବ୍ୟବସାୟ ବଢ଼ିଥିବା ଜଣାପଡିଛି । ସେଥିପାଇଁ ବିଭିନ୍ନ ନାମଦାମି ଦେକାନରେ ମଧ୍ୟ ଗଂଜେଇ ମିଳୁଥିବା ଦେଖିବାକୁ ମିଳିଛି । ଯାଜପୁର ଟାଉନଥାନା ଅନ୍ତର୍ଗତ ଚିତାଳୋ କଲେଜଛକ…

ଯାଜପୁର: କାର ଭିତରୁ ୩୧କେଜି ଗଞ୍ଜେଇ ଜବତ, ୨ଜଣକୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର ଟାଉନ(କେନ୍ୟୁଜ୍): କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଂଜେଇ ଜବତ ହୋଇଥିବା ବେଳେ ସଂପୃକ୍ତ ୨ଜଣକୁ ଗିରଫ କରିଛି ଅବକାରୀ ବିଭାଗ । କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଯାଜପୁର ଜିଲ୍ଲା ୧୬ନଂଜାତୀୟ…

ସୁନ୍ଦରଗଡ଼: ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଜଣଙ୍କୁ ଗିରଫ କରିବା ସହ ୨୯ ହଜାର ଟଙ୍କା ଓ ୪ ଟି ମୋବାଇଲ୍‌ ଜବତ

ସୁନ୍ଦରଗଡ଼: ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ। ସୁନ୍ଦରଗଡ଼ ଟାଉନ୍‌ ପୋଲିସ ଗତ ରାତିରେ ଏକ ଟ୍ରକରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ, ୩ ଜଣଙ୍କୁ ଗିରଫ କରିଛି। ସମ୍ବଲପୁରରୁ ଆସୁଥିବା ଏକ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୁନ୍ଦରଗଡ଼ ଏସ୍‌ପି ଖବର ପାଇବା ପରେ ଚଢାଉ ପାଇଁ…

ଫୁଲବାଣୀରୁ ରାଇପୁରକୁ ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର(କେନ୍ୟୁଜ୍): ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ।  ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲା ପାଇକମାଳର ପିଙ୍କୁ ସାହୁ, ଜଗଦୀଶ ପ୍ରଧାନ, ବଳଭଦ୍ର ବିଶ୍ୱାଳ ଓ ଧୀର ଚରଣ ସାହୁ। ଏମାନେ ଫୁଲବାଣୀରୁ ରାଇପୁରକୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ…

ବ୍ରହ୍ମପୁର : ଚୋରା ଚାଲାଣ ବେଳେ ରେଳ ଷ୍ଟେସନରୁ ୩୪ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର (କେନ୍ୟୁଜ୍) : ବେଆଇନ ଭାବେ ଚୋରା ଗଞ୍ଜେଇ ଚାଲାଣ ବେଳେ ପୋଲିସ ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ୱର ପ୍ଲାଟଫର୍ମରୁ ତିନିଟି ଟ୍ରଲି ବ୍ୟାଗରେ ଥିବା ୩୪ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଦୁଇ ଜଣ ଯୁବକକୁ ଗିରଫ କରିଛି ପୋଲିସ । ଗିରଫ ଦୁଇଜଣ ଯୁବକ ହେଲେ ଗଞ୍ଜାମ…