Browsing Tag

ganja seized

ଆମ୍ବୁଲାନ୍ସରୁ ୯୪ କେଜିର ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ(କେନ୍ୟୁଜ୍‌) : ଏକ ଘରୋଇ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ୍‌ । ଏଥିରେ ୨ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗାଁର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।…

ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ, ୨ଗିରଫ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଦ୍ୱାରା କାର ସହ ଗଞ୍ଜେଇ ଜବତ। ୨ଜଣ ଗିରଫ। ସୂଚନା ମୁତାବକ, ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ଚଣ୍ଡିଖୋଲ ନିକଟରୁ ଏକ କାରରୁ ଏହି ଗଞ୍ଜେଇକୁ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୭କିଲୋରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି।…

କୋରାପୁଟ: ଆନ୍ଧ୍ର ସୀମାନ୍ତରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଫେରାର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଳ୍ଲା ଆନ୍ଧ୍ର ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ଏକ କାରରେ ୟୁପି ଚାଲାଣ କରାଯାଉଥିବାବେଳେ ବଡ଼କିଚବ ନଦୀଘାଟରୁ ଜବତ ହୋଇଛି ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ ବୋଲି…

ମହିଳାଙ୍କ ନିକଟରୁ ଦେଢ଼ ଲକ୍ଷ ଟଙ୍କାର ଭାଙ୍ଗ ଜବତ

ଯାଜପୁର ଟାଉନ(କେନ୍ୟୁଜ୍): ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ। ଯାଜପୁର ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ପକ୍ଷରୁ ଯାଜପୁର ରୋଡ଼ ରେଳ ଷ୍ଟେସନ ଅଂଚଳରୁ ଜଣେ ମହିଳାଙ୍କ ନିକଟରୁ ଦେଢ଼ କୁଇଣ୍ଟାଲ ଭାଙ୍ଗ ଜବତ କରାଯାଇଛି। ଜବତ ଭାଙ୍ଗର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି…

ଯାଜପୁର: ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଛତିଆ ବିଟ ହାଉସ ପୋଲିସ ଦ୍ୱାରା କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ୧୬ନଂ ଜାତୀୟ ରାଜପଥର ଛତିଆ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାରରୁ ଜବତ ହୋଇଛି ପ୍ୟାକେଟ ପ୍ୟାକେଟ ଗଞ୍ଜେଇ। ଜବତ ଗଞ୍ଜେଇର ପରିମାଣ ୧କୁଇଣ୍ଟାଲ ୨୫କେଜି ହେବ ବୋଲି ଆକଳନ…

ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ କମାଣ୍ଡର ଜିପରୁ ୨୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର

କୋରାପୁଟ(କେନ୍ୟୁଜ୍): ପୁଣି ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଜଲାପୁଟ ରୁ ଆନ୍ଧ୍ରପ୍ରଦେଶ କୁ ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଛି ମାଛକୁଣ୍ଡ  ଲମତାପୁଟ ପୋଲିସ । ନନ୍ଦପୁର ଏସଡିପିଓଙ୍କ ନେତୃତ୍ଵରେ ଲମତାପୁଟ ପୋଲସ୍ ସଗର ଗ୍ରାମ ଛକ ନିକଟରେ ନାକା ବନ୍ଦୀ କରି ଜଗିରହିଥିଲା । ଖବର ମୁତାବାକ…

ସିନେମାର ସବୁ ବୁଦ୍ଧି ପ୍ରୟୋଗ କରିଦେଲେ: ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ବେଳେ ଧରିଲା ପୋଲିସ

କଟକ(କେନ୍ୟୁଜ୍):ସିନେମା ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଲା ଜବତ। କଟକ ଓ ଏମ୍ ପି ଛକ ନିକଟରୁ  ଜବତ ହୋଇଛି। ପାଖାପାଖି ୬୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଇଖତିସାର ଅନସାରି ଓ ସୁରଜ କୁମାରକୁ…

ଜଙ୍ଗଲ ଭିତରେ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଚଢାଉ, ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ୟୁଜ): ପାଡୁଆ ପୋଲିସକୁ ବଡ ସଫଳତା । ଗଚ୍ଛିତ ରଖାଯାଇଥିବା ଗଞ୍ଜେଇ ଉପରେ ଚଢାଉ କରୁଛି ପୋଲିସ୍ । ବିଶେଷ ସୂତ୍ରରୁ ଖବର ପାଇ ନନ୍ଦପୁର SDPOଙ୍କ ନେତୃତ୍ଵରେ ପାଡୁଆ ପୋଲିସ୍ ଖୁଡ଼ା ଜଳପ୍ରପାତ ନିକଟ ଜଙ୍ଗଲରେ ୩ଘଣ୍ଟାର ଅପରେସନ କରିଥିଲା । ଜଳପ୍ରପାତ ନିକଟ ଜଙ୍ଗଲରେ ବିପୁଳ…

୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ, ଜଣେ ଗିରଫ

ଗୁଣୁପୁର(କେନ୍ୟୁଜ୍‌): ପଦ୍ମପୁର ପୋଲିସ୍ ଦ୍ବାରା ଗଞ୍ଜେଇ ବୋଝେଇ ପିକଅପ ଭ୍ଯାନ୍ ଜବତ। ସୂଚନା ମୁତାବକ, କେନ୍ଦୁଗୁଡା ଫାଣ୍ଡି ନିକଟରେ ନାକା ତଦନ୍ତ ଲାଗିଥିବା ବେଳେ ଏକ ବୋଲେର ପିକଅଫ ଭ୍ଯାନଟି ପୋଲିସକୁ ଦେଖି ଦୃତଗତିରେ ଗାଡ଼ି ଚଳାଇ ଥିଲା । ଯାହାକୁ ଦେଖି ପଦ୍ମପୁର ଥାନା ଆଇଆଇସି ସୁଶାନ୍ତ…

ଗଞ୍ଜେଇ ଚାଲାଣରେ ଜନପ୍ରତିନିଧି, ସମିତି ସଭ୍ୟଙ୍କୁ ଗିରଫ କଲା ଅଡବା ପୋଲିସ

ମୋହନା(କେନ୍ୟୁଜ୍):  ଗଜପତିରେ ଥମୁନି ଚୋରା ଗଞ୍ଜେଇ କାରବାର । ଦିନ ପ୍ରତିଦିନ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇଚାଲିଥିବା ବେଳେ ଆଜି ଗଞ୍ଜେଇ ଚୋରାଚାଲାଣ ବେଳେ ଜଣେ ସମିତିସଭ୍ୟକୁ ଗିରଫ କରିଛି ଅଡବା ପୋଲିସ । ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ହାତେ ଧରାପଡିଲେ ସମିତିସଭ୍ୟ । ତାହା ବି…

ଲୁଣ ବୋଝେଇ ଟ୍ରକରେ ଚୋରା ଚାଲାଣ: ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ୍‌): ୫ କୋଟି ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ । ଟ୍ରକରେ ଲୁଣ ବସ୍ତା ରଖି ଛତିଶଗଡକୁ ଚାଲାଣ କରାଯାଉଥିବାବେଳେ ଲମତାପୁଟ ପୋଲିସ୍ ଧରିବାରେ ସଫଳ ହୋଇଛି। ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ଲମତାପୁଟ ପଲିସ୍ । ୫ ଟନ ଗଞ୍ଜେଇ…

ଅଭିନବ ଉପାୟରେ ଚୋରା ଚାଲାଣ: କୀଟନାଶକ ଔଷଧ ଟ୍ରକରୁ ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଗୁଣପୁର(କେନ୍ୟୁଜ୍‌): ରାୟଗଡ଼ା ଜିଲ୍ଲା ପଦ୍ମପୁର ପୋଲିସକୁ ସଫଳତା। ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ କୀଟନାଶକ ଔଷଧ ବୋଝେଇ ଟ୍ରକରୁ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ। ୩୨୬ ନମ୍ବର ଜାତୀୟ ରାଜପଥର ମାର୍ଦିଗୁଡା ଛକ ନିକଟରେ ପଦ୍ମପୁର ପୋଲିସର ଚଢାଉ ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ଏହି…