Below header
Browsing Tag

ganja seized

ମାଛକୁଣ୍ଡ ପୋଲିସ୍ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ(କେନ୍ୟୁଜ୍‌): ଗଞ୍ଜେଇ  ଧରପଗଢକୁ ଯୋରଦାର କରିଛି ଲମତାପୁଟ ଓ ମାଛକୁଣ୍ଡ ପୋଲିସ୍ । ସୁରୁମି ଠାରୁ ହରିୟାନା ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବାବେଳେ ମାଛକୁଣ୍ଡ ପୋଲିସ ଦ୍ବାରା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହାସହ ଗୋଟିଏ କାର ସହ ୨ଜଣ ଯୁବକଙ୍କୁ ଗିରଫ କରାଯାଇଛି । ସୁରୁମି…

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣକୁ ରେଡ୍‌ ବେଳେ ଆକ୍ରମଣର ଶିକାର ହେଲା ପୋଲିସ

କୋରାପୁଟ(କେନ୍ୟୁଜ୍): ରେଡ୍‌ ବେଳେ ଆକକ୍ରମଣର ଶିକାର ହେଲା ପୋଲିସ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ମାଟିଖାଲ୍‌ ଗାଁରେ । ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ରାତିଅଧରେ ମାଲକାନଗିରି ପୋଲିସ ରେଡ୍‌ ପାଇଁ ଯିବା ସମୟରେ ଆକ୍ରମଣ ଶିକାର ହୋଇଛି । ଗାଁ ଲୋକଙ୍କ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି…

ଗଞ୍ଜାମ ପଳାସପୁର ଗାଁରେ ଏକ ଘରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ, ଜଣେ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ପଳାସପୁର ଗାଁ ରେ ଏକ ଘରୁ ଜବତ ହେଲା ୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ। ସମ୍ପୃକ୍ତିରେ ପାଟପୁର ଗାଁର ପୁରୁଷୋତ୍ତମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୧୦ଲକ୍ଷ ଟଙ୍କା ହେବ ବୋଲି ସୂଚନା…

ସମ୍ବଲପୁର ଶାସନ ଥାନା ପୋଲିସ୍ ଦ୍ବାରା ୪କ୍ବିଣ୍ଟାଲ ୧୧ କେଜି ଗଞ୍ଜେଇ ଜବତ, ୭ ଅନ୍ତରାଜ୍ଯ ଚୋରାଚାଲାଣକାରୀଙ୍କୁ ଗିରଫ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଶାସନ ଥାନା ପୋଲିସ ଦ୍ବାରା ବ୍ଯାପକ ପରିମାଣର ଗଞ୍ଜେଇ ଜବତ। ୪କ୍ବିଣ୍ଟାଲ ୧୧ କେଜି ଗଞ୍ଜେଇ ଜବତ କରିଛି ଶାସନ ଥାନା ପୋଲିସ୍। ତେବେ ଏହି ଗଞ୍ଜେଇକୁ ବେଆଇନ ଚାଲାଣ କରୁଥିବା ଅଭିଯୋଗରେ ୭ ଅନ୍ତରାଜ୍ଯ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ୍। ଗିରଫ…

ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ, ୪୧୩ କିଲୋ ଗଞ୍ଜେଇ ସହ ବନ୍ଧୁକ ଜବତ

ଭଞ୍ଜନଗର(କେନ୍ୟୁଜ୍): ଏକ ପେଷାଦାର ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ କରି ବଡଧରଣର ସଫଳତା ପାଇଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ । ୪୧୩ କିଲୋ ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ , ୪ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଟ୍ରକ୍ , ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ୩ଟି ମୋଟରସାଇକେଲ ଜବତ…

କଟକ: ତ୍ରିଶୂଳିଆ ନିକଟରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

କଟକ(କେନ୍ୟୁଜ୍):  କଟକ ସହରର ଆଖପାଖ ଅଞ୍ଚଳରୁ ୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ । ତ୍ରିଶୂଳିଆ ନିକଟରୁ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ଵାଡ଼ ଅଢେଇ କୁଇଣ୍ଟାଲ ଗଞ୍ଜେଇ ସହ ଏକ ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ଦୁଇ ଜଣ,…

ଗଞ୍ଜାମ ଜ଼ିଲ୍ଲା ସୀମାନ୍ତରୁ ଅଟୋ ସହ ଗଞ୍ଜେଇ ଜବତ, ଚାରି ଗିରଫ

ମୋହନା(କେନ୍ୟୁଜ୍): ଗଜପତି - ଗଞ୍ଜାମ ଜ଼ିଲ୍ଲା ସୀମାନ୍ତ କନ୍ଧଗଣି ଛକ ନିକଟରୁ ଏକ ଅଟୋ ନଂ OD 07 AF 2874 ରୁ 81 କେଜି ଗଞ୍ଜେଇ ଜବତ କରିଛି ମୋହନା ପୋଲିସ । ମୋହନା ଥାନା ଏସ୍. ଆଇ ଜୋଛନା ରାୟ ପୋଲିସ କର୍ମଚାରୀ ଙ୍କ ସହ ପେଟ୍ରୋଲିଙ୍ଗ କରିବା ବେଳେ ସନ୍ଦେହ ଜନକ ଅବସ୍ଥା ରେ ଅଟୋ ଟିକୁ…

କୋରାପୁଟ: ୫୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ୍): ପୁଣି କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ସଫଳତା । ୫୪ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଜଣେ ମାଫିଆ ଗିରଫ । ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲଣର ଖବରପାଇ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲା ପୋଲିସ । ନନ୍ଦପୁର ଏସଡ଼ିପିଓଙ୍କ ନେତୃତ୍ୱରେ ପୋଲିସ ଦ୍ରୁତଗତିରେ…

କନ୍ଧମାଳ ରାଜାଡି ଗ୍ରାମରୁ ଚୋରାଚଲାଣ ବେଳେ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ(କେନ୍ଯୁଜ୍): ଗଞ୍ଜେଇ ଚୋରାଚଲାଣ ବେଳେ ଚଢାଉ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ରାଜାଡି ଗ୍ରାମରେ। ଏହି ଗ୍ରାମରୁ ବେଆଇନ୍ ଗଞ୍ଜେଇ ବାହାରକୁ ଚୋରାଚଲାଣ ହେଉଥିବା ଖବର ଶୁଣି ଗୋଛାପଡା ଥାନାଧିକାରୀ ଘଟଣାସ୍ଥଳରେ ପହଁଚି ସେଠାରେ ଚଢାଉ କରିଥିଲେ। ଏହି…

୮ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଚୋରା ଦେଶୀ ମଦ ଜବତ, ୪ ବେପାରୀ ଗିରଫ

ଜଳେଶ୍ବର(କେନ୍ଯୁଜ୍): କଟକ ଅବକାରୀ ଗୁଇନ୍ଦା ବିଭାଗ ଏବଂ ଜଳେଶ୍ବର ଅବକାରୀ ବିଭାଗ ର ମିଳିତ ଚଢଉ । ୮୦ କେଜି ଗଞ୍ଜେଇ ସମେତ ୬୮୦ ଲିଟର ଚୋରା ଦେଶୀ ମଦ ଜବତ। ଏହା ସହ ୪ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ଟି କାର ଏବଂ ଗୋଟିଏ ବାଇକ ଜବତ କରିଛି ଅବକାରୀ ବିଭାଗ। ଜବତ…

ଗଞ୍ଜେଇ ଗଡ଼ ଗଜପତିରୁ ପୁଣି ବିପୁଳ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଅଡବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁଲୁବା ଗ୍ରାମ ନିକଟସ୍ଥ ଦୁର୍ଗମ ବାର୍ଲାଗୁଡା ଗ୍ରାମରେ ଚଢ଼ାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ସୂଚନା ପ୍ରକାରେ ଉକ୍ତ ଗ୍ରାମର ତିଲେଶ୍ୱର ନାୟକ ନାମକ ଜଣେ ବ୍ୟକ୍ତି ଗଞ୍ଜେଇ କାରବାର କରୁଥିବା ସୂଚନା ପାଇ…

ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା: ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ କଲା ଗିରଫ

ସୁନ୍ଦରଗଡ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଆଜି ଭୋର ସମୟରେ ରାଜ୍ୟ ରାଜ ପଥ ୧୦ ରାଜଗାଙ୍ଗପୁର ଜାମପାଲି ଛକ ଠାରେ ପୋଲିସ ଦଳ ଚଢଉ କରି ଏକ…