Below header
Browsing Tag

ganja seized

ରାଜଗାଙ୍ଗପୁର ପୋଲିସକୁ ବଡ଼ ସଫଳତା: ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୫ଜଣଙ୍କୁ କଲା ଗିରଫ

ସୁନ୍ଦରଗଡ(କେନ୍ଯୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୋଲିସର ବଡ଼ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଆଜି ଭୋର ସମୟରେ ରାଜ୍ୟ ରାଜ ପଥ ୧୦ ରାଜଗାଙ୍ଗପୁର ଜାମପାଲି ଛକ ଠାରେ ପୋଲିସ ଦଳ ଚଢଉ କରି ଏକ…

ବାଇକ୍ ସହ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ କଲା ଅଡ଼ବା ପୋଲିସ୍

ମୋହନା(କେନ୍ଯୁଜ୍): ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା…

୭୦ କେଜି ଗଞ୍ଜେଇ ସହ ୨ ଜଣ ଗିରଫ, ଦାମିକା କାର୍ ଜବତ

ଗୁଣପୁର(କେନ୍ଯୁଜ୍): ଗଞ୍ଜେଇ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ଦ୍ୱାରା ୨ ଗିରଫ । ପୋଲିସ ସୂଚନା ଅନୁଯାୟୀ ପଦ୍ମପୁର ପୋଲିସ କେନ୍ଦୁଗୁଡା ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାରକୁ ତନଖି କରି ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ପରେ ଅଧିକ ତଦନ୍ତ ବେଳେ ଜଣା ଗଲାକି ଗାଡିଟି…

କୋରାପୁଟ ପୋଲିସ୍ ଦ୍ଵାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ପିକଅପ ଗାଡି ସହ ୨ ଗିରଫ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ବଡ ସଫଳତା । ପାଡୁଆ ପୋଲିସ ଦ୍ଵାରା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ରାଇସିଂ ଗ୍ରାମ ନିକଟରୁ ପିକଅପ ଗାଡି ସହ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରକୁ ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।…

୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗଞ୍ଜେଇ ମାଫିଆ ଗିରଫ

କୋରାପୁଟ(କେନ୍ୟୁଜ) : ପୁଣି ମାଛକୁଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା। ଲମତାପୁଟ ବ୍ଲକ ଜଲାପୁଟରୁ ଛତିଶଗଡକୁ ଗଞେଇ ଚୋରା ଚାଲାଣ ବେଳେ ପୋଲିସ ଧରିବାରେ ସଫଳ ହୋଇଛି ୨ ଅଭିଯୁକ୍ତଙ୍କୁ। ଟୀଜାପୁଟ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ବେଳେ ଗଞ୍ଜେଇ ବୋଝେଇ ପିକ୍ଅପ ଗାଡିଟିମକୁ ଜବତ କରିଛି ପୋଲିସ…

ମନମୁଣ୍ଡା ପୋଲିସର ଚଢଉ: ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ(କେନ୍ଯୁଜ୍): ଗଞ୍ଜେଇ ନଷ୍ଟ ଅଭିଯାନ । ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପୋଲିସ । ଜିଲ୍ଲାର ଶଗଡା ଫାଣ୍ଡି ଆଙ୍କୁନ ଓ ଗନ୍ସନଗୁଡି ଜଙ୍ଗଲ, ପତିତ ଜଙ୍ଗଲରେ ପ୍ରାୟ ୧୬୬ ପରିମିତି ଏକରରେ ଗଞ୍ଜେଇ ଚାଷ କରାଯାଇଥିଲା । ଯାହାର ଆନୁମାନିକ…

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ: ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

କନ୍ଧମାଳ(କେନ୍ଯୁଜ୍): ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢଉ । ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଓ କାଟାପାଙ୍ଗା ସ୍ଥିତ ଜଙ୍ଗଲରେ ଚଢଉ କରାଯାଇଥିଲା । ଜଙ୍ଗଲର ୧୪୭ ଏକର ଜମିରେ ଚାଷ…

କନ୍ଧମାଳ ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚାଲାଣବେଳେ କାବୁ କଲା ପୋଲିସ୍, ୨ ଗିରଫ

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସୁରୁକୁଇ ଘାଟି ଦେଇ ବେଆଇନ୍‌ ଗଞ୍ଜେଇ ଚୋରାଚାଲାଣବେଳେ ପର୍ଦାଫାଶ୍ ।  ଭୁବନେଶ୍ୱରକୁ ଚୋରାଚାଲାଣ ହେଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇଥିଲା ଫିରିଙ୍ଗିଆ ପୋଲିସ୍ । ପୂର୍ବ ସୁଚନା ମୁତାବକ ସୁରୁକୁଇ ଘାଟି ନିକଟରେ ଏକ ଗାଡିକୁ…

ଦୁଇ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ କୁଖ୍ୟାତ ମାଫିଆ ଗିରଫ

କୋରାପୁଟ(କେନ୍ଯୁଜ୍): ୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ । ୨ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଅଞ୍ଚଳର ନାଗେଶ୍ଵର ଜାମ୍ପୁରାଇ ଓ ତାର ସହଯୋଗୀ ସୁରେଶ । ୨ମାଫିଆ ଅଭିନବ ଉପାୟରେ ଏକ ପିଅକପ ଭ୍ୟାନ୍‌ରେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ…

ପୁଣି କୋରାପୁଟରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ।  ମିଳିଥିବା ଖବର ମୁତାବକ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲେଲ ଗାଁର ଏକ ନିର୍ମାଣାଧୀନ ଘର ଭିତରୁ ପ୍ରାୟ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଓ…

ବସରେ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା କୁଆଖିଆ ପୋଲିସ: ୧୩କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା କୁଆଖିଆ ଥାନା ପୋଲିସ ଦ୍ଵାରା ୧୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ। ଏଥିସହ ନଗଦ ୧୯ ହଜାର ୩୧୦ଟଙ୍କା ଓ ୨ ଗୋଟି ମୋବାଇଲ ଫୋନ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ବଡମ୍ବା ଥାନା…

ମାଛକୁଣ୍ଡ ପୋଲିସ୍ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହା ସହିତ ଗଞ୍ଜେଇ ବୋଝେଇ ଏକ ବୋଲେରୋ ଗାଡି ମଧ୍ଯ ଜବତ କରାଯାଇଛି। ପୋଲିସକୁ ଚକମା ଦେଇ ଡ୍ରାଇଭର ସହ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ସଗର ଛକ…