Browsing Tag

ganjam

ସ୍ୱପ୍ନାଦେଶ ହେଲା ସତ: ଆପେ ବିରାଜିଲେ ଗଞ୍ଜାମ ଜିଲ୍ଲା ରତ୍ନମଣିପୁର ଗାଁରେ ଗ୍ରାମ ଦେବତୀ

ପ୍ରତି ଗାଁରେ ରହିଛି ଗ୍ରାମଦେବୀଙ୍କ ମନ୍ଦିର। ସେହିପରି ଏକ ଗ୍ରାମ ଦେବତୀଙ୍କ ମନ୍ଦିର ରହିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରତ୍ନମଣିପୁର ଗାଁରେ। ଏଠାରେ ମା' ସବୁ ଗାଁ ଲୋକଙ୍କ ଦୁଃଖ ଦୂର କରିଥାନ୍ତି ଅବିଳମ୍ବେ। ମା'ଙ୍କ ନିକଟରେ ଯିଏ ଯାହା ପ୍ରାର୍ଥନା କରେ, ମା' ତାହା ପୂରଣ…

କରୋନା କଟକଣା ମଧ୍ୟରେ ଉଦଯାପିତ ହୋଇଛି ଗଞ୍ଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା

ଗଞ୍ଜାମ ଜିଲ୍ଲାର ସର୍ବପୁରାତନ ଲୋକସଙ୍ଗୀତ ତଥା ଲୋକନୃତ୍ୟ କହିଲେ ଦଣ୍ଡଯାତ୍ରାକୁ ବୁଝାଏ। ପଣସଂକ୍ରାନ୍ତିର ୨୧ଦିନ କିମ୍ବା ୧୮ ଦିନ କିମ୍ବା ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ନିଜ ଅଞ୍ଚଳରେ ଥିବା କାଳୀ ମନ୍ଦିରକୁ ଯାଇଥାନ୍ତି । ଏହି ପବିତ୍ର ଦିନରେ କାଳୀ ଓ ଶିବଙ୍କୁ ଏକତ୍ର ପୂଜା…

ଗଞ୍ଜାମର ଦଣ୍ଡନାଚ ପରମ୍ପରା, ଅନେକ ସ୍ୱାତନ୍ତ୍ର୍ୟ ରହିଛି ଏହି ଐତିହାସିକ ଯାତ୍ରାର

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାର ଐତିହାସିକ ଓ ଆଧ୍ୟାତ୍ମିକ ଲୋକ ନୃତ୍ୟ କହିଲେ ଦଣ୍ଡନାଚକୁ ବୁଝାଇଥାଏ। ପ୍ରତି ବର୍ଷ ବିଷୁବ ସଂକ୍ରାନ୍ତିର ୨୧, ୧୮ କିମ୍ବା ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ପାଟଭୁକ୍ତାଙ୍କ ନେତୃତ୍ୱରେ ଦଳ ଦଳ ହୋଇ ବାହାରିଥାନ୍ତି ଏହି ନାଚରେ। ଗେରୁଆ…

ଗଞ୍ଜାମ: ରଙ୍ଗୁଣୀ ଛକରେ ବାଇକୁ ପିଟିଲା ଟିପର, ବାଇକ ଆରୋହୀର ମୃତ୍ୟୁ ପରେ ଟିପର୍‌ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ…

ଗଞ୍ଜାମ(କେନ୍ୟୁଜ୍): ଟିପର୍‌ ଡ୍ରାଇଭରଙ୍କୁ ପିଟିପିଟି ମାରିଦେଲେ ଉତ୍ତ୍ୟେକ୍ତ ଲୋକେ । ଗଞ୍ଜାମ ପାଟପୁର ଥାନା ଡେଙ୍ଗାଡି ରଙ୍ଗୁଣୀ ଛକରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ଣରେ ଟିପର୍‌ ଖଲିଙ୍ଗିରୁ ଯାଉଥିବା ବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ…

କଙ୍ଗାରୁ କୋର୍ଟରେ ଜଣେ ଯୁବକ ଓ ଯୁବତୀଙ୍କୁ ଚପଲ ମାଳ ପିନ୍ଧାଇ ଗାଁରେ ବୁଲାଇବା ପଡିଲା ମହଙ୍ଗା, ୫ ଗିରଫ

ଗଞ୍ଜାମ: କଙ୍ଗାରୁ କୋର୍ଟରେ ଜଣେ ଯୁବତୀ ଓ ଯୁବକଙ୍କୁ ଚପଲ ମାଳା ପିନ୍ଧାଇ ଗାଁ ବୁଲାଇବା ଘଟଣାରେ ୫ ଗିରଫ । ଗଞ୍ଜାମ ଜିଲ୍ଲା ବଡଗଡ ଥାନା ଶରାବାଡି ପଞ୍ଚାୟତ କାଳିଆପଲ୍ଲୀ ଗାଁର ଘଟଣା । ଗତ ମହିଳା ଦିବସରେ ଗାଁର ଜଣେ ବିବାହିତ ଯୁବକଙ୍କ ସେହି ଗାଁର ଅନ୍ୟଜଣେ ମହିଳାଙ୍କ ସହ ସମ୍ପର୍କ ଥିବା…

ଗଞ୍ଜାମ ହୁମା କେଉଟ ସାହିରେ ଯୁବକଙ୍କୁ ପିଟି ପିଟି ହତ୍ଯା, ମୃତଦେହ ନିକଟରୁ କାଠ ଫାଳିଆ ଓ ଇଟା ଜବତ

ବ୍ରହ୍ମପୁର: ଯୁବକଙ୍କୁ ପିଟି ପିଟି ମାରିଦେଲେ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ହୁମା କେଉଟ ସାହିରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହୁମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ। ଗତକାଲି ରାତିରେ ଦଣ୍ଡପାଣି ଘରୁ ବାହାରକୁ ଯାଇ ଆଉ…

ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନିଜ ଲେଖନୀରୁ ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନନ୍ଦକିଶୋର

ସେ ଜଣେ ସାଧାରଣ ମଣିଷ, ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ । ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ଧାଡ଼ି ଧାଡ଼ି ଛାନ୍ଦ କବିତା ସୃଷ୍ଟି କରୁଛନ୍ତି ନିଜ ଲେଖନୀରୁ । ତାଙ୍କ କବିତା କୁ ନେଇ ସବୁଠି ଚର୍ଚ୍ଚା। ଗଣ୍ଡେ ଖାଇବା ପାଇଁ ଦାବି ନାହିଁ କି ଖଣ୍ଡେ ଦାମୀ କନାର ଡ୍ରେସ୍‌ ପିନ୍ଧିବାର…

ସନ୍ତାନ ପ୍ରାପ୍ତି ପାଇଁ ନିଶ୍ଚୟ ଆସନ୍ତୁ ଗଞ୍ଜାମ ଜିଲ୍ଲା କେଶପୁରର ସକଳେଶ୍ବର ମହାଦେବଙ୍କ ମନ୍ଦିରକୁ

ଶୂନ୍ୟ କୋଳକୁ ପୂର୍ଣ୍ଣ କରନ୍ତି ସକଳେଶ୍ଵର ମହାଦେବ। ଗଂଜାମ ଜିଲ୍ଲା କେଶପୁର ନିକଟସ୍ଥ ଗାଁରେ ରହିଛି ବାବା ସକଳେଶ୍ବର ମହାଦେବଙ୍କ ମନ୍ଦିର। ଏଠାରେ ପୂଜା ପାଉଛନ୍ତି ଅଷ୍ଟଶମ୍ଭୁଙ୍କ ଛୋଟ ଛୋଟ ମନ୍ଦିର। ଲୋଙ୍ଘର ଗାଁ ତଥା ଶ୍ରୀ କୃଷ୍ଣ ଶରଣପୁର ନାମିତ ଗାଁର ଶେଷ ଭାଗରେ ଥିବା ଏହି ମନ୍ଦିରକୁ…

ଗଞ୍ଜାମ ବଡ଼ଘାଟି ନିକଟରେ ଡକାୟତି ଉଦ୍ୟମ ଯୋଜନା ପଣ୍ଡ: ୪ ଗିରଫ, ପିସ୍ତଲ ଓ ମାରଣାସ୍ତ୍ର ଜବତ 

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ସଫଳତା । ଏକ ବଡ଼ ଡ଼କାୟତି ଉଦ୍ୟମ ଯୋଜନାକୁ ପଣ୍ଡ କରିଛି ପୋଲିସ । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟରେ ଗତକାଲି ବିଳମ୍ବତ ରାତିରେ କିଛି ଜଣ ଦୁର୍ବୃତ୍ତ ଡ଼କାୟତି କରିବା ନିମନ୍ତେ ଯୋଜନା କରୁଥିବା ନେଇ…

ଗଞ୍ଜାମର ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ଆକ୍ରମଣ ଘଟଣା: ପରିବାର ଲୋକଙ୍କୁ ହଇରାଣ କରୁଛନ୍ତି…

ବ୍ରହ୍ମପୁର(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଓଡ଼ିଆରପି କଲୋନୀରେ ରହୁଥିବା ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ପରେ ଗଳାକାଟି ଆକ୍ରମଣ ଘଟଣା ପରେ ଏବେ ଭୟରେ ତାଙ୍କ ପରିବାର ଲୋକେ ଓ ସ୍ଥାନୀୟ ଲୋକେ । ଘଟଣା ପରେ ନାବାଳିକାର ପରିବାର ଲୋକଙ୍କ ଆଖିରୁ…

ଗଞ୍ଜାମ ରମ୍ଭା ରାସ୍ତାରେ ଚକା ଫାଟି କାର୍‌ ଦୁର୍ଘଟଣା, ଜଣେ ମୃତ ଓ ଦୁଇ ଜଣ ଆହତ

ବ୍ରହ୍ମପୁର (କେ ନ୍ୟୁଜ୍‌): ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଟାଙ୍ଗୀର ସାଜିତ । ଆହତମାନେ ହେଉଛନ୍ତି ସିଦ୍ଧାର୍ଥ ପଟ୍ଟନାୟକ ଓ ରଜତ କୁମାର ନାହାକ । ସୂଚନା…

ଗଞ୍ଜାମ : ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କଲେ ଚିକିଟି ବିଧାୟିକା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ନୂଆଁପଡା ଓ ଚାନ୍ଦପୁର ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୀଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ଚିକିଟି ବିଧାୟିକା ଉଷା ଦେବୀ। ଚାନ୍ଦପୁର ପଞ୍ଚାୟତର ଡଭାର ଗାଁରେ ବସୁଧା ଯୋଜନାରେ ଏକ ପାଣି ଟାଙ୍କିର ଶୀଳାନ୍ୟାସ କରିଥିବା…