Browsing Tag

gold looted

ବ୍ୟବସାୟୀଙ୍କୁ ମାଡ଼ ମାରି ଦୁର୍ବୃତ୍ତ ଲୁଟିନେଲେ ସୁନା ଅଳଙ୍କାର, ବ୍ୟବସାୟୀ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର : ସୁନା ବ୍ୟବସାୟୀଙ୍କୁ ରାସ୍ତାରେ ଅଟକାଇ ମାଡ ମାରିବା ସହ ସୁନା ଅଳଙ୍କାର ନେଇ ଦୁର୍ବୁତ୍ତ ଫେରାର । ବ୍ୟବସାୟୀଙ୍କ ମୁଣ୍ଡରେ ଆଘାତ ଯୋଗୁ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ, ଭୁବନ ବିଜ୍ଞାପିତ ଅଞ୍ଚଳ ୱାର୍ଡ ନମ୍ବର ୧୪ ର ଦିପୁନ୍ ଚୀନରା, ଗଣେଶ…

ଫିଲ୍ମ ଷ୍ଟାଇଲରେ ଚୋରି, ସୁନା ରୂପା ଭର୍ତ୍ତି ବ୍ୟାଗକୁ ଝାମ୍ପିନେଲେ ଲୁଟେରା

ରାଜଧାନୀରେ ଥମୁନି ଲୁଟେରାଙ୍କ ଆତଙ୍କ । କେତେ ବେଳେ କାହା ଡିକି ଭାଙ୍ଗି ଲୁଟ୍ କରୁଛନ୍ତି ତ କେତେ ବେଳେ କାହା ଦୋକାନ ଭିତରେ ପଶି ଲୁଟି ନେଉଛନ୍ତି । ଆଜିକାଲି ଏହି ଚୋରଙ୍କ ନଜର ସୁନା ଦୋକାନ ଉପରେ ରହିଛି । ପୁଣିଥରେ ସୁନା ଦୋକାନ ଆଗରୁ ଗହଣା ଭର୍ତ୍ତି ବ୍ୟାଗ ଝାମ୍ପିନେଲା ଲୁଟେରା ।…

ଫିଲ୍ମ ଷ୍ଟାଇଲରେ ଚୋରି: ବିଳମ୍ବିତ ରାତିରେ ଘରର ଗ୍ରୀଲ କାଟି ଲୁଟି ନେଲେ ୮ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର

ପାରାଦୀପ (କେନ୍ୟୁଜ): ବିଳମ୍ବିତ ରାତ୍ରିରେ ଫିଲ୍ମ ଷ୍ଟାଇଲରେ ଘର କବାଟ ଭାଙ୍ଗି ଭିତରେ ପଶି ସୁନା,ରୂପା ଲୁଟି ନେଇଗଲେ ଲୁଟେରା । ଏହିଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ଗ୍ରାମରେ। ତିନିଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରର ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି…

ଦିନ ଦିପ୍ରହରରେ ଲୁଟ, ବନ୍ଧୁକ ମୁନରେ ଲୁଟିନେଲେ ୨୦ ଲକ୍ଷ ଟଙ୍କାର ସୁନା

ସମ୍ବଲପୁର : ଦିନ ଦିପ୍ରହରରେ ସୁନା ଦୋକାନରୁ ବନ୍ଧୁକ ମୁନରେ ଲୁଟ । ସମ୍ବଲପୁର ସଦର ଥାନା ଅଂଚଳର ମାନେଶ୍ବର ମାନଧାତା ବାବା ଜୈଲେରୀରୁ ହୋଇଛି ଲୁଟ । ୫ ଜଣ ସଶସ୍ତ୍ର ଡକାୟତ ମୁଖା ପିନ୍ଧି ଦୋକାନ ମାଲିକଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିଲେ। ଡକାୟତମାନେ ଗୋଟିଏ ପଲସର ଓ ସାଇନ ବାଇକରେ…

ଗହଣା ସୋ’ ରୁମରୁ ଡକାୟତି ଘଟଣା: ୧୫ କୋଟିର ସୁନା, ହୀରା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ? ତନାଘନା କରୁଛି…

ଯାଜପୁର (କେନ୍ୟୁଜ): ଯାଜପୁର ବ୍ୟାସନଗରରେ ଗହଣା ସୋ' ରୁମରୁ ଡକାୟତି ଘଟଣାରେ ଖୋଳତାଡ । ଲୁଟେରାଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଯାଜପୁର ରୋଡ୍‌ ଥାନା ପୋଲିସ । ୧୫ କୋଟିରୁ ଅଧିକ ଟଙ୍କାର ସୁନା, ହୀରା ଓ ରୁପା ଅଳଙ୍କାର ନେଇ କୁଆଡ଼େ ଗଲେ ଦୁର୍ବୃତ୍ତ ? କେଉଁଠି ଲୁଚାଇ ରଖିଛନ୍ତି ଗହଣା…