ଏବେ Paytm ଏବଂ Google Pay ମଧ୍ୟ ନାହିଁ ସୁରକ୍ଷିତ, ୧ଲକ୍ଷ ଟଙ୍କା ଠକାମିର ଶିକାର ହେଲେ ବ୍ୟକ୍ତି
ଆପଣ ଯଦି ଅନଲାଇନ୍ ପେମେଣ୍ଟ କରିବା ପାଇଁ paytm କିମ୍ବା google pay ଭଳି ଆପ୍ସ ବ୍ୟବହାର କରୁଛନ୍ତି ତେବେ ଆପଣ ବର୍ତ୍ତମାନ ସାବଧାନତାର ସହ ବ୍ୟବହାର କରନ୍ତୁ। ଆମେ ଆପଣଙ୍କୁ ଏଭଳି କହିବାର କାରଣ ଡିଜିଟାଲ ପେମେଣ୍ଟ ସହ ଜଡିତ ଥିବା ଏଭଳି ଏକ ଠକାମି ଘଟଣା ମହାରାଷ୍ଟ୍ର ସହରର ଥାଣେ ଅଞ୍ଚଳରୁ…