Browsing Tag

GST Council meeting

ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ, GST ହ୍ରାସ ଉପରେ ନିଆଯିବ ନିଷ୍ପତ୍ତି

ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜିଏସଟି କାଉନସିଲ ବୈଠକ ।  ନୂଆଦିଲ୍ଲୀରେ ଜିଏସଟି କାଉନସିଲର ୫୬ ତମ ବୈଠକ ଅନୁଷ୍ଠିତ ହେବ।  ବୈଠକରେ ପ୍ରାୟ ୧୭୫ଟି ସାମଗ୍ରୀ ଉପରୁ GST ହାର ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇପାରେ।  ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଦୁଇଟି ମୁଖ୍ୟ ଟିକସ ହାର ସ୍ଥିର…

ଶସ୍ତା ହେବ କ୍ୟାନସର ଔଷଧ, ୧୨ରୁ ୫ ପ୍ରତିଶତକୁ ହ୍ରାସ ପାଇଁ ଜିଏସଟି ପରିଷଦ ବୈଠକରେ ନିଷ୍ପତ୍ତି

ଶସ୍ତା ହେବ କ୍ୟାନସର ଔଷଧ  । ଜିଏସଟି କାଉନସିଲର ୫୪ତମ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି  । କ୍ୟାନସର ଚିକିତ୍ସାରେ ବ୍ୟବହୃତ ଔଷଧ ଉପରେ ଜିଏସଟି କୁ ୫ ପ୍ରତିଶତକୁ ହ୍ରାସ କରିବାକୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଛି  । ବର୍ତ୍ତମାନ ସୁଦ୍ଧା କର୍କଟ ଔଷଧ ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ…

ଆଜି ବସିବ ଜିଏସଟି କାଉନସିଲ ବୈଠକ, କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରହିଛି ଫୋକସ

ନୂଆଦିଲ୍ଲୀ(କେ ନ୍ୟୁଜ):  ଆଜି ବସିବ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀର ଟିକସ ଉପରେ ବିଚାର ହେବ । ଏହାସହ ବ୍ଲାକ ଫଙ୍ଗସ୍‌ ଔଷଧ ଓ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯିବା ନେଇ…

୧୨ ଜୁନ୍‌ରେ ଜିଏସ୍‌ଟି କାଉନସିଲ୍‌ ବୈଠକ, ଜିଏସ୍‌ଟି ରେଟ୍‌ କମ୍‌ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ୧୨ ଜୁନରେ ହେବ । ଯେଉଁଥିରେ କୋଭିଡ ସମ୍ବଧିତ ଆବଶ୍ୟକ ବସ୍ତୁ ଉପରେ ଲାଗିଥିବା ଜିଏସଟି କମ୍‌ ନେଇ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଏହି ବେଠକରେ ଜିଓଏମ୍‌ ରିପୋର୍ଟ ଉପରେ ବିଚାର କରାଯିବ ବୋଲି ଜଣେ…

ଆଜି GST କାଉନସିଲ ବୈଠକ, ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା

ନୂଆଦିଲ୍ଲୀ: ଆଜି GST କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି GST କାଉନସିଲ ବୈଠକ ବସିବାକୁ ଯାଉଛି । ଟିକା ଏବଂ ଅନ୍ୟାନ୍ୟ ସାମଗ୍ରୀରୁ GST ଛାଡ ଦାବି କରିବ ଓଡ଼ିଶା । ଭର୍ଚୁଆଲ ବୈଠକରେ ଯୋଗ ଦେବେ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ । ଓଡ଼ିଶାରୁ…

ଆଜି ଜିଏସ୍‌ଟି ପରିଷଦ ବୈଠକ: ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ହେବ ଆଲୋଚନା

ନୂଆଦିଲ୍ଲୀ : ଆଜି ବସୁଛି ଜିଏସ୍‌ଟି ପରିଷଦ ବୈଠକ । ରାଜ୍ୟ ଗୁଡିକୁ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ । ଲଗାତର ତୃତୀୟ ଥର ପାଇଁ ଏହି ପ୍ରସଙ୍ଗରେ ବୈଠକ ହେବାକୁ ଯାଉଛି । ଗତ ବୈଠକରେ କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ସେସ୍‌ ଆକାରରେ ହଜାରେ କୋଟି ଟଙ୍କା କ୍ଷତିପୂରଣ…

ଆସନ୍ତା ଶୁକ୍ରବାର ଗୋଆରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ଗୋଆ(କେନ୍ୟୁଜ୍) : ଆସନ୍ତା ଶୁକ୍ରବାର ଗୋଆରେ ଜିଏସ୍‌ଟି କାଉନ୍‌ସିଲ ବୈଠକ। ଆର୍ଥିକ ମାନ୍ଦାବସ୍ଥା ଚର୍ଚ୍ଚା ଭିତରେ ଏହି ବୈଠକର ଗୁରୁତ୍ୱ ରହିଛି। ବିଶେଷ କରି ଅଟୋ ସେକ୍ଟର ଉପରେ ଯେଉଁ ମାଡ ପଡିଛି, ସେଥିରୁ ମୁକୁଳିବାକୁ ରେଟ୍‌ କଟ୍‌ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ତେଣୁ ଏଥର ଜିଏସ୍‌ଟି…