ସର୍ବାଧିକ କାଗଜ ଡଙ୍ଗା ତିଆରି କରି ବିଶ୍ବରେକର୍ଡ କଲା କଟକ ବାଲିଯାତ୍ରା, ୨୦୭୯ ପିଲା ତିଆରି କଲେ ୨୩ ହଜାର ଡଙ୍ଗା
କଟକ (କେନ୍ୟୁଜ): କଟକ ଇତିହାସରେ ଆଜି ଯୋଡି ହେଲା ଏକ ନୂତନ ଅଧ୍ୟାୟ। ପୁଣି ମନେ ପଡ଼ିଲା ଓ ଜୀବନ୍ତ ହେଲା ଗୌରବମୟ ନୌବାଣିଜ୍ଯ ପରମ୍ପରା। କାଗଜ ଡଙ୍ଗା ତିଆରି କରି ଆଜି ଗିନିଜ ବିଶ୍ୱ ରେକର୍ଡରେ ସାମିଲ ହେଲା କଟକ ମହାନଗର ନିଗମ। ୩୫ ମିନିଟରେ ତିଆରି ହେଲା ୨୩ ହଜାର କାଗଜ ଡଙ୍ଗା। ମୋଟ ୨୦୭୯ ଜଣ…