Browsing Tag

gujarat titans

ଶେଷ ବଲରେ ବିଜୟ, ରାଜସ୍ଥାନ ରୟାଲ୍ସକୁ ହରାଇଲା ଗୁଜୁରାଟ ଟାଇଟନ୍ସ

ଶେଷ ବଲରେ ରୋମାଞ୍ଚକର ବିଜୟ ।  ରାଜସ୍ଥାନର ବିଜୟ ଧାରାକୁ ଅଟକାଇଲା ଗୁଜରାଟ ଟାଇଟନ୍ସ ।  ଚଳିତ ଆଇପିଏଲ ସଂସ୍କରଣରେ କ୍ରମାଗତ ୪ଥର ବିଜୟୀ ହୋଇଥିବା ରାଜସ୍ଥାନ ରୟାଲ୍ସକୁ ଶେଷ ବଲରେ ହରାଇଲା ଗୁଜୁରାଟ ଟାଇଟନ୍ସ ।  ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୧୯୬ ରନ୍ କରିଥିଲା । ୧୯୭ ରନ୍ ବିଜୟ…

ଆଇପିଏଲର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍, ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗସ

ପଞ୍ଜାବ କିଙ୍ଗସର ନାଟକୀୟ ବିଜୟ। ଗୁଜରାଟ ଟାଇଟନ୍ସ ହାତରୁ ଅଳ୍ପକେ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ ।  ଏଥିରେ ମୁଖ୍ୟ ହିରୋ ଥିଲେ ଶଶାଙ୍କ ଓ ଆଶୁତୋଷ ଶର୍ମା ।  ଏହି ଦୁଇ ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ଗୋଟିଏ ବଲ୍ ବାକି ଥାଇ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଛି ।  ଗୁରୁବାର ଦିନ…

ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ବଡ଼ ବିଜୟ, ଗୁଜରାଟ ଟାଇଟନ୍ସକୁ ୬୩ ରନରେ ହରାଇଲା

ଆଇପିଏଲର ସପ୍ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ । ଗୁଜରାଟ୍ ଟାଇଟନ୍ସକୁ ୬୩ ରନ୍ ରେ ପରାସ୍ତ କରିଛି ଚେନ୍ନାଇ। ୨୦୭ ରନ୍ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ୍ ଟିମ୍ ନିର୍ଦ୍ଧାରିତ ଓଭରରେ ୮ଟି ୱିକେଟ୍ ହରାଇ ୧୪୩ ରନ୍ କରିଥିଲା । ଦଳ ପାଇଁ ସୁଦର୍ଶନ ସର୍ବାଧିକ ୩୭ ରନ୍…

ଗିଲ୍‌ଙ୍କ ସାମ୍ନାରେ ହାର୍ଦ୍ଦିକ ଫେଲ୍‌, ୬ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ଗୁଜରାଟ ଟାଇଟନ୍ସ

ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହରାଇଲେ ଶୁବମନ୍ ଗିଲ୍ । ୬ ରନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି ଶୁଭମନ ଗିଲଙ୍କ ଗୁଜରାଟ ଟାଇଟନ୍ସ । ଗତକାଲିର ଦ୍ବିତୀୟ ମ୍ୟାଚରେ ଦେଖିବାକୁ ମିଳିଥିଲା ଉତ୍କଣ୍ଠାପୂର୍ଣ୍ଣ ଖେଳ । ପ୍ରଥମେ ବ୍ୟାଟିଂ କରି ଗୁଜରାଟ…

ଗୁଜରାଟ ଟାଇଟନ୍ସକୁ ମିଳିଲା ନୂଆ ଖେଳାଳି, ମହମ୍ମଦ ଶାମିଙ୍କ ସ୍ଥାନରେ ଖେଳିବେ ସନ୍ଦୀପ ଓ୍ଵାରିୟର

ଆଇପିଏଲ ୨୦୨୪ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ବଡ ଝଟକା ଲାଗିଛି । ଷ୍ଟାର ଖେଳାଳି ମହମ୍ମଦ ଶାମି ଆହତ ହେବା ପରେ ତାଙ୍କ ରିପ୍ଲେସମେଣ୍ଟ ଘୋଷଣା କରିଛି ଗୁଜରାଟ । ଶାମିଙ୍କ ସ୍ଥାନରେ ସନ୍ଦୀପ ଓ୍ଵାରିୟର ଗୁଜରାଟ ପାଇଁ ଖେଳିବେ…

ଗୁଜରାଟ ଟାଇଟନ୍ସ ହାତ ଛାଡି ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍‌ଙ୍କୁ ମିଳିଲା ଅଧିନାୟକ…

ଗୁଜରାଟ ଟାଇଟନ୍ସ ଛାଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜରାଟ ଟାଇଟନ୍ସ ଏକ ଟ୍ଵିଟ୍‌ କରି ଅଫିସିଆଲ ଘୋଷଣା କରିବା ସହିତ ଆଗାମୀ ଯାତ୍ରା ପାଇଁ ଶୁଭକାମନା ଦେଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ ଜାରି କରି କନଫର୍ମ କରିଛି । ଏବେ ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ…

ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଆଇପିଏଲ ଫାଇନାଲରେ ଗୁଜରାଟ ଟାଇଟାନ୍‌ସ

ରାଜସ୍ଥାନକୁ ହରାଇ ଆଇପିଏଲ ଫାଇନାଲରେ ଗୁଜରାଟ। ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଗୁଜରାଟ ଟାଇଟାନ୍‌ସ । ଗୁଜରାଟ ଟାଇଟନ୍ସ କେବଳ ଲିଗ୍‌ ପର୍ଯ୍ୟାୟରେ ଶୀର୍ଷରେ ରହି ପ୍ଲେ ଅଫ୍‌ ଆସିନାହିଁ,ସିଧାସଳଖ ଫାଇନାଲରେ ପ୍ରବେଶ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ , ୫ ରନରେ ଜିତିନେଲା ମ୍ୟାଚକୁ

କେନ୍ୟୁଜ: ରୋମାଞ୍ଚକର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୫ ରନରେ ମ୍ୟାଚକୁ ଜିତିନେଲା ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ଓଭରରେ ୯ ରନ ଆବଶ୍ୟକତା ଥିବା ବେଳେ ଚମତ୍କାର ବୋଲିଂ କରି କେବଳ ୩ ରନ ଦେଇଥିଲେ ଡାନିଏଲ ସାମ୍ସ । ମିଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ…