Below header
Browsing Tag

gujurat

ଏଟିଏମ୍‍ରୁ ମଧ୍ୟ ବ୍ୟାପୁଛି ସଂକ୍ରମଣ ! ତିନି ଯବାନ ଏଟିଏମରୁ ସଂକ୍ରମିତ ହେବାରୁ କ୍ୱାରେଣ୍ଟାଇନରେ ଗଲେ ୨୮ ଲୋକ

କରୋନା ଦିନକୁ ଦିନ ବ୍ୟାପିବାରରେ ଲାଗିଛି । ଏଥିପାଇଁ ଭାରତରେ ଲକଡାଉନ ଚାଲିଥିବା ବେଳେ କିଛି ଜରୁରୀକାଳିନୀ ସେବା ଖୋଲା ରହିଛି । କିନ୍ତୁ ବ୍ୟାଙ୍କ ଏଟିଏମରୁ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି । ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ…

କି ଅଜବ ନିୟମ! ଛାତ୍ରୀମାନେ ମାସିକ ଧର୍ମର ଶିକାର ହୋଇଛନ୍ତି କି ନାହିଁ ପ୍ରିନ୍ସପାଲ କଲେ ପରୀକ୍ଷା

ଗୁଜୁରାଟ: ଗୁଜୁରାଟର ଭୁଜରେ ଏକ ବୃହତ ଲଜ୍ଜା ଘଟଣା ସମ୍ନାକୁ ଆସିଛି। ଏଠାରେ ଥିବା ସହଜାନନ୍ଦ କଲେଜର ପ୍ରିନ୍ସପାଲ ୬୮ ଜଣ  ଛାତ୍ରୀଙ୍କ  ଅନ୍ତବସ୍ତ୍ର ଖୋଲି ଛାତ୍ରୀମାନେ ମାସିକ ଋତୁସ୍ରାବର ଶିକାର ହୋଇଛନ୍ତି କି ନାହିଁ ପରୀକ୍ଷା କରିଛନ୍ତି। ଏହି ଘଟଣା ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶ…

ହଠାତ୍‌ ବନ୍ଦରକୁ ପଶିଆସିଲେ ସିଂହ ପରିବାର, ଆଉ ତା’ ପରେ

ଅନେକ ଥର ଆପଣମାନେ ଦେଖିଥିବେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ହଠାତ୍‌ ଜନବସ୍ତିକୁ ପଶିଆସନ୍ତି। ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ଜୀବଜନ୍ତୁକୁ ନେଇ ଅନେକ ପୋଷ୍ଟ ହେଉଥିବା ଦେଖିଥିବେ। ଏମିତି ଏକ ଘଟଣା ଗୁଜୁରାଟର ଅମରେଲୀରେ ଦେଖିବାକୁ ମିଳିଛି। ଏଠାରେ ଗିରି ଜଙ୍ଗଲରୁ ଅନେକ ସିଂ ଅମରେଲୀ…

ସୀମା ଟପିଗଲା ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ କରି ଗଭର୍ପାତ କରାଇଲେ ସାବତ ବାପା ଓ ଜେଜେବାପା

ପାଶବିକତାର ସବୁ ସୀମ ଟପିଗଲା ପିଶାଚ ସାବତ ବାପା ଓ ଜେଜେ। ନାବାଳିକା ଝିଅକୁ ଦୁଷ୍କର୍ମ କରି କଲେ ଗର୍ଭବତୀ ।  ଘଟଣା ଶୁଣିଲେ ଯେ କେହିବି କାନରେ ହାତଦେଇେଦେବେ। କାହିକିଁନା ଯେଉଁ ପବିତ୍ର ସମ୍ପର୍କ ସୃଷ୍ଟି ଆରମ୍ଭରୁ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ସେହି ସମ୍ପର୍କକୁ କଳୁଶିତ…

ସ୍କୁଲ ଫିସ ଭରିବା ପାଇଁ ମା’ ଅନ୍ୟ ଘରେ ବାସନ ମାଜୁଥିଲେ କିନ୍ତୁ ପୁଅ ଆଜି IPS ଅଫିସର

ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଥାଏ ତେବେ ବୟସ ମଧ୍ୟ ତା' ସାମ୍ନାରେ ହାର ମାନିଯାଏ । କୌଣସି ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରନ୍ତି ଏହି ବ୍ୟକ୍ତି ମାନେ । ଏମିତି ହିଁ ଏକ ଅସମ୍ଭବ କାମ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ପାରିଛନ୍ତି । ଗୁଜୁରାଟ କନୋଦୟ ଗ୍ରାମର ବାସିନ୍ଦା ସଫିନ…

ବର ଶୋଭାଯାତ୍ରା ବେଳେ ବରଯାତ୍ରୀମାନେ ଉଡ଼ାଇଦେଲେ ୯୦ ଲକ୍ଷ ଟଙ୍କା! ରାସ୍ତାରେ ବିଛେଇ ହୋଇଗଲା ନୋଟ୍‌ର ଚାଦର

ଭାରତୀୟ ବିବାହ, ବରଯାତ୍ରୀରେ ଡ୍ୟାନ୍ସ କରିବା ଏବଂ ପଇସା ଉଡ଼ାଇବା ଏକ ସାଧାରଣ କଥା ହୋଇଥାଏ। ଲୋକେ ଏହା ଜରିଆରେ ନିଜର ଖୁସି ଜାହିର କରିଥାଆନ୍ତି। କିନ୍ତୁ ଗୁଜରାଟରେ ହୋଇଥିବା ଏକ ବିବାହ ଉତ୍ସବରେ ପଇସାକୁ ପାଣି ଭଳି ବୁହାଇ ଦିଆଯାଇଛି। ଏଠାରେ ବରଯାତ୍ରୀମାନେ ଗୋଟିଏ କିମ୍ବା ଦୁଇଟ୍‌ ନୋଟ୍‌…

ଅଧରାତିରେ ବାଥରୁମ୍‌ରୁ ଶୁଣାଯାଉଥିଲା ଅଦ୍ଭୁତ ଶବ୍ଦ, ଉଠି ଦେଖିବା ବେଳକୁ ଉଡିଗଲା ବ୍ୟକ୍ତିଙ୍କ ହୋସ୍‌

ଗୁଜରାଟର ଭଦୋଦରାରେ ଏପରି ଏକ ଘଟଣା ଘଟିଛି, ଯାହା ବିଷୟରେ ଶୁଣି ଆପଣଙ୍କର ଉଡିଯିବ ହୋସ୍‌। ମହେନ୍ଦ୍ର ପଢିୟାର ନାମକ ଜଣେ ବ୍ୟକ୍ତି ନିଜ ରୁମରେ ଶୋଇଥିବା ବେଳେ ଅଧ ରାତିରେ ବାଥରୁମ୍‌ରୁ ଏପରି ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳିଲା। ପ୍ରଥମେ ମହେନ୍ଦ୍ର ଏହାକୁ ଶୁଣି ଅଣଦେଖା କରିଦେଇଥିଲେ। କିନ୍ତୁ…

୫୦ ହଜାର ଟଙ୍କା ପାଇଁ ୧୦ ବର୍ଷର ଝିଅକୁ ବୁଢା ବର ହାତରେ ଦେଇଦେଲା ବାପା, ଭିଡିଓ ଭାଇରାଲ ପରେ ପୋଲିସର…

ଗୁଜୁରାଟ: ବିବାହ ପାଇଁ ମଣିଷର ଏକ ବୟସ ତାରତମ୍ୟ ରହିଛି । ଯାହା ସମାଜ ଆଖିରେ ସୁନ୍ଦର ହୋଇଥାଏ। ବର ଓ କନ୍ୟାଙ୍କ ଭିତରେ ଯଦି ବୟସର ତାରତମ୍ୟ ରଖି ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ତେବେ ତାହା ଏକ ସୁସ୍ଥ ଦାମ୍ପତ୍ୟ ଜୀବନରେ ବେସ ସହାୟକ ହୋଇଥାଏ।  କିନ୍ତୁ ଯଦି ନାବାଳିକା କନ୍ୟା ସହ ଏକ ବାପ …

ଭାରତକୁ ପଶି ଆସିଛନ୍ତି କି ଆତଙ୍କବାଦୀ? ଗୁଜୁରାଟର ଉପକୂଳରୁ ବିଏସଏଫ ଉଦ୍ଧାର କଲା ୫ ପରିତ୍ୟେକ୍ତ ବୋଟ୍

ଗୁଜୁରାଟ: ଅନେକ ଦୁର୍ଦଶା ପରେ ମଧ୍ୟ ସୁଧୁରି ନାହିଁ ପାକିସ୍ତାନ। ସୀମାରେ କଡା ପ୍ରହରା ଥିବାରୁ ଏବେ ଭାରତକୁ ପ୍ରବେଶ କରିବାର ଗଳା ବାଟ ଖୋଜୁଛି ପାକିସ୍ତାନ। ଆଉ ଏହି ଗଳାବାଟ ଜଳପଥରେ ଆବିସ୍କାର କରୁଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜମ୍ମୁ କଶ୍ମୀରରୁ ଧାରା…

ଗୁଜୁରାଟ: କାନ୍ଦଲା ପୋର୍ଟରେ ସ୍ପେଷାଲ ଏଣ୍ଟ୍ରାନ୍ସରେ ନଛାଡିବାରୁ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ,…

ଗୁଜୁରାଟ: କାନ୍ଦଲା ପୋର୍ଟରେ କିଛି ଦୁର୍ବୃତ୍ତ ମୁଣ୍ଡରେ ହେଲମେଟ ଓ କପଡା ପିନ୍ଧି ସିକ୍ୟୁରିଟି ଗାର୍ଡମାନଙ୍କୁ ଖଣ୍ଡାରେ ହାଣୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଏହା ପଛରେ କାରଣ ହେଉଛି ଦୁର୍ବୃତ୍ତ ମାନେ ସ୍ପେଷାଲ ଏଣ୍ଟ୍ରାନ୍ସରେ ଏଣ୍ଟ୍ରି କରିବାକୁ ଚାହିଁବାରୁ…

କିଏ ଏହି ବ୍ୟକ୍ତି ଯାହାକୁ ବିନା ହେଲମେଟରେ ଦଖି ମଧ୍ୟ ଚାଳାଣ ନକାଟି ଛାଡିଦେଲା ପୋଲିସ ?

ନୂଆ ମୋଟର ଯାନ ଆଇନକୁ ନେଇ ସବୁଆଡେ ଚର୍ଚ୍ଚା। କେଉଁ ଠାରେ ପୋଲିସ ଅନ୍ୟ କିଛି କେସରେ ହାତ ନଲଗାଇ କେବଳ ଚେକିଂରେ ମାତିଛି ତ କେଉଁଠି ଛକ ଛକରେ ଛିଡା ହୋଇ ବେପାରୁଆ, ଓ ବିନା  ହେଲମେଟର ଗାଡି ଚାଳକଙ୍କ କଣ୍ଟା ସାଜୁଛି।  ଅନେକ ଜାଗାରେ ପୋଲିସର ଏଭଳି ଫାଇନ କଟା ଅଭିଯାନ ଚାଲୁ ରହିଛି। ଯେଉଁଥି…

ପର୍ଯ୍ୟଟନ ସ୍ଥଳ ହେବ ମୋଦିଙ୍କ ଚା ଦୋକାନ, ସଂସ୍କୃତି ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପିଲାଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଥାନରେ ଚା ବିକୁଥିଲେ ସେହି ସ୍ଥାନ ଅର୍ଥାତ ବଡନଗରରର ରେଲୱେ ଷ୍ଟେସନ ହେବ ପର୍ଯ୍ୟଟନ ସ୍ଥଳ। ଏଭଳି ଏକ ଯୋଜନା କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। କିଛିଦିନ ତଳେ ମନ୍ତ୍ରୀ ବଡନଗର ଗସ୍ତରେ…