Browsing Tag

hair mask

କେଶ ସମସ୍ୟାକୁ ନେଇ ଚିନ୍ତିତ କି ? ଏପରି ବ୍ୟବହାର କରନ୍ତୁ ମନ୍ଦାର ଫୁଲ ହେୟାର ମାସ୍କ

ମୋଟା ଏବଂ କୋମଳ କେଶ ଚେହେରାକୁ ସୁନ୍ଦର କରିଥାଏ । ତେବେ ସମସ୍ତେ ଚାହାଁନ୍ତି ଯେ ସେମାନଙ୍କର କେଶ ମୋଟା, ଲମ୍ବା ଏବଂ ନରମ ହୋଇଥାଉ । କିନ୍ତୁ ଆଜିକାଲି ଲୋକଙ୍କ କେଶ ଶୁଷ୍କ ହୋଇ ଶୀଘ୍ର ଝଡିଯାଉଛି । ଯଦି ଆପଣ ମଧ୍ୟ ଏହି ସମସ୍ୟାର ଶିକାର ହୁଅନ୍ତି, ତେବେ ଆପଣଙ୍କ କେଶର ଯତ୍ନ ନେବା ପାଇଁ କିଛି…

ହୋଲି ପରେ କେଶ ଅଧିକ ଡ୍ରାଏ ହୋଇଯାଇଛି କି ? ଆପଣାନ୍ତୁ ଏହି ଉପାୟ ମିଳିବ ଅନେକ ଫାଇଦା

ହୋଲିରେ କେଶରେ କଲର ଲଗିବା ଯୋଗୁ ଏହା ବହୁତ ଡ୍ରାଏ ଓ ଖରାପ ହେବାକୁ ଲାଗିଛି । ତେବେ ଏପରି ଭାବେ କେଶର ଡ୍ରାଏନେସ୍‌ ବଢିଗଲାଣି । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ସେଥିପାଇଁ ଆମେ ଆଜି ଆପଣଙ୍କୁ କିଛି ବିଶେଷ ହେୟାର ମାସ୍କ ବିଷୟରେ…

କେଶରେ କଣ୍ଡିଶନର ଭଳି ବ୍ୟବହାର କରନ୍ତୁ ମାୟୋନିଜ୍‌, ପୁଣି ଦେଖନ୍ତୁ କ’ଣ ମିଳୁଛି ଫାଇଦା

ମାୟୋନିଜ୍‌ ସାଧାରଣତଃ ଖାଦ୍ୟ ଜିନିଷରେ ବ୍ୟବହାର କରାଯାଇଥାଏ। ଏହାକୁ ସ୍ୟାଣ୍ଡଓ୍ଵିଚ୍‌ ଓ ବର୍ଗରରେ ଅଧିକ ମାତ୍ରାରେ ବ୍ୟବହାର କରାଯାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ମାୟୋନିଜ୍‌ କେଶର ଅନେକ ସମସ୍ୟାକୁ ବି ଦୂର କରିବାରେ ବେଶ୍‌ ଲାଭଦାୟକ ହୋଇଥାଏ। ଏହା କେଶ ଝଡ଼ିବାକୁ ରୋକିଥାଏ ଏବଂ ରୂପି…

ସାମ୍ପୋ କରିବା ପରେ ଲଗାନ୍ତୁ ଅଲିଭ ଅଏଲ ହେୟାର ମାସ୍କ, କେଶ ସମସ୍ୟାରୁ ହେବେ ମୁକ୍ତ

ଯଦି ଆପଣ ଡ୍ରାଏ ହେୟାରକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କେଶର ସମସ୍ତ ସମସ୍ୟାର ସମାଧାନ କରିବ ଏହି ଉପାୟ। ଏହାଦ୍ୱାରା ଆପଣ ବେଶ ଫାଇଦା ପାଇବେ। ଘରେ ବସି ଆପଣ ଏହି ଉପାୟ ସହଜରେ କରିପାରିବେ। ଏନବିଟି ଖବର ମୁତାବକ ଆପଣ ଅଲିଭ ଅଏଲକୁ ଦୁଇ ପ୍ରକାରେ ବ୍ୟବହାର କରି ଏହି…

ପ୍ରତିଦିନ ନୁହେଁ, ସପ୍ତାହରେ ଥରେ ହିଁ ଲଗାନ୍ତୁ ଏହି ହେୟାର ମାସ୍କ, ସବୁଦିନ କେଶ ରହିବ ଲମ୍ବା, ଘନ ଓ କଳା

ଅତି ମାତ୍ରାରେ ଝଡ଼ୁଥିବା କେଶ ସମସ୍ତଙ୍କୁ ସମସ୍ୟାରେ ପକାଇଥାଏ। ପ୍ରତ୍ୟେକ ମହିଳାଙ୍କର ଇଚ୍ଛା ଥାଏ କି, ତାଙ୍କ କେଶ ଲମ୍ବା, ଘନ ଓ କଳା ରହୁ। କିନ୍ତୁ ଆଜିକା ଦିନରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର, ପ୍ରଦୂଷଣ ଆଦି କାରଣରୁ କେଶ ରୁକ୍ଷ ଏବଂ ଶୁଷ୍କ ହୋଇଯାଉଛି, ଯାହାକି ଚିନ୍ତାର ବିଷୟ…

କେବଳ ଅଲଭି ତେଲ ନୁହେଁ ଏବେ ଲଗାନ୍ତୁ ଏହି ତେଲ ମାସ୍କ, ଦୂର ହେବ ସବୁ କେଶ ସମସ୍ଯା

ଲମ୍ବା ଏବଂ ମଜବୁତ କେଶ ପ୍ରତ୍ଯେକ ଯୁବତୀଙ୍କ ପସନ୍ଦ ରହିଥାଏ। ଏମିତି କିଛି ମହିଳାଙ୍କର କେଶ ଅତ୍ଯନ୍ତ ଦୁର୍ବଳ ଏବଂ ରୁକ୍ଷ ହୋଇଥାଏ। ତେଣୁ ଏମିତି କିଛି ଘରୋଇ ଉପାୟ ଇଣ୍ଟରନେଟ ସର୍ଚ୍ଚ କରି ଆପଣ ପାଇଯିବେ। କାଷ୍ଟର ଅଏଲ ଅର୍ଥାତ୍ ଜଡା ତେଲ କେଶକୁ ମଜବୁତ କରିବା ଏବଂ କେଶ ଝଡିବାରୁ ମୁକ୍ତି…

କେଶ ଝଡିବା ସହ ସମସ୍ତ ସମସ୍ୟାରୁ ମୁକ୍ତି ଦେବ ଏହି ହେୟାରମାସ୍କ, ଏମିତି କରନ୍ତୁ ବ୍ୟବହାର

ତ୍ୱଚାକୁ ଯେଭଳି ସୁନ୍ଦର ରଖିବା ଜରୁରୀ ହୋଇଥାଏ, ସେପରି କେଶକୁ ମଧ୍ୟ ଆକର୍ଷଣ ଏବଂ ମଜବୁତ ରଖିବା ନିତାନ୍ତ ଜରୁରୀ। ଗରମ ଦିନରେ ଅତ୍ୟଧିକ ତାପମାତ୍ରା ଯୋଗୁଁ ଝାଳ ବାହାରିଥିଥାଏ। ମୁଣ୍ଡରେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ୍‌ ଝଡିବା ଭଳି ସମସ୍ୟା ଦେଖାଦିଏ। ଆଜି ଆମେ ଆପଣଙ୍କୁ ଏପରି ଏକ…