ଖରାଦିନେ ଝାଳ ବାହାରି ଆପଣଙ୍କ କେଶ ଦୁର୍ଗନ୍ଧ କରୁଛି କି…ତ ଫଟାଫଟ୍ ଏହି ଘରୋଇ ଉପଚାର କରନ୍ତୁ
ଖରାଦିନେ ଆମ ସମସ୍ତଙ୍କର ଝାଳ ସମସ୍ୟା ରହିଥାଏ। ଶାରୀରିକ ପରିଶ୍ରମ, ଭାବନାତ୍ମକ ଉତ୍ତେଜନା, ଆନୁବଂଶିକ ହର୍ମୋନ ଅସନ୍ତୁଳନ ଏବଂ ବଢ଼ୁଥିବା ତାପମାତ୍ରା ଝାଳର କେତେକ ପ୍ରମୁଖ କାରଣ ହୋଇଥାଏ। ଝାଳ ଯୋଗୁ ଶରୀରରେ ଫଙ୍ଗଲ ଇନ୍ଫେକ୍ସନ ବି ହୋଇପାରେ। ବେଳେବେଳେ ତ୍ୱଚାରେ ଥିବା ବ୍ୟାକ୍ଟେରିଆ ସହ…