Browsing Tag

hair tips

ରୁପି ସମସ୍ୟା ଯୋଗୁ ଚିନ୍ତିତ କି ? ଏହି ଉପାୟରେ କେଶରେ ଲଗାନ୍ତୁ ଆପଲ୍ ସାଇଡର୍ ଭିନେଗାର

କେଶରେ ରୁପି ସମସ୍ୟା ବଢିବା ସହିତ ମୁଣ୍ଡ କୁଣ୍ଡେଇ ହେବା ମଧ୍ୟ ଆରମ୍ଭ କରେ । ବେଳେବେଳେ ମୁଣ୍ଡରେ ଏହି ସମସ୍ୟା ଅତ୍ୟଧିକ ହେବାକୁ ଲାଗିଥାଏ । ତେବେ ଗ୍ରୀଷ୍ମ ଋତୁରେ କେଶ ମଇଳା ହେବା ଯୋଗୁ ରୁପି ଅଧିକ ହେବାକୁ ଲାଗିଥାଏ । ଏପରି ପରିସ୍ଥିତିରେ ଆପଣ କେଶକୁ ସଫା ରଖିବା ଆବଶ୍ୟକ । କେଶରୁ ରୁପି…

ହୋଲି ଖେଳିବା ପୂର୍ବରୁ ମୁହଁ ଓ କେଶରେ ଲଗାନ୍ତୁ ଏହି ଜିନିଷ, କଲରର ହେବ ନାହିଁ କୌଣସି ରିଆକ୍ସନ୍‌

ଆଜିକାଲି ହୋଲିରେ ବଜାରରେ କେମିକାଲ କଲର ବହୁତ ମାତ୍ରାରେ ମିଳୁଛି । ଏହି କଲରଗୁଡ଼ିକ ଏତେ ଗାଢା ହୋଇଥାଏ, ଯେ ଗାଧୋଇବା ପରେ ମଧ୍ୟ ବଡିରୁ କଲର ଠିକ୍‌ ଭାବେ ଛାଡେନାହିଁ । ତେବେ କେଶ ଓ ମୁହଁରେ ରଙ୍ଗ ଲଗାଯିବା ପରେ ଏହାକୁ ବାହାର କରିବା କଷ୍ଟକର ହୋଇଯାଏ । ଯାହା ଫଳରେ ବେଳେବେଳେ ମୁହଁରେ…

ଧଳା କେଶକୁ କଳା କରିବ ପିଆଜ, ବ୍ୟବହାର କରିବା ସମୟରେ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଲୋକମାନଙ୍କର କେଶ ଅଳ୍ପ ବୟସରେ ଧଳା ହୋଇଯାଉଛି । ତେବେ ପରିସ୍ଥିତି ଏପରି ଯେ ପ୍ରଦୂଷଣ ହେତୁ କିମ୍ବା ଖାଦ୍ୟ ଏବଂ ଖରାପ ଲାଇଫ୍‌ଷ୍ଟାଇଲ୍‌ ଯୋଗୁ କେଶ ଧଳା ହେବା ସମସ୍ୟା ଦ୍ରୁତ ଗତିରେ ବଢି ଚାଲିଛି । କିନ୍ତୁ ଆପଣ ମାନେ କେତେବେଳେ ଚିନ୍ତା କରିଛନ୍ତି କି ପୂର୍ବ କାଳରେ ଲୋକଙ୍କ କେଶ…

ଶୀତଦିନରେ କେଶ ଶୁଷ୍କ ହୋଇଯାଉଛି କି ? ଏହି ୪ଟି ଉପାୟରେ ଦୂର କରନ୍ତୁ

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅଳସୁଆ ହୋଇଯାଆନ୍ତି । ଏହି ଦିନରେ ଲୋକଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ସେହିପରି ଭାବେ ଶୀତଦିନେ ହେଉଥିବା ଥଣ୍ଡା ଓ ପବନ ଯୋଗୁ କେଶ ସମସ୍ୟା ମଧ୍ୟ ହୋଇଥାଏ । ଅଧିକ ଥଣ୍ଡା ଲାଗିବା ହେତୁ କେଶର ଆଦ୍ରତା କମ ହେବା ସହ ଶୁଷ୍କ ମଧ୍ୟ ହୋଇଯାଏ ।…

କେଶରେ କଣ୍ଡିସନର ଲଗାଇବା ବେଳେ ଏହି ଭୁଲ୍ କରିଥାଆନ୍ତି ମହିଳା, ଜାଣନ୍ତୁ ଉପଯୋଗର ସଠିକ ଉପାୟ

ହେୟାର କଣ୍ଡିସନର କେଶକୁ ସଫ୍ଟ ଏବଂ ସିଲ୍କି ରଖିବାର କାମ କରିଥାଏ। କଣ୍ଡିସନର ବ୍ୟବହାର ନ କଲେ କେଶ ବହୁତ ରଫ୍ ଓ ରୁକ୍ଷ ହୋଇଯାଇଥାଏ। ବହୁତ ମହିଳା ଏମିତି ବି ଅଛନ୍ତି, ଯେଉଁମାନେ କଣ୍ଡିଶନର ଲଗାନ୍ତି, କିନ୍ତୁ ଏହାକୁ ଠିକ୍ ଢଙ୍ଗରେ ବ୍ୟବହାର କରନ୍ତି ନାହିଁ। ଆଜି ଆମେ ଆପଣଙ୍କୁ କଣ୍ଡିସନର…

କେଶ ଝଡ଼ିବାରୁ ମିଳିବ ମୁକ୍ତି, ଗୋଟିଏ ବି ଦେଖା ଯିବନି ଧଳା କେଶ, ଲଗାନ୍ତୁ ଦହିର ଏହି ସ୍ପେଶାଲ ହେୟାର ପ୍ୟାକ

ଦହି ହେୟାର ପ୍ୟାକ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାକୁ ଲଗାଇବା ଦ୍ୱାରା କେଶ ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟା ଯେପରି, କେଶ ଝଡ଼ିବା, କେଶ ଦୁର୍ବଳ ହୋଇଯିବା, କେଶ ପାଚିବା ଆଦି ଦୂର ହୋଇଯାଇଥାଏ। ଦହିର ଏହି ହେୟାର ପ୍ୟାକକୁ ଆପଣ ଚାହିଁଲେ ଘରେ ହିଁ ପ୍ରସ୍ତୁତ କରିପାରିବେ। ଶରୀରରେ ପୋଷକ…

ମୁଣ୍ଡରେ ଏମିତି ଉପାୟରେ ତେଲ ଲଗାଇଲେ କେଶ ମୂଳ ହେବନି ଦୁର୍ବଳ, ଜାଣି ରଖନ୍ତୁ କେଉଁ କଥା ଉପରେ ରଖିବାକୁ ହେବ ଧ୍ୟାନ

କେଶକୁ ସୁରକ୍ଷିତ ରଖିବା ସହଜ କାମ ନୁହେଁ। ଅନେକ ବାର ପ୍ରଦୂଷଣ ଏବଂ ରୂପି ସମସ୍ୟା ଯୋଗୁ କମ୍‌ ବୟସରୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ। କେଶର ଯତ୍ନ ବି ଠିକ୍‌ ଭାବେ ନ ନେଲେ ଆମକୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ସେହିପରି ମୁଣ୍ଡରେ ତେଲ ଲଗାଇବା ସମୟରେ କେତେକ ଭୁଲ୍‌ ଆମେ କରି ବସିଥାଉ,…

ଘରେ ବସି ଏହି ଉପାୟରେ କରନ୍ତୁ ହେୟାର ସ୍ପା, ମିଳିବ ଚମକଦାର ଏବଂ ମଜବୁତ କେଶ

ବର୍ଷା ଋତୁରେ ମହିଳାଙ୍କୁ ନିଜ କେଶର ଖାସ୍‌ ଯତ୍ନ ନେବା ଆବଶ୍ୟକ। କାରଣ ଏହି ସମୟରେ କେଶ ଚିପଚିପା ହୋଇଯାଏ। ନରମ ହୋଇଯିବା କାରଣରୁ କେଶ ମୂଳ ଦୁର୍ବଳ ହୋଇଯାଏ। ତେଣୁ ଏମିତିରେ ଜରୁରୀ ହୋଇଥାଏ କେଶର ଉଚିତ ଯତ୍ନ ନେବା। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଘରୋଇ ଉପାୟ। ଯାହାଦ୍ୱାରା ଆପଣ…