Browsing Tag

health benifit

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି । ୟୁରିକ୍ ଏସିଡ୍ ବର୍ତ୍ତମାନ ଲାଇଫ୍‌ ଷ୍ଟାଇଲ୍‌ର ଏକ ଗମ୍ଭୀର ରୋଗ ପାଲଟିଛି । ବାସ୍ତବରେ ଏହା ଆର୍ଥ୍ରାଇଟିସର ଏକ ଜଟିଳ ରୂପ, ଯେଉଁଥିରେ ୟୁରିକ୍ ଏସିଡ୍ ସ୍ଫଟିକ୍…

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଣସ ମଞ୍ଜି ଅଟା ଅତ୍ୟନ୍ତ ଲାଭଦାୟକ, ସୁଗାର ଲେବଲକୁ କରେ ନିୟନ୍ତ୍ରଣ

ଖରାପ ଖାଦ୍ୟ ଏବଂ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ଡାଇବେଟିସ୍‌ ଲୋକମାନଙ୍କ ମଧ୍ୟରେ ସବୁଠାରୁ ସାଧାରଣ ରୋଗରେ ପରିଣତ ହୋଇଛି । ତେବେ ଭାରତରେ ଡାଇବେଟିସ୍‌ ରୋଗୀମାନେ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି । ଏହି ରୋଗ ଯୁବକମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହାର ମୁଖ୍ୟ କାରଣ ହେଉଛି ଅସ୍ୱାସ୍ଥ୍ୟକର…

ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଇବାରେ ସାହାଯ୍ୟ କରିଥାଏ ଏହି ଉଦ୍ଭିଦ, ଜାଣନ୍ତୁ କିପରି କରିବେ ଏହାର ବ୍ୟବହାର

ବର୍ତ୍ତମାନ ସାରା ବିଶ୍ୱରେ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ତେବେ ଏହା ଏକ ଏପରି ରୋଗ ଯାହା ଆପଣଙ୍କୁ ପୂରା ଜୀବନ ପାଇଁ ହୋଇଥାଏ । ଏଥିପାଇଁ ଆପଣ ନିଜ ଲାଇଫ୍‌ଷ୍ଟାଇଲ୍‌କୁ ଠିକ୍‌ ଭାବେ ରଖିବାକୁ ପଡିବ, ଯାହା ଫଳରେ ଆପଣ ନିଜ ଡାଇବେଟିସ୍‌କୁ ସହଜରେ ନିୟନ୍ତ୍ରଣ…

କଣ ପାଇଁ ଅଧିକ ଦର ହୋଇଥାଏ ବାସୁମତି ଚାଉଳ? ଜାଣନ୍ତୁ ଏହାର କାରଣ

ଅନେକ ପ୍ରକାର ଚାଉଳ ଅଛି ହେଲେ ଲୋକ ବାସୁମତି ଚାଉଳକୁ ଅଧିକ ପସନ୍ଦ କରନ୍ତି । ଅନ୍ୟ ଚାଉଳ ଅପେକ୍ଷା ବାସୁମତି ଚାଉଳର ଦର ବଜାରରେ ଟିକେ ଅଧିକ ରହିଥାଏ । ତଥାପି ଲୋକମାନେ ଏହାକୁ କିଣି ଖାଇବା ପାଇଁ ଭଲ ପାଆନ୍ତି । ତେବେ ଜାଣନ୍ତୁ ବାସୁମତି ଚାଉଳରେ ଏମିତି କଣ ଅଛି ଯାହା ପାଇଁ ଲୋକମାନେ ଏହି…

କେତେ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ ଖାଦ୍ୟ, ଜାଣନ୍ତୁ ଏହା କିପରି ପ୍ରଭାବ ପକାଇଥାଏ

ବର୍ତ୍ତମାନ ଆଧୁନିକ ଜୀବନଶୈଳୀରେ ଲୋକଙ୍କ ପାଖରେ ସମୟ ନାହିଁ । ଲୋକମାନେ ସବୁବେଳେ ଚେଷ୍ଟା କରୁଛନ୍ତି କିପରି ଶୀଘ୍ର କାମ ସାରି ଅଫିସରେ ପହଞ୍ଚିବେ । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଖାଦ୍ୟ ରାନ୍ଧିବାରେ ନିଜର ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ବାହାର ଖାଦ୍ୟ ଖାଇ ସମୟ…

କେବଳ ନାଲି ପିଆଜ ନୁହେଁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ଧଳା ପିଆଜ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ପିଆଜ ଆମ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ଏପରି ଏକ ପନିପରିବା ଯାହା ବିନା ଅନେକ ରେସିପିର ସ୍ୱାଦ ବଦଳିଯାଏ।ଏହି କାରଣରୁ ଭାରତରେ ଏହାର ବ୍ୟବହାର ବହୁତ ଅଧିକ। ଏହା କେବଳ ସ୍ୱାଦକୁ ବଢାଏ ନାହିଁ ବରଂ ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦିଏ। ଏମିତିକି କିଛି ଲୋକ ଏହାକୁ…

Omega-3 Fatty Acid କ’ଣ ? ଜାଣନ୍ତୁ ଏହା ଆମ ଶରୀର ପାଇଁ କେତେ ଲାଭଦାୟକ

ସୁସ୍ଥ ରହିବା ପାଇଁ ଶରୀରକୁ ଅନେକ ଜିନିଷ ଦରକାର । ଏକ ସୁସ୍ଥ ଶରୀର ପାଇଁ ଯେତିକି ପ୍ରୋଟିନ୍, ଭିଟାମିନ୍, କ୍ୟାଲସିୟମ୍ ଜରୁରୀ ସେତିକି ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଆବଶ୍ୟକ। ଓମେଗା-୩ ହେଉଛି ଏପରି ଫ୍ୟାଟି ଏସିଡ୍, ଯାହା ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଶରୀର ଏହାକୁ ନିଜେ ତିଆରି…

ଆମ୍ବ ଖାଇବା ବେଳେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଖାଦ୍ୟ, ନଚେତ ଭୋଗିପାରନ୍ତି ସାଂଘାତିକ ସମସ୍ୟା

ଖରାଦିନରେ ଆମ୍ବ ଖାଇବା କିଛି ଲୋକଙ୍କୁ ପ୍ରିୟ ହେଇଥାଏ। ଯେହେତୁ ଏହା ସିଜିନ୍ ସମୟରେ ମିଳିଥାଏ ତେଣୁ ଆମ୍ବକୁ ଖାଇବା ପାଇଁ ଅନେକ ଲୋକ ଗ୍ରୀଷ୍ଣ ଋତୁକୁ ଅପେକ୍ଷା କରିରହିଥାନ୍ତି। ଆମ୍ବ କେବଳ ପାଟିକୁ ସ୍ବାଦ ଲାଗିନଥାଏ,ବରଂ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ ଯାହା ଶରୀରର ଉପକାର କରିଥାଏ।…

କେବଳ ଲେମ୍ବୁରୁ ହିଁ ମିଳିବ ଏହି ଦମଦାର ଫାଇଦା , ଏପରି କରନ୍ତୁ ବ୍ୟବହାର

ପ୍ରାୟ ସମସ୍ତଙ୍କ ଘରେ ସାଧାରଣ ଭାବେ ଲେମ୍ବୁ ରହିଥାଏ। ଏପରିକି ଏହାର ବ୍ୟବହାର ମଧ୍ୟ ଖୁବ ସରଳ ଏବଂ ସହଜ ହୋଇଥାଏ। ଲେମ୍ବୁ ଶରୀର ପାଇଁ ଖୁବ ଲାଭଦାୟକ। ଏଥିରେ କ୍ୟାଲସିୟମ୍, ମ୍ୟାଗନେସିୟମ୍, ପୋଟାସିୟମ୍, ଆଇରନ୍, ଭିଟାମିନ୍ ଏ,ସି, ବି ଏବଂ ପ୍ରଟୋନ୍ କାର୍ବୋହାଇଡ୍ରେଟ ଆଦି ପୋଷକ ରହିଥାଏ। ଏଣୁ…

ଅପଣଙ୍କ ଏହି ୫ଟି ଛୋଟ ଭୁଲ ଆୟୁଷ କରିଥାଏ ୫ ବର୍ଷ କମ

ବ୍ୟସ୍ତତା ଭରା ଜୀବନରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଖାଦ୍ୟପେୟରେ ସଠିକତା ନରହିବା କାରଣରୁ ନାହିଁ ନଥିବା ରୋଗର ସାମ୍ନା କରିବାକୁ ପଡ଼ିଥାଏ। କିନ୍ତୁ ଦୈନନ୍ଦିନ ଜୀବନରେ କିଛି ନିର୍ଦ୍ଦିଷ୍ଟ ଜିନଷକୁ ନଜରଅନ୍ଦାଜ କରିବା ଦ୍ବାରା ଆମ ଜୀବନରୁ କମ ହୋଇଥାଏ ୫ବର୍ଷ।…

ଗ୍ରୀନ୍ ଟି ରୁ ଅଧିକ ଲାଭଦାୟକ ବ୍ଳୁ ଟି ,ଶରୀର ସହ ତ୍ବଚାକୁ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବା ପାଇଁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ହର୍ବାଲ ଟିର କ୍ରେଜ୍ ବଢ଼ିବାରେ ଲଗିଛି। ଆଣ୍ଟି-ଅକ୍ସିଡ଼େଣ୍ଟରେ ଭରପୁର ହର୍ବାଲ ଚାରେ ଭରପୁର ରହିଥାଏ ଅନେକ ଔଷଧିୟ ଗୁଣ। ଯାହା ଶରୀରକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ତ୍ବଚାକୁ ଉଜ୍ବଳ ଏବଂ ଚମକଦାର କରିଥାଏ। ଆପଣଙ୍କୁ କହିବାକୁ…