Below header
Browsing Tag

heart attack

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍‌! ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ଟିଭି ଜଗତର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଦିଲ୍ଲୀର ସରକାରୀ ହସ୍ପିଟାଲ ଏମ୍ସରେ ଭର୍ତ୍ତି କରାଯାଇଛି।…

ସାଉଥ ଷ୍ଟାର ବିକ୍ରମଙ୍କ ସ୍ୱାସ୍ଥ୍ୟବସ୍ଥାରେ ହେଉଛି ଉନ୍ନତି, ହାର୍ଟ ଆଟାକ୍‌ ଯୋଗୁ ହସପିଟାଲରେ ହୋଇଥିଲେ ଭର୍ତ୍ତି

ସାଉଥ ଫିଲ୍ମ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର। ଗତକାଲି ହାର୍ଟ ଆଟାକର ଶିକାର ହେବା ପରେ ତାମିଲ୍ ଅଭିନେତା ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତାଙ୍କୁ କାୱେରୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି।…

ଆପଣଙ୍କର ହେଉଛି କି କମ ନିଦ? ତେବେ ଆପଣ ବି ଶିକାର ହୋଇପାରନ୍ତି ହୃଦରୋଗର 

କେନ୍ୟୁଜ୍(ବ୍ୟୁରୋ): କମ ନିଦ୍ରା ପାଇଁ ହୋଇପାରେ ହୃଦରୋଗ। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ ଆସୋସିଏସନ । ପୂର୍ବରୁ ୭ଟି କାରଣ ପାଇଁ ହେଉଥିଲା ହୃଦରୋଗ। ନିକୋଟିନ ସେବନ, ଶାରିରୀକ ପରିଶ୍ରମ, ଡାଏଟ, ଓଜନ ବୃଦ୍ଧି , ରକ୍ତ ସର୍କରା, କୋଲେଷ୍ଟ୍ରଲ…

ଅଚାନକ ଆପଣଙ୍କର ଝାଳ ବୋହୁଛିକି, ତେବେ ଜାଣି ରଖନ୍ତୁ ଆପଣଙ୍କ ଶରୀରରେ ଅଛି ଗମ୍ଭୀର ସମସ୍ୟା

ଖରାଦିନେ ଅଧିକ ପରିଶ୍ରମ କଲେ ଝାଳ ବୋହିବା ହେଉଛି ଅତି ସାଧାରଣ କଥା । କିଛି ଜଣଙ୍କର ତ ସବୁ ଋତୁରେ ଝାଳ ବୋହିଥାଏ । କିନ୍ତୁ ଯଦି ଜଣଙ୍କର ଅଚାନକ ଝାଳ ବାହାରୁଥାଏ ତେବେ ତାକୁ ନଜର ଅନ୍ଦାଜ କରିବା ଜମା ବି ଠିକ ନୁହେଁ । ଏକ୍ସପର୍ଟଙ୍କ କହିବା ଅନୁଯାୟୀ ଅଚାନକ ଝାଳ ବାହାରିଲେ ଜାଣିରଖନ୍ତୁ କି…

ହୃଦଘାତ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ ଓ ଆଗୁଆ ସତର୍କ ରୁହନ୍ତୁ

ମଣିଷ ଶରୀରରେ କିଛି ବି ଅସୁବିଧା ହେଲେ ତାହାର ଆଗୁଆ ସଙ୍କେତ ମିଳିଯାଏ। କିଛି ଜଣ ଏହାକୁ ଜାଣିଥାନ୍ତି କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଏହା ସମ୍ପର୍କରେ ଆଦୌ ସଚେତନ ନଥାନ୍ତି। ଆଜିକାଲିର ଚିନ୍ତା ବହୁଳ ଜୀବନରେ ଲୋକଙ୍କୁ ଅନେକ ରୋଗ ମାଡ଼ି ବସୁଛି। ଖାସ କରି ହୃଦରୋଗ ଜନିତ ସମସ୍ୟା। ଏହା ଏକ…

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ଆଜିଠୁ ଆରମ୍ଭ କରି ଦିଅନ୍ତୁ ଏହି ୫ଟି କାମ; ପାଖ ମାଡ଼ିବନି ବିପଦ…

ଫିଟ୍‌ ରହିବା ପାଇଁ ହାର୍ଟ ବା ହୃଦୟକୁ ମଧ୍ୟ ଫିଟ୍‌ ରଖିବା ବହୁତ ଜରୁରୀ। ସମସ୍ତେ ଜାଣନ୍ତି, ଦେଶରେ ଅଧିକାଂଶ ଲୋକଙ୍କ ଜୀବନ ହାର୍ଟ ଆଟାକ୍‌ କାରଣରୁ ଚାଲି ଯାଉଛି। ଏମିତିରେ ନିଜକୁ ସୁସ୍ଥ ରଖିବା ଉପରେ ଆପଣ ବିଶେଷ ଯତ୍ନବାନ ହେବା ଉଚିତ୍‌। ଆସନ୍ତୁ ଜାଣିବା, ହାର୍ଟକୁ ସୁସ୍ଥ ରଖିବା ପାଇଁ…

ମୁଣ୍ଡବିନ୍ଧା ପରେ ତୁରନ୍ତ ଖାଉଛନ୍ତି କି ପେନକିଲର୍? ହୋଇଯାଆନ୍ତୁ ସାବଧାନ୍! ମୃତ୍ୟୁର କାରଣ ହୋଇପାରେ ଏହି ଅଭ୍ୟାସ

ବ୍ୟସ୍ତବହୁଳ ଜୀବନଶୈଳୀ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ ଏବଂ ଡିପ୍ରେସନର ଶିକାର ହୁଅନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ୍ କିଲର ବ୍ୟବହାର କରନ୍ତି। ଯଦିଓ ସେମାନେ ଏହି ଔଷଧ ଖାଇବାର ତୁରନ୍ତ ଲାଭ ପାଆନ୍ତି, କିନ୍ତୁ ଦୀର୍ଘ ସମୟ ପାଇଁ ଏହା ଅତ୍ୟନ୍ତ…

ଡ୍ରାଇଭରଙ୍କୁ ଶହେ ସଲାମ୍‌! ହାର୍ଟ ଆଟାକ୍‌ ଆସିବା ପରେ ବି ସୁରକ୍ଷିତ ଭାବେ ୨୦ ପିଲାଙ୍କୁ ସ୍କୁଲରେ ପହଞ୍ଚାଇଲେ;…

ନିଜ କର୍ତ୍ତବ୍ୟକୁ ସମ୍ମାନ ଦେବା କ’ଣ, ତାହା ଶିଖାଇଛନ୍ତି ରାଜସ୍ଥାନର ଜଣେ ଡ୍ରାଇଭର। ଏହି ଘଟଣା ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଚାଲି ଆସିବ। ଏଥିସହ ଡ୍ରାଇଭରଙ୍କ ପ୍ରତି ଆପଣଙ୍କ ହୃଦୟରେ ଆହୁରି ସମ୍ମାନ ବଢ଼ିଯିବ। କାରଣ ଏହି ଡ୍ରାଇଭର ନିଜ ଜୀବନ କଥା ଚିନ୍ତା କରି ଡ୍ରାଇଭିଂ କରୁଥିବା…

ଶୀତଦିନେ କମ୍‌ ତାପମାତ୍ରା ଯୋଗୁଁ ଶରୀରର ଧମନୀ ସଂକୁଚିତ ହୋଇଯାଏ, ଯାହା ହାର୍ଟଆଟାକ୍‌ ସମସ୍ୟା ଆଣିଦିଏ

ମଣିଷ ଶରୀରରେ ହୃତପିଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରରେ ଅବିରତ ଭାବେ କାର୍ଯ୍ୟ କରୁଥାଏ କିନ୍ତୁ ଅନିୟମିତ ଖାଦ୍ୟପେୟ ପାଇଁ ଶରୀରରେ ହୃଦଘାତ ଭଳି ସମସ୍ୟା ଦେଖାଦେଇଥାଏ । ଶୀତଋତୁରେ ଅଧିକ ଥଣ୍ଡା ପାଇଁ ହୃତପିଣ୍ଡରେ ସମସ୍ୟା ସୃଷ୍ଟି ହେଇଥାଏ । ଯାହା ଫଳରେ ହୃଦଘାତ ସମସ୍ୟା…

ଏୟାର ଏସିଆ ବିମାନରେ ଯାଉଥିବାବେଳେ ମଝି ଆକାଶରେ ଯାତ୍ରୀଙ୍କୁ ହୃଦ୍‌ଘାତ, ଉଡିଗଲା ପ୍ରାଣବାୟୁ

ଭୁବନେଶ୍ବର(କେନ୍ଯୁଜ୍) : ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏୟାର ଏସିଆ ବିମାନରେ ଯାତ୍ରୀଙ୍କୁ ହୃଦ୍‌ଘାତ । ବସନ୍ତ କୁମାର ପାଶୱାନ (୪୦) ନାମକ ଜଣେ ବ୍ୟକ୍ତିଙ୍କର ହୃଦ୍‌ଘାତ ହେବାରୁ ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ହେଲେ ଯାତ୍ରୀ ଜଣଙ୍କ କ୍ୟାପିଟାଲ…

ଉଚ୍ଚ ରକ୍ତଚାପ ହୃଦଘାତକୁ ଆମନ୍ତ୍ରଣ କରେ, ଜାଣନ୍ତୁ ଜୀବନ ରକ୍ଷା କରିବା ପାଇଁ ଏହାର ସରଳ ପ୍ରତିକାର

ଉଚ୍ଚ ରକ୍ତଚାପ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଗଲାଣି। ଯଦି ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ନ ଦିଆଯାଏ ତେବେ ଅନ୍ୟ ରୋଗ ଜନ୍ମ ହୋଇପାରେ। ଉଚ୍ଚ ରକ୍ତଚାପ ସାଧାରଣତ ଚିହ୍ନଟ ହୁଏ ନାହିଁ । କାରଣ ଏହାର କୌଣସି ଚିହ୍ନ ଏବଂ ଦୃଶ୍ୟମାନ ଲକ୍ଷଣ ନ ଥାଏ। ତେଣୁ ଆମେ ଏହାକୁ ନୀରବ ଘାତକ…

ବାପାଙ୍କ ଫଟୋରେ ମାଳା ଚଢ଼ାଉଥିବା ବେଳେ ହୃଦ୍‌ଘାତ, ନିଜ ଜନ୍ମଦିନରେ ହିଁ ଚାଲିଗଲେ ପୂର୍ବତନ ବିଧାୟକ

ନିଜର ୫୯ତମ ଜନ୍ମଦିନରେ ହିଁ ଡିଏମକେର ପୂର୍ବତନ ବିଧାୟକ ଭୀରାପାଣ୍ଡି ଏ ରାଜାଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସେ ତାଙ୍କ ଦିବଂଗତ ବାପା ତଥା ପୂର୍ବତନ ମନ୍ତ୍ରୀ ଭୀରାପାଣ୍ଡି ଏ ଅରୁମୁଗମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏ ରାଜାଙ୍କର ପତ୍ନୀ…