Browsing Tag

heart attack

ଏୟାର ଏସିଆ ବିମାନରେ ଯାଉଥିବାବେଳେ ମଝି ଆକାଶରେ ଯାତ୍ରୀଙ୍କୁ ହୃଦ୍‌ଘାତ, ଉଡିଗଲା ପ୍ରାଣବାୟୁ

ଭୁବନେଶ୍ବର(କେନ୍ଯୁଜ୍) : ରାଞ୍ଚିରୁ ଚେନ୍ନାଇ ଯାଉଥିବା ଏୟାର ଏସିଆ ବିମାନରେ ଯାତ୍ରୀଙ୍କୁ ହୃଦ୍‌ଘାତ । ବସନ୍ତ କୁମାର ପାଶୱାନ (୪୦) ନାମକ ଜଣେ ବ୍ୟକ୍ତିଙ୍କର ହୃଦ୍‌ଘାତ ହେବାରୁ ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ହେଲେ ଯାତ୍ରୀ ଜଣଙ୍କ କ୍ୟାପିଟାଲ…

ଉଚ୍ଚ ରକ୍ତଚାପ ହୃଦଘାତକୁ ଆମନ୍ତ୍ରଣ କରେ, ଜାଣନ୍ତୁ ଜୀବନ ରକ୍ଷା କରିବା ପାଇଁ ଏହାର ସରଳ ପ୍ରତିକାର

ଉଚ୍ଚ ରକ୍ତଚାପ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଗଲାଣି। ଯଦି ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ନ ଦିଆଯାଏ ତେବେ ଅନ୍ୟ ରୋଗ ଜନ୍ମ ହୋଇପାରେ। ଉଚ୍ଚ ରକ୍ତଚାପ ସାଧାରଣତ ଚିହ୍ନଟ ହୁଏ ନାହିଁ । କାରଣ ଏହାର କୌଣସି ଚିହ୍ନ ଏବଂ ଦୃଶ୍ୟମାନ ଲକ୍ଷଣ ନ ଥାଏ। ତେଣୁ ଆମେ ଏହାକୁ ନୀରବ ଘାତକ…

ବାପାଙ୍କ ଫଟୋରେ ମାଳା ଚଢ଼ାଉଥିବା ବେଳେ ହୃଦ୍‌ଘାତ, ନିଜ ଜନ୍ମଦିନରେ ହିଁ ଚାଲିଗଲେ ପୂର୍ବତନ ବିଧାୟକ

ନିଜର ୫୯ତମ ଜନ୍ମଦିନରେ ହିଁ ଡିଏମକେର ପୂର୍ବତନ ବିଧାୟକ ଭୀରାପାଣ୍ଡି ଏ ରାଜାଙ୍କ ଦେହାନ୍ତ ହୋଇଯାଇଛି। ଶନିବାର ସେ ତାଙ୍କ ଦିବଂଗତ ବାପା ତଥା ପୂର୍ବତନ ମନ୍ତ୍ରୀ ଭୀରାପାଣ୍ଡି ଏ ଅରୁମୁଗମଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ। ଏ ରାଜାଙ୍କର ପତ୍ନୀ…

ଘରେ ବି କରିପାରିବେ ହାର୍ଟ ଆଟାକର ଚିିକିତ୍ସା, ଜାଣନ୍ତୁ କେମିତି ନିଜକୁ କରିବେ ରକ୍ଷା

ବର୍ତ୍ତମାନ ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି। ଆଧୁନିକ ଯୁଗର ଅନିୟମିତ ଜୀବନଶୈଳୀ, ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ସେବନ,କମ୍ ଶାରିରୀକ ପରିଶ୍ରମ ଏବଂ ମାନସିକ ଚିନ୍ତା ଆଦି ହୃଦଘାତର ମୁଖ୍ୟ କାରଣ ପାଲଟିଛି। ହୃଦଘାତରୁ ମୁକ୍ତି ପାଇବା ପାଇଁ ବର୍ତ୍ତମାନ ଆଧୁନିକ ଉପାୟରେ…

କେମିତି ରୋକିବେ ହାର୍ଟ ଆଟାକ୍‌, ଏହାକୁ ରୋକିବାକୁ ଜାଣନ୍ତୁ  ଉପାୟ

ରକ୍ତ ସଂଚାଳନ କରୁଥିବା ଧମନୀରେ ହଠାତ୍‌ ବ୍ଲକେଜ ହେବା ଯୋଗୁ ହୋଇଥାଏ ହାର୍ଟ ଆଟାକ୍‌ । ହାର୍ଟ ଆପଣଙ୍କ ପୁରା ଶରୀରକୁ ଭଲ ବ୍ଲଡ ଯୋଗାଇ ଥାଏ । ରକ୍ତରେ ଥିବା ଅକ୍ସିଜେନ୍‌ ଓ ପୋଷକ ତତ୍ତ୍ୱ ପୁରା ଶରୀରକୁ ଯୋଗାଇଥାଏ । ଯାହାଦ୍ୱାର ଶରୀର ପ୍ରତ୍ୟେକ ଅଙ୍ଗ ଭଲ ଭାବେ କାର୍ଯ୍ୟ କରିଥାଏ । ବୟସ…

‘ଗନ୍ଦି ବାତ୍‌’ ଫେମ୍‌ ଗହନା ବଶିଷ୍ଠଙ୍କୁ ପୁଣି ହାର୍ଟ ଆଟାକ୍‌, ଏବେ ଫୁସ୍‌ଫୁସ୍‌ ବି କାମ କରୁନଥିବା ସୂଚନା

ପର୍ଣ୍ଣ ଫିଲ୍ମ କରୁଥିବା ଅଭିଯୋଗରେ କିଛିଦିନ ପୂର୍ବରୁ ଜେଲରୁ ଫେରିଥିବା ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ହାର୍ଟ ଆଟାକ୍‌ ହୋଇଛି। ଏଣୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଖବର ଆସିଛି ଯେ ଅଭିନେତ୍ରୀଙ୍କ ଫୁସ୍‌ଫୁସ୍‌ ବି କାମ କରିବା ବନ୍ଦ କରିଦେଇଛି। ତାଙ୍କୁ CPB…

WHO ର ଚେତାବନୀ : ଦୀର୍ଘ ସମୟ ବସି କାମ କରୁଥିବା ଲୋକଙ୍କୁ ହାର୍ଟ ଆଟାକ ଆଶଙ୍କା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ମୁତାବକ ଦୀର୍ଘ ସମୟ ଧରି କାମ କରୁଥିବା ବ୍ୟକ୍ତିଙ୍କୁ ହୃଦ ରୋଗ ଏବଂ ଷ୍ଟ୍ରୋକ୍‌ ର ବହୁତ ସମ୍ଭାବନା ଥାଏ । ଏହି କାରଣରୁ ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥାଏ । ୨୦୧୬ ରେ ଅଧିକ ସମୟ ଧରି କାମ କରୁଥିବା ଲୋକଙ୍କ ମଧ୍ୟରେ ହୃଦ ରୋଗ…

କୋଭିଡ ପରେ ହାର୍ଟଆଟାକ ସମସ୍ୟାରୁ ମୁକ୍ତି ପାଇଁ ମାନନ୍ତୁ ଏହି ନିୟମ, ଦେଖନ୍ତୁ ଏହି ଭିଡିଓ

କରୋନା ଭାଇରସର ଦ୍ୱିତୀୟ ଲହର ଏବେ ଖୁବ ସାଘାଂତିକ ହେବାରେ ଲାଗିଛି । ଦେଶ ଦୁନିଆରେ ମାତ୍ରାଧିକ ଲୋକ କରୋନାରେ ସଂକ୍ରମିତ ହେଲେଣି । ମୃତ୍ୟୁ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । କରୋନରୁ ସୁରକ୍ଷିତ ରହିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନ ବାର୍ତ୍ତା ମଧ୍ୟ ଦିଆଯାଉଛି । ଘରେ ରହିବା ସହ…

ହୃଦଘାତ ଜନିତ ସମସ୍ୟାକୁ ଦୂର କରିବା ପାଇଁ ନିୟମିତ ଗ୍ରହଣ କରନ୍ତୁ ଏହି ସବୁ ଖାଦ୍ୟ

ସାଧାରଣତଃ ଦୈନନ୍ଦିନ ଜୀବନରେ ଉପୁଜୁଥିବା ସମସ୍ୟାର ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଏହାଦ୍ୱାରା ଆମ ଶରୀରରେ ଅନେକ ସମସ୍ୟା ଦେଖିବାକୁ ମିଳେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମଣିଷ ଚିନ୍ତାଗ୍ରସ୍ତ ହୋଇଯାଏ। ସମୟକ୍ରମେ ଏହା ଆମକୁ ବୋଝ ଉପରେ ନଳିତା ବିଡ଼ା ଭଳି ମନେହୁଏ। ଦୁଃଶ୍ଚିନ୍ତା କାରଣରୁ…

ଏମିତି ବି ଆସେ ମୃତ୍ୟୁ! ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ; ଦେଖନ୍ତୁ ପୂରା ଭିଡିଓ

ଲାଇଭ୍‌ ମ୍ୟାଚ୍‌ ବେଳେ ଚାଲିଗଲା କ୍ରିକେଟରଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ପୁନେରେ। ଏଠାରେ ଲାଇଭ୍‌ ମ୍ୟାଚ୍‌ ବେଳେ ନନ୍‌ ଷ୍ଟ୍ରାଇକର ଏଣ୍ଡରେ ଛିଡା ହୋଇଥିବା ଜଣେ ଖେଳାଳିଙ୍କର ହାର୍ଟ ଆଟାକ୍‌ ଯୋଗୁ ମୃତ୍ୟୁ ଘଟିଛି। ଏହି ଖେଳାଳି ପୁନେରେ ଆୟୋଜିତ ଏକ ଲୋକାଲ ଟୁର୍ଣ୍ଣାମେଣ୍ଟରେ…

ବାଥରୁମରେ ଅଧିକ ହୋଇଥାଏ ହାର୍ଟ ଆଟାକ୍‌, ଜାଣନ୍ତୁ ଏପରି ହେବାର ପ୍ରକୃତ କାରଣ

ପ୍ରାୟ ସମୟରେ ଏମିତି ଶୁଣିବାକୁ ମିଳିଥାଏ ଯେ କେହି କେହିଙ୍କୁ ବାଥରୁମରେ ହିଁ ଅଧିକ ହାର୍ଟଆଟାକ ହୋଇଥାଏ କିମ୍ବା କାର୍ଡିଆକ୍‌ ଆରେଷ୍ଟ ହୋଇଥାଏ। ଏମିତି ହୃଦଘାତ କେବେବି କେଉଁଠି ବି ଆସିପାରେ। କିନ୍ତ ବାଥରୁମରେ ଏମିତି ଘଟିବାର ଅଧିକ ଘଟଣା ସାମ୍ନାକୁ ଆସୁଛି। ଅନେକ ପ୍ରତିଷ୍ଠିତ ବ୍ୟକ୍ତି…

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହୃଦ୍‌ଘାତ, ଛାତିରେ ଯନ୍ତ୍ରଣା ପରେ ହସପିଟାଲରେ ହେଲେ ଭର୍ତ୍ତି

ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହଠାତ୍ ଅସୁସ୍ଥ ହୋଇପଡିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଗାଙ୍ଗୁଲିଙ୍କୁ କଲିକତାର ଉଡଲ୍ଯାଣ୍ଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର…