Browsing Tag

heat wave warning

ଆକାଶରୁ ବର୍ଷୁଛି ନିଆଁ; ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି  । ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ । ଆଜି ଓ ଆସନ୍ତାକାଲି ପାଇଁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସ୍ଥିତି ଯାହା ଥିଲା ଆହୁରି…

ତାତିରୁ ମିଳୁନି ତ୍ରାହି, ୨୬ରୁ ପୁଣି ବଢିବ ଖରା

 ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ତ୍ରାହି। ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳିରେ ରାଜ୍ୟବାସୀ ଅତିଷ୍ଠ । କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିକୁ କମଇ ପାରିନାହିଁ । ଗତକାଲି ୪୩.୮ ଡିଗ୍ରୀ ସହ ଦେଶର ସବୁଠୁ ଉତ୍ତପ୍ତ ସହର…

ଗୁଳୁଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ, ଆଗାମୀ ୨ଦିନ ଯାଏ ୩ରୁ ୫ଡିଗ୍ରୀ ବଢିବ ଦିନର ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଖରାର ପ୍ରକୋପ ଜାରି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୯ଟା ପରଠାରୁ ବଢୁଛି ଖରାର ପ୍ରକୋପ। ଟାଣ ଖରା ଯୋଗୁଁ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ଦେଶର ଉତ୍ତର ପଶ୍ଚିମ ଭାଗରୁ ରାଜ୍ୟ ମଧ୍ୟକୁ ଶୁଖିଲା ଓ ଉତ୍ତପ୍ତ ବାୟୁ…

ମେ’ ରେ ଅନୁଭୂତ ହେବ ଭୀଷଣ ତାତି: ସ୍ୱାଭାବିକ ଠାରୁ ଅଧିକ ରହିବ ପାରଦ

ଭୁବନେଶ୍ୱର (କେନ୍ୟୁଜ): ମେ' ମାସରେ ଭୀଷଣ ତାତି ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାକୁ ଅଧିକ ରହିବ ପାରଦ । ଭାରତୀୟ ପାଣିପାଗ ବିଭାଗ ଏମିତି ପୂର୍ବାନୁମାନ କରିଛି । ଓଡ଼ିଶାରେ ମେ ମାସରେ ସ୍ୱାଭାବିକଠାରୁ ଅଧିକ ରହିପାରେ ତାପମାତ୍ରା । ଅଧିକ ହେବ ଗରମ । ସ୍ୱାଭାବିକଠାରୁ ଅଧିକ…

ଦିନ ବଢ଼ିବା ସହ ବଢୁଛି ତାତି: ଉପକୂଳରୁ ଉପାନ୍ତ; ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): କଲବଲ କରୁଛି ତାତି । ତ୍ରାହି ମିଳୁନି । ଉପକୂଳରୁ ଉପାନ୍ତ, ଉତ୍ତରରୁ ପଶ୍ଚିମ ସବୁଠି ଅସହ୍ୟ ଗରମ । ଦିନ ବଢ଼ିବା ସହ ତାତି ବଢୁଛି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା । ତତଲା କଡେଇରେ ଭାଜି ହେଉଛି ଓଡ଼ିଶା । ପଦାକୁ ବାହାରିଲେ ଯେମିତି ଦେହ ମୁହଁ ପୋଡ଼ି ଯାଉଛି । ଆଜି…

ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ, ଅଗ୍ନି ବର୍ଷା ସହ ଝାଞ୍ଜିରେ ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ତାତିରୁ କେବେ ମିଳିବ ତ୍ରାହି ? ତତଲା ତାଓ୍ଵାରେ ଭାଜି ହେଉଛି ସାରା ଓଡ଼ିଶା । ତାପମାତ୍ରା କମିବାର ନାଁ ଧରୁନି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ସକାଳ ୯ଟାରୁ ଆକାଶରୁ ଅଗ୍ନିବର୍ଷା ଆରମ୍ଭ ହୋଇଯାଉଛି । ଦିନ ୧୨ଟା ସୁଦ୍ଧା ଅଧିକାଂଶ ସହରରେ ୪୦ ଡିଗ୍ରୀ ପାର କରୁଛି…

ଆଉ ତିନି ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି, ୪ ଜିଲ୍ଲାକୁ ଜାରି ହୋଇଛି ହିଟ୍‌ୱେଭ ୱାର୍ଣ୍ଣିଂ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଖରାର ପ୍ରକୋପ ଜାରି । ଦୁଇ ତିନି ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି । ବାୟୁମଣ୍ଡଳରେ ଆର୍ଦ୍ରତା ବଢିବା ଯୋଗୁଁ ପ୍ରବଳ ଗୁଳୁଗୁଳି ଆହୁରି ଅସ୍ତବ୍ୟସ୍ତ କରିଛି । କାଲି ପାଇଁ ୪ ଜିଲ୍ଲାକୁ ଜାରି ହୋଇଛି ହିଟ୍‌ୱେଭ ୱାର୍ଣ୍ଣିଂ । ଆଜି ସବୁଠୁ ଉତ୍ତପ୍ତ ସହର…

ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଡହଡହ ତାତି । ମୁଣ୍ଡଫଟା ଖରା । ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ପଶ୍ଚିମ । ଆକାଶରୁ ନିଆଁ ବର୍ଷୁଛି । ତତଲା ତାଓ୍ଵା ପାଲଟିଛି ସାରା ଓଡ଼ିଶା । ଗତକାଲି ରାଜ୍ୟରେ ୨୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ୪୩.୫ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା…

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

ଶ୍ରାବଣ ମାସରେ ବି ମୁଣ୍ଡଫଟା ଖରା: ରାଜ୍ୟରେ ୧୧ଟି ସହରର ତାପାମତ୍ରା ୩୫ ଡିଗ୍ରୀରୁ ଅଧିକ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ବଢୁଛି ପାରଦ । ବିଭିନ୍ନ ସ୍ଥାନରେ ବଢୁଚି ଦିନର ତାପମାତ୍ରା । ସ୍ୱାଭାବିକ ତାପମାତ୍ରା ପାଖାପାଖି ୫ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧୧ଟି ସହରରେ ଦିନର ତାପାମତ୍ରା ୩୫ ଡିଗ୍ରୀ କିମ୍ବା ଅଧିକ ରେକର୍ଡ…

ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି: ୭ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି, ରଜ ପୂର୍ବରୁ ଓଡ଼ିଶା ଛୁଇଁବନି ମୌସୁମୀ !

ଭୁବନେଶ୍ବର(କେନ୍ୟୁଜ): ଭୟଙ୍କର ତାତି। ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳିରେ ଛଟପଟ ଜନଜୀବନ। ଉପକୂଳରେ ଗୁଳୁଗୁଳି କଲବଲ କରୁଥିବାବେଳେ ପଶ୍ଚିମରେ ତାତି ବଳବତ୍ତର ରହିଛି। ଦୁଇ ଦିନ ହେବ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି। ଗତକାଲି ଦୁଇଟି ସହରରେ ତାପମାତ୍ରା ୪୫ଡିଗ୍ରୀ ପାର୍‌…

ଗୁଜରାଟ ପଟୁ ଆସୁଥିବା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ଯରେ ବଢ଼ୁଛି ତାତି, ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ…

ଭୁବନେଶ୍ବର(କେନ୍ୟୁଜ୍‌): ଡେଉଁଛି ପାରଦ । ବଢୁଛି ତାତି । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି । ୧୩ ତାରିଖ ଯାଏ ନିସ୍ତାର ନାହିଁ । ଗୁଜରାଟ ପଟୁ ପ୍ରଭାବିତ ଶୁସ୍କ ବାୟୁ ପ୍ରଭାବରେ ତାତି ବଢ଼ୁଛି । ଆଜି ୮ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ…