Browsing Tag

heavy rain

ଆଜିଠୁ ରାଜ୍ୟରେ ୪ଦିନ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଭୁବନେଶ୍ୱର (କେନ୍ୟୁଜ):  କିଛି ଦିନର ନୀରବତା ପରେ ପୁଣି ଥରେ ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ । ଆଜିଠାରୁ ରାଜ୍ୟରେ ବର୍ଷା ହେବ । ୪ଦିନ ପ୍ରବଳ ବର୍ଷା ନେଇ ଆଳର୍ଟ କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଯାଜପୁର, କଟକ, ଢେଙ୍କାନାଳ,…

ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ପୁଣି ରାଜ୍ୟରେ ସକ୍ରିୟ ହେବ ମୌସୁମୀ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷିପାରେ । ଏବେ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ଆସନ୍ତା…

ଉତ୍ତରାଖଣ୍ଡ ନୈନିତାଲରେ ବର୍ଷାର ପ୍ରକୋପ, ନାଳରେ ଭାସିଗଲା ଯାତ୍ରୀବାହୀ ବସ୍‌: ଦେଖନ୍ତୁ ଭିଡିଓ

ଅଳ୍ପକେ ରକ୍ଷା ପାଇଲେ ଯାତ୍ରୀ । ବଡ ଦୁର୍ଘଟଣାରେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍‌ । ବର୍ଷାରେ ଏକ ଯାତ୍ରୀବାହୀ ବସ୍‌ ଭାସିଯାଇଥିବାର ଭିଡିଓ ଭାଇରଲ ହେଉଛି । ବସରେ ୩୫ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଜେସିବି ସହାୟତାରେ ଉଦ୍ଧାର କରାଯାଇଛି । ବସ ଡ୍ରାଇଭର ପ୍ରବଳ ବର୍ଷା ପାଣି ସୁଅରେ ବସଟିକୁ…

କଲବଲ କରୁଛି ଲଗାଣ ବର୍ଷା; ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କଲେ ଜିଲ୍ଲାପାଳ

(କେନ୍ୟୁଜ): ରାଜଧାନୀଠୁ ଆରମ୍ଭ କରି ଉପକୂଳ ପର୍ଯ୍ୟନ୍ତ ସବୁଠି ତୁହାକୁ ତୁହା ବର୍ଷା ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଆଜି ବି ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାରୁ ରାଜ୍ୟର ୮ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନବାଡ଼ିକୁ ଛୁଟି ଘୋଷଣା କରାଯାଇଛି । ପିଲାଙ୍କ ସୁରକ୍ଷାକୁ…

ଆଜି ମୁଣ୍ଡଳୀ ଦେଇ ଯିବ ହେବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ, ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC

କଟକ  (କେନ୍ୟୁଜ): ବଢୁଛି ମହାନଦୀର ଜଳସ୍ତର । ହୀରାକୁଦର ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ମହାନଦୀ । ଆଜି ମୁଣ୍ଡଳୀ ଦେଇ ଯିବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ । ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ମହାନଦୀ ଅବବାହିକାର ଜିଲ୍ଲାପାଳମାନଙ୍କୁ ସତର୍କ…

ଲଗାଣ ବର୍ଷାରେ ଅଧା ଓଡ଼ିଶାର ହାଲ ବେହାଲ: ସକାଳ ୮:୩୦ ଯାଏ ୧୦ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

(କେନ୍ୟୁଜ): ଲଗାଣ ବର୍ଷାରେ ଅଧା ଓଡ଼ିଶାର ହାଲ ବେହାଲ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ । ଭୀଷଣ ବର୍ଷା ପାଇଁ ସକାଳ ୮ଟା ୩୦ ଯାଏ ୧୦ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାକୁ ରେଡ୍‌…

ମୋଟ ୧୪ଟି ସମ୍ବେଦନଶୀଳ ଡ୍ରେନ ଉପରେ ବିଏମସି ନଜର,ଘଟଣାସ୍ଥଳ ବୁଲି ଦେଖିଛନ୍ତି ବିଏମସି ମେୟର

କେନ୍ୟୁଜ୍(ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ସ୍ଥିତି ବେହାଲ ହୋଇପଡ଼ିଛି । ମୁଖ୍ୟତଃ ସୌଭାଗ୍ୟ ନଗର, କସମପଲ୍ଲୀ, ସୁବାସ ନଗରବାସୀ, ଭୀମଟଙ୍ଗୀ, ଜଗମୋହନ ନଗର, ପ୍ରଚୀ ବିହାର, ପୋଖରୀପୁଟ୍‌, ନୟାପଲ୍ଲୀ ଭଳି ଅଞ୍ଚଳରେ ଘରେ ପାଣି ପଶିବା ଯୋଗୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି…

ସମ୍ବଲପୁରରେ ଅବିରତ ବର୍ଷା : ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପଶିଲା ପାଣି

ସମ୍ବଲପୁ (କେନ୍ୟୁଜ): ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲାରେ ବୁଡିଲା ମନ୍ଦିର । ରାସ୍ତା ଓ ବ୍ରିଜ ଉପରେ ପାଣିର ସୁଅ । ବିଭିନ୍ନ ସ୍ଥାନରୁ ସାମନାକୁ ଆସିଛି ଜଳବନ୍ଦୀ ସ୍ଥିତିର ଦୃଶ୍ୟ । ଲଗାଣ ବର୍ଷା ଯୋଗୁ ମାନେଶ୍ୱର ମାନ୍ଧାତା ଶିବ ମନ୍ଦିରରେ ପାଣି ପଶିଛି । ବେଢାରେ ଜମି ରହିଛି ପାଣି ।…

ବର୍ଷାରେ ମନ୍ଦିର ଭିତରେ ପଶିଲା ପାଣି : ଅଧା ବୁଡିଗଲେ ମା’ ପାଟଣେଶ୍ୱରୀ

ବଲାଙ୍ଗିର (କେନ୍ୟୁଜ): ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ବଲାଙ୍ଗିର ଜିଲ୍ଲା । ସହରରେ ଥିବା ପାଟଣେଶ୍ୱରୀ ମନ୍ଦିରରେ ବର୍ଷା ପାଣି ପଶିଛି । ମାଆଙ୍କ ମୂର୍ତ୍ତି ବି ବୁଡିଯାଇଛି । ମନ୍ଦିର ଭିତରେ ଲହଡି ଭାଙ୍ଗୁଛି ବର୍ଷା ପାଣି । ପମ୍ପ ଯୋଗେ ମନ୍ଦିରରୁ ପାଣି ନିଷ୍କାସନ କରାଯାଉଛି । ସେହିପରି…

ଜାରି ରହିଛି ବର୍ଷା: କେନ୍ଦୁଝର ଜୁଡ଼ିଆ ଘାଟିରେ ଭୂସ୍ଖଳନ, ଯାତାୟତ ଠପ୍‌

କେନ୍ଦୁଝର (କେନ୍ୟୁଜ): ଲଗାଣ ବର୍ଷାରେ ଭିଜୁଛି କେନ୍ଦୁଝର ଜିଲ୍ଲା । ଗତକାଲି ତୁହାକୁ ତୁହା ବର୍ଷିଥିଲା । ଆଜି ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦୁଝର ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ବେହାଲ୍‌ ହୋଇଛି ତେଲକୋଇ ଅଞ୍ଚଳ । ଗତକାଲି…

ବର୍ଷା ପାଇଁ ସ୍ଥିତି ସଙ୍ଗୀନ : କେଉଁଠିକୁ ଯୋଗାଯୋଗ ବିଚ୍ଛିନ୍ନ ତ କେଉଁଠି ସ୍କୁଲରେ ଝୁଲୁଛି ତାଲା

କେନ୍ଦୁଝର/ବଲାଙ୍ଗିର/ବୌଦ୍ଧ(କେନ୍ୟୁଜ୍): ଲଘୁଚାପ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ସକ୍ରିୟ ରହିଛି ଗଭୀର ଅବପାତ । ଏହାର ପ୍ରଭାବରେ ଆଜି ବି ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ କେତେକ ସ୍ଥାନରେ ଅତି ଭୀଷଣ ବର୍ଷା ସମ୍ଭାବନା ରହିଛି ।…

୫ ଘଣ୍ଟାରେ ଭୟଙ୍କର ବନ୍ୟା ! ଗତ ଅର୍ଦ୍ଧଶତାବ୍ଦୀ ଭିତରେ ଏମିତି ବର୍ଷା ଦେଖିନଥିଲେ ରାଜଧାନୀବାସୀ

ଭୁବନେଶ୍ୱର(କେନ୍ୟୁଜ): ଲଗାଣ ବର୍ଷାରେ ଟ୍ଵିନ୍‌ସିଟିର ହାଲ୍‌ ବେହାଲ୍‌। ବୁଡ଼ିଲା ରାଜଧାନୀ, ଚାଲିଲା ବୋଟ୍‌। ବିଜୁଳି ଘଡ଼ଘଡ଼ି ସହ ରାଜଧାନୀରେ ମୂଷଳଧାରାରେ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା । ଅପରାହ୍ନରୁ ନିର୍ଘାତ ବର୍ଷିଲା । ରାତି ଯାଏ ନିସ୍ତାର ମିଳିଲାନି । କହିବାକୁ ଗଲେ ଏମିତି…