Below header
Browsing Tag

heavy rain

ଲଘୁଚାପ ପ୍ରଭାବରେ ରାଜ୍ୟରେ କାଲିଠୁ ବଡ଼ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଉପରେ ଲଘୁଚାପ ପ୍ରଭାବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଓଡ଼ିଶା- ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ରହିଛି। ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ଏହାର ପ୍ରଭାବରେ ଆଗାମୀ ୫ଦିନ ଯାଏ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ। କେତେକ…

ରାଜ୍ୟରେ ସକ୍ରିୟ ହୋଇଛି ମୌସୁମୀ, ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଜାରି ରହିଛି ବର୍ଷା । ଏଥିସହ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ବି ସକ୍ରିୟ ରହିଛି । ଏହାର ପ୍ରଭାବରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଫଳରେ ଆଗକୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ଆଜି ଓ ଆସନ୍ତାକାଲି ଦୁଇ ଦିନ…

ବର୍ଷାରେ ବେହାଲ ମାଲକାନଗିରି: ସମସ୍ତ ବ୍ରିଜ୍‌ ଉପରେ ୩ରୁ ୪ ଫୁଟ ଉଚ୍ଚର ପାଣି, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି (କେନ୍ୟୁଜ): ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ଜିଲ୍ଲା । ବିଭିନ୍ନ ପୋଲ ଉପରେ ଚାଲୁଛି ପାଣି । ମୋଟୁ ଠାରୁ ରାଞ୍ଚି ବିଜୟୱାଡା କରିଡର ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି। କୁଇଗୁର ବ୍ରିଜ ଉପରେ ୪ ଫୁଟର ପାଣି ପ୍ରବାହିତ…

ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ, ୨୫ ତାରିଖ ଯାଏ ପ୍ରବଳ ବର୍ଷିବ

କେନ୍ୟୁଜ୍(ବ୍ୟୁରୋ): ପଛକୁ ପଛ ଲଘୁଚାପ । ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ । ଆସୁଛି ବଡ଼ ବର୍ଷା । ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି । ୨୫ ତାରିଖ ଯାଏ ପ୍ରବଳ ବର୍ଷିବ । ୨୪…

ଇସ୍‌ଲାମାବାଦରେ ତମ୍ବୁ ଉପରେ ଭୁଶୁଡ଼ିଲା ନିର୍ମାଣାଧୀନ କାନ୍ଥ, ୧୩ ଶ୍ରମିକଙ୍କ ପ୍ରାଣବାୟୁ ଉଡ଼ିଲା

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାନ୍ଥ ନିକଟରେ ବସିଥିବା ଏହି ଶ୍ରମିକମାନେ ହଠାତ୍‌ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, କୋଠାଟି ଇସଲାମାବାଦର…

ସକ୍ରିୟ ଘୂର୍ଣ୍ଣିବଳୟ: ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍‌) : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଆଣୁଛି ବଡ଼ ବର୍ଷା । ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷିବ । ୨୨ ତାରିଖ ଯାଏ ଲାଗି ରହିବ ବର୍ଷା । ଆଜି ପାଇଁ ୧୩ ଜିଲ୍ଲାକୁ…

୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ, ୪ ଦିନ ଯାଏ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଏଥିସହ ମୌସୁମୀ ସକ୍ରିୟ ରହିଛି । ୪ ଦିନ ଯାଏ ପ୍ରବଳ ବର୍ଷିବ। ପୁଣି ୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୦ରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ୧୮ ତାରିଖ…

ସୃଷ୍ଟି ହେଲା ଲଘୁଚାପ, ୫ ଦିନ ପ୍ରବଳ ବର୍ଷିବ, ୧୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ସୃଷ୍ଟି ହେଲା ଲଘୁଚାପ । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର ଓଡ଼ିଶା-ପାର୍ଶ୍ୱବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଓ ଝାଡଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୦ ତାରିଖ ଯାଏ ୫ ଦିନ ପ୍ରବଳ…

୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା, ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ SRCଙ୍କ ପକ୍ଷରୁ ଆଲର୍ଟ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ସବୁ ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଆଲର୍ଟ କରାଯାଇଛି । ପ୍ରବଳ ବର୍ଷା ପ୍ରଭାବରେ ଅଚାନକ ବନ୍ୟା, ବନ୍ୟା ଭଳି…

ଆସୁଛି ବଡ଼ ବର୍ଷା ! ୧୯ କିମ୍ବା ୨୦ ତାରିଖ ବେଳକୁ ଲଘୁଚାପ ସମ୍ଭାବନା 

କେନ୍ୟୁଜ୍(ବ୍ୟୁରୋ): ଚଳିତ ମୌସୁମୀ ଋତୁରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ  । ରାଜ୍ୟର ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ  । କଳାହାଣ୍ଡିରେ ଅତ୍ୟଧିକ ସର୍ବନିମ୍ନ ବର୍ଷା,ଦେବଗଡ଼ରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  । ଦେବଗଡ଼ରେ ସ୍ୱାଭାବିକ ତୁଳନାରେ ୪୨% ଅଧକ ବର୍ଷା ହୋଇଛି ।…

ଏ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା, ୧୬ ତାରିଖ ପରେ ରାଜ୍ୟରେ ପାଗ ବଦଳିବ

କେନ୍ୟୁଜ୍(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳରେ ଘୂର୍ଣ୍ଣିବଳୟ। ସମୁଦ୍ର ପତ୍ତନରୁ ୩.୧ କିମି ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସମ୍ଭାବନା । ଚଳିତ ମାସର ତୃତୀୟ ଓ ଚତୁର୍ଥ ସପ୍ତାହରେ ଦୁଇଟି ଲଘୁଚାପ ସମ୍ଭାବନା ରହିଛି। ଏନେଇ ଅନ୍ତର୍ଜାତୀୟ…

ବର୍ଷା ପ୍ରକୋପ: କେଦାରନାଥ-ଗଙ୍ଗୋତ୍ରୀ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡ, ହିମାଚଳ ଏବଂ ମନାଲିରେ ଫସିଛନ୍ତି ପର୍ଯ୍ୟଟକ

ଉତ୍ତରାଖଣ୍ଡରେ ଲଗାତାର ହେଉଥିବା ପ୍ରବଳ ବର୍ଷା ହେତୁ କେଦାରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି । ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବାରୁ ରାସ୍ତା ସବୁ ଭାଙ୍ଗିଯାଇଛି । ଏହି କାରଣରୁ ଟ୍ରାଫିକ୍ ପ୍ରଭାବିତ ହୋଇଛି। ଏଥି ସହ ଉତ୍ତରାଖଣ୍ଡରେ ବର୍ଷା ପ୍ରକ୍ରିୟା ଜାରି ରହିବ ବୋଲି ପାଣିପାଗ ବିଭାଗ…