Below header
Browsing Tag

high court

ମହଙ୍ଗା ପଡ଼ିଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଦାଲତ ଅବମାନନା, ୩ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ୫ ହଜାର ଲେଖାଏ…

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସହ ତିନି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଦାଲତ ଅବମାନନା ମହଙ୍ଗା ପଡିଛି । ଅଦାଲତ ଅବମାନନା ମାମଲାରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ପ୍ରଦୀପ କୁମାର ଦାଶ, ଯାଜପୁର ଡିଇଓ କୃଷ୍ଣଚନ୍ଦ୍ର ନାୟକ, ଜଗତସିଂହପୁର ଡିଇଓ ସପନ କୁମାର ଜେନା ଓ ପୁରୀ…

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନ ଓ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କଟକ ଜିଲ୍ଲାପାଳ, ସିଏମସି କମିଶନର, ଯାଇକା ପ୍ରକଳ୍ପ ନିର୍ଦ୍ଦେଶକ, ଆର ଆଣ୍ଡ ବି ସୁପରିଟେଡେଣ୍ଡ ଇଂଜିନିୟର ବ୍ୟକ୍ତିଗତ ହାଜର ହେବା ସହ…

ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି, ଅକ୍ଟେବାର ୨୮ରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ହେବ…

କଟକ: ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି । କାଲିଠୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ନଭେମ୍ବର ୨ରେ ଖୋଲିବ ହାଇକୋର୍ଟ । ଅକ୍ଟେବାର ୨୮ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଏସ୍‌.କେ.ମିଶ୍ର, ଓ…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଶୁଣାଣି

କଟକ: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି! ହାଇକୋର୍ଟରେ ଆଜି ହେବ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ସାତଟି ସ୍ଲାବରେ ଫି’ ହ୍ରାସ କରିବାକୁ ରାଜ୍ୟ ସରକାର ହାଇକୋର୍ଟରେ ପ୍ରସ୍ତାବ ରଖିଛନ୍ତି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ…

ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲା, ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ଵର: ଭୁବନେଶ୍ଵର ନାବାଳିକା ଗଣଦୁଷ୍କର୍ମ ମାମଲାର ଆଜି ହାଇକୋର୍ଟରେ ହେବ ଶୁଣାଣି । ଗତ ସୋମବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି । ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି ।…

ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ଆସନ୍ତା ୧୩ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କଟକ: ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ସାନି ସତ୍ୟପାଠ ଦାଖଲ କଲେ ପୋଲିସ କମିଶନର। ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଜବାବ ଦାଖଲ କରାଯାଇଛି। ୧୨ ତାରିଖ ସୁଦ୍ଧା ପ୍ରତିଜବାବ ଦାଖଲ କରିବେ ଆବେଦନକାରୀ। ଆସନ୍ତା ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।…

କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଓଡିଶା ହାଇକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା । ଗତ ୧ ତାରିଖରେ ଏହି ମାମଲାର…

କାହିଁକି ଖୋଲୁ ନାହିଁ ମନ୍ଦିର ? ଏସବୁ ରହିଛି ମୁଖ୍ୟ କାରଣ

କେନ୍ୟୁଜ୍‌: କରୋନା କାୟା ଭିତରେ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ଅନୁଷ୍ଠାନ । କାହିଁକି ଖୋଲୁ ନାହିଁ ମନ୍ଦିର ? ହାଇକୋର୍ଟରେ ସତ୍ୟପାଠ ଜରିଆରେ ଏସମ୍ପର୍କିତ ମାମଲାରେ ପକ୍ଷ ରଖିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଦର୍ଶାଇଛନ୍ତି, ମନ୍ଦିର ଭିତରେ ସାମାଜିକ ଦୂରତା ରଖିବା କଠିନ ହୋଇଯିବ ।…

ପୂଜା ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ, ରାଜ୍ୟରେ ସମସ୍ତ ପୂଜାରେ ଚାରି ଫୁଟର ହେବ ମୂର୍ତ୍ତି

କଟକ: ମଣ୍ଡପରେ ଦୁର୍ଗ ପୂଜା ଓ ବିଭିନ୍ନ ପୂଜାକୁ ନେଇ ରାଜ୍ୟ ସରକାର ଯେଉଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ସେଥିରେ କୌଣସି ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କୋଭିଡ ଗାଇଡଲାଇନରେ କିଛି ପରିବର୍ତ୍ତନ କରି କଟକ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଯେଉଁ ଆବେଦନ ହୋଇଥିଲା…

ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ଶୁଣାଣି ହୋଇପାରେ । ରାଜ୍ୟ ସରକାର କରିଥିବା ଗାଇଡ୍‌ ଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲା ବାଲୁବଜାର ପୂଜା କମିଟି । ଦାୟର ମାମଲାରେ କଟକ ସହରର ୨୧ଟି ପୂଜା ମଣ୍ଡପ ମଧ୍ୟ ଏହି ଅଭିଯୋଗ ଆଣିଛନ୍ତି । ଗାଇଡ୍‌ ଲାଇନ ଅନୁଯାୟୀ…

କଟକରେ ହେବ ଶାରଦୀୟ ଦୁର୍ଗା ପୂଜା, କୋଭିଡ ନିୟମ ପାଳିବା ବାଧ୍ୟତାମୂଳକ

କଟକ(କେ ନ୍ୟୁଜ): କଟକରେ ହେବ ଶାରଦୀୟ ଦୁର୍ଗାପୂଜା । ଏନେଇ ଓଡିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ କୋଭିଡ ଗାଇଡ୍‌ଲାଇନକୁ ମାନି ଦୁର୍ଗାପୂଜା କରାଯିବ ବୋଲି ସର୍ତ୍ତ ରଖାଯାଇଛି । କେନ୍ଦ୍ରର ଗାଇଡ୍‌ଲାଇନ ଅନୁଯାୟୀ ହିଁ ସ୍ଥିର ନିୟମ କାନୁନ ସ୍ଥିର କରିବେ ସରକାର । ପାରମ୍ପରିକ…

ଜୁଲାଇ ୩୧ ଯାଏଁ ଲକଡାଉନ ଜିଲ୍ଲା ଗୁଡିକରେ କୋର୍ଟ ବନ୍ଦ, ଗୁରୁତ୍ବପୂର୍ଣ୍ଣ ଥିଲେ ଭର୍ଚୁଆଲ ମୋଡରେ ହେବ ବିଚାର

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୩୧ ଯାଏଁ ହାଇକୋର୍ଟ ବନ୍ଦ। ଲକଡାଉନ ଜିଲ୍ଲା ଗୁଡିକରେ ମଧ୍ୟ ଜୁଲାଇ ୩୧ ଯାଏଁ କୋର୍ଟ ବନ୍ଦ ରହିବ । ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା,ଗଞ୍ଜାମ,କଟକ,ଯାଜପୁର। ଏହି ଜିଲ୍ଲା ଗୁଡିକରେ ଟ୍ରିବ୍ୟୁନାଲ ମଧ୍ୟ ବନ୍ଦ ରହିବ।  ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ବିଚାର…