Browsing Tag

hirakud

ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌, ସମୁଦାୟ ୨୮ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ଜଳ

ସମ୍ବଲପୁର(କେନ୍ଯୁଜ୍): ଖୋଲିଲା ହୀରାକୁଦର ଆଉ ୪ ଗେଟ୍‌ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ମହାନଦୀ । ଜଳସ୍ତର ବୃଦ୍ଧି ପାଉଥିବାରୁ ପର୍ଯ୍ୟାୟକ୍ରମେ ହୀରାକୁଦ ଡ୍ୟାମର ଗେଟ୍‌ ଖୋଲାଯାଉଛି। ବର୍ତ୍ତମାନ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍

କେନ୍ଯୁଜ୍: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ପୁଣି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ଖୋଲିଛି। ସମୁଦାୟ ୮ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ୨୪ତାରିଖରେ ୬ଟି ଗେଟ ଖୋଲାଯାଇଥିଲା। ଆଜି ପୁଣି ଆଉ ୨ଟି ଗେଟ ଖୋଲାଯାଇଛି। ବର୍ତ୍ତମାନ…

ହୀରାକୁଦ ଜଳଭଣ୍ଡାରର ଖୋଲିଲା ଦୁଇଟି ସୁଇସ ଗେଟ୍,ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପ୍ରଥମ ପର୍ଯ୍ୟାୟରେ ୨ଟି ଗେଟ୍‌ ଖୋଲାଯାଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଗେଟ ଖୋଲାଯାଇଥିଲା। ଗେଟ୍‌ ଖୋଲିବା ନେଇ ହୀରାକୁଦ କର୍ତ୍ତୁର୍ପକ୍ଷ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡରେ…

ହୀରାକୁଦରୁ ଆଜି ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୧୧ଟାରେ ବନ୍ୟା ପାଣି ନିଷ୍କାସନ କରାଯିବ । ପ୍ରଥମ ପର୍ଯ୍ୟାୟର ବାମପଟ ସ୍ପିଲୱେର ପାଖାପାଖି ୭ରୁ ୧୦ଟି ଗେଟ ଖୋଲାଯିବ । ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ…

ଜୁଲାଇ ୧୧ ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୧୧ରେ ହୀରାକୁଦରୁ ଛଡ଼ାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ। ସକାଳ ୧୧ଟାରେ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟାଜଳ। ବାମପଟ ସ୍ପିଲୱେର ୭ନଂ ସ୍ଲୁଇସ ଗେଟରୁ ବନ୍ୟାଜଳ ନିଷ୍କାସନ ନେଇ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀର ଉପରମୁଣ୍ଡରେ…

କମୁଛି ହୀରାକୁଦ ଜଳସ୍ତର: ଗତବର୍ଷ ଠାରୁ ୧୦ ଫୁଟ ତଳକୁ ଖସି ଆସିଛି ପାଣି

ସମ୍ବଲପୁର: ଛାନିଆ କଲାଣି ହୀରାକୁଦ ଜଳଭଣ୍ଡାର। ଉପର ମୁଣ୍ଡରୁ ଆସୁନି, କମୁଛି ଜଳସ୍ତର। ଗତବର୍ଷ ଠାରୁ ୧୦ ଫୁଟ ତଳକୁ ପାଣି ଖସି ଆସିଛି। ଗତବର୍ଷ ଆଜିର ଦିନରେ ୬୨୪. ୧୨ ଫୁଟ ଥିବାବେଳେ ଆଜି ୬୧୪.୭୯ ଫୁଟରେ ପହଁଚିଛି। ପ୍ରତିଦିନ ପ୍ରାୟ ୦.୨୦ ଫୁଟ ହାରରେ ପାଣି କମୁଛି। ସ୍ଥିତି ଏପରି ହେଲାଣି…

ହୀରାକୁଦରୁ ଆସିଲା ରିପୋର୍ଟ, ଚଳିତବର୍ଷ ଆସିଛନ୍ତି ୯୮ ପ୍ରଜାତିର ପକ୍ଷୀ

ସମ୍ବଲପୁର: ହୀରାକୁଦରୁ ଆସିଲା ପକ୍ଷୀ ରିପୋର୍ଟ । ଚଳିତବର୍ଷ ଶୀତ ଋତୁରେ ହୀରାକୁଦ ଜଳଭଣ୍ଡାରକୁ ଆସିଛନ୍ତି ୯୮ ପ୍ରଜାତିର ପକ୍ଷୀ । ମୋଟ ୧ ଲକ୍ଷ ୨୪ ହଜାର ୮୬୪ ପକ୍ଷୀ ଆସିଥିବା ଜଣାପଡିଛି । ଏଥିରେ ୪୧ ପ୍ରଜାତିର ବିଦେଶୀ ପକ୍ଷୀ ଅଛନ୍ତି । ଗତବର୍ଷ ତୁଳନାରେ ଏଥର ୨୫ ହଜାର ଅଧିକ ପକ୍ଷୀ…

ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ: ବର୍ତ୍ତମାନ ୨୪ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ

ସମ୍ବଲପୁର : ହୀରାକୁଦର ଆଉ ୪ଟି ଗେଟ୍‌ ବନ୍ଦ।  କମିଛି ବନ୍ୟା ପାଣି ପ୍ରବେଶ । ଖସୁଛି ମହାନଦୀର ଜଳସ୍ତର । ଏବେ ହୀରାକୁଦର ମୋଟ୍ ୨୪ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଡ୍ୟାମ୍‌ର ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ ରହିଥିବା ବେଳେ ଏବେ ଜଳସ୍ତର ୬୨୫.୯୧ ଫୁଟ୍‌ ରହିଛି। ହୀରାକୁଦ…

ବନ୍ଦ ହେଲା ହୀରାକୁଦର ୪ଟି ଗେଟ, ୩୬ଟି ସୁଇସ୍‌ ଗେଟ୍‌ ଦେଇ ବନ୍ୟାଜଳ ହେଉଛି ନିଷ୍କାସିତ

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତି ଆଣି ଦେଉଛି ବନ୍ୟାଜଳ। ଗତ କାଲିଠାରୁ ହୀରାକୁଦ ଡ୍ୟାମର ଗୋଟିଏ ପରେ  ଗୋଟିଏ ଗେଟକୁ ବନ୍ଦ କରି ଦିଆଯଉଛି । ଯାହା ଫଳରେ ନଦୀର ଜଳ ସ୍ତର ଧିରେ ଧିରେ କମିବାରେ ଲାଗିଛି। ଗତକାଲି ବାଳମ୍ବିତ ରାତିରେ  ବନ୍ଦ ହେଲା ହୀରାକୁଦର ୪ଟି ଗେଟ। ବର୍ତ୍ତମାନ ୩୬ଟି ସୁଇସ୍‌…

ପ୍ରବଳ ବର୍ଷା ଯୋଗୁ ବଢିଲା ହୀରାକୁଦ ଜଳସ୍ତର, ପୁଣି ଖୋଲିଲା ୧୫ଟି ଗେଟ୍

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦର ୧୫ଟି ଗେଟ୍‌। ଗତକାଲି ୧୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିଲା। ଜଳସ୍ତର ବଢିବାରୁ ପୁଣି ୨ଟି ଗେଟ୍‌ ଖୋଲାଯାଇଛି। ବର୍ତ୍ତମାନ ୧୫ଟି ଗେଟ୍‌ ଦଇ ବନ୍ୟାଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୧୯.୧୫ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି…

ବର୍ତ୍ତମାନ ହୀରାକୁଦର ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର:  ବନ୍ଦ ହେଉଛି ହୀରାକୁଦ ଡ୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍‌। ଉପରମୁଣ୍ଡରେ ବର୍ଷା କମିବା ଫଳରେ ଖୋଲା ରହିବା ଗେଟ୍ ଭିତରୁ ଏବେ ୧୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୧୬.୫୪ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ…

ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ହେଉଛି ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର: ଧିରେ ଧିରେ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି ।  ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ୬୧୬ଫୁଟ ଅତିକ୍ରମ କରିଛି ଜଳସ୍ତର। ବର୍ତ୍ତମାନ ୨ଲକ୍ଷ ୬୧ହଜାର ୧୬୩କ୍ୟୁସେକ୍‌ ଜଳ ନିଷ୍କାସିତ…