Below header
Browsing Tag

hirakud

ଲଗାଣ ବର୍ଷା ଫଳରେ ପୁଣି ଖୋଲିଲା ହୀରାକୁଦ ଗେଟ୍, ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ୨ଲକ୍ଷ ୧୨୪ଫୁଟର ପାଣି

ସମ୍ବଲପୁର: ପ୍ରବଳ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଉପର ଓ ତଳ ମୁଣ୍ଡରେ ଲଗାଣ ବର୍ଷା କାରଣରୁ ଖୋଲିଲା ହୀରାକୁଦ ଗେଟ୍‌ । ଏବେ ମୋଟ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି । ଶନିବାର ୮ଟି ଗେଟ୍‌ ଖୋଲାଯାଇ ଥିବାବେଳେ ରବିବାର ଆଉ ୨ଟି ଗେଟ୍‌ ଖୋଲାଯାଇଛି । ଫଳରେ ମୋଟ ୧୨ଟି…

ପୁଣି ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍ ଖୋଲିଲା । ଏହାକୁ ମିଶାଇ ମୋଟ ୧୫ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫.୮୩ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୮୧,୨୨୪ କ୍ୟୁସେକ ଜଳ ପ୍ରବେଶ , ୨ଲକ୍ଷ ୩୯୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏହାପୂର୍ବରୁ…

ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ କରାଯାଇଛି ହୀରାକୁଦ ବନ୍ଦ ପାଳନ, ୫ଦିନ ହେବ ଚାଲିଛି ଆନ୍ଦୋଳନ

ସମ୍ବଲପୁର(କେନ୍ୟୁଜ୍): ହୀରାକୁଦରେ ୧୨ଘଣ୍ଟିଆ ବନ୍ଦ। ବିଭିନ୍ନ ଦାବିରେ ସଫେଇ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସଫେଇ କର୍ମଚାରୀ ମାନଙ୍କୁ ଠିକା ସଂସ୍ଥା ଦୁଇ ମାସ ହେଲା ଦରମା ଦେଉନଥିବାବେଳେ କର୍ମଚାରୀମାନେ ESI ସମ୍ପର୍କିତ କୌଣସି ସୁବିଧା ସୁଯୋଗ ପାଉନାହାଁନ୍ତି। ଏହାର…

ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳସ୍ତର, ଆଜି ଖୋଲିଲା ଆଉ ୭ଟି ଗେଟ୍‌

ସମ୍ବଲପୁର(କେନ୍ୟୁଜ୍):  ଲଗାଣ ବର୍ଷାରେ ପୁଣି ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳପତ୍ତନ । ଏହାକୁ ଦୃଷ୍ଟିରେ ରଖି ଆଜି ଆଉ ୭ଟି ଗେଟ୍‌ ଖୋଲାଯାଇଛି। ଏବେ ୧୪ଟି ଗେଟ୍‌ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ସୂଚନା ଅନୁସାରେ ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୮୧ ଫୁଟ । ପ୍ରତି…

ଅଗଷ୍ଟ ୧୪ରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ, ସୂଚନା ଦେଲେ ଡ୍ୟାମ୍‌ କର୍ତ୍ତୃପକ୍ଷ

ଆସନ୍ତା ଅଗଷ୍ଟ ୧୪ ତାରିଖରେ ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟା ଜଳ । ଦିନ ୧୧ଟାରେ ପୂଜାର୍ଚ୍ଚନା କରାଯିବା ପରେ ହୀରାକୁଦର ପ୍ରଥମ ଗେଟ୍‌ ଖୋଲାଯିବ । ଏନେଇ ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ଏବେ…

ହୀରାକୁଦ ଜଲଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର

ସମ୍ବଲପୁର(କେନ୍ୟୁଜ୍) : ହୀରାକୁଦ ଜଲଭଣ୍ଡାରରେ ବଢିବାରେ ଲାଗିଛି ଜଳସ୍ତର। ବର୍ତ୍ତମାନ ଜଳସ୍ତର ରହିଛି ୬୦୭.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧ଲକ୍ଷ ୯ହଜାର ୬୮୫ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୬ହଜାର ଘନଫୁଟ ଜଳ। ଗତକାଲି ଉପରମୁଣ୍ଡରେ ୮୬.୩୭ ମିଲିମିଟର…

ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର

କେନ୍ୟୁଜ୍ : ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ବର୍ତ୍ତମାନ ଜଳସ୍ତର ରହିଛି ୫୯୯.୯୭ ଫୁଟ। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୫ହଜାର ୬୨୬ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୧୩ହଜାର ୨୧୬ ଘନଫୁଟ ଜଳ। ତେବେ ଉପର ମୁଣ୍ଡରେ ବର୍ଷା ଲାଗି ରହିବା…

ଖୋଲିଲା ହୀରାକୁଦ ଗେଟ୍ : ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ

ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍‌ । ବର୍ତ୍ତମାନ ମୋଟ୍‌ ୧୩ଟି ଗେଟ୍‌ ନେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ୩୬ ଘଣ୍ଟା ପରେ ହୀରାକୁଦ ଜଳ କଟକ ନରାଜରେ ପହଞ୍ଚିବ । ଏଥିପାଇଁ ପ୍ରଶାସନ ସଜାଗ ରହିଛି । ସେପଟେ ବର୍ଷା କମିଥିବାରୁ ବନ୍ୟାର ଆଶଙ୍କା ନଥିବା ଏସ୍‌ଆରସି କହିଛନ୍ତି । ହୀରାକୁଦ…

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ !

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ବଢଥିବା ବେଳେ ଆସନ୍ତାକାଲି ହୀରାକୁଦ ଗେଟ୍ ଖୋଲିବା ନେଇ ସୂଚନା ରହିଛି। ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ସୂଚନା ଅନୁଯାୟୀ, ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୭୬,୯୦୯…

୧୨ ଘଣ୍ଟିଆ ହୀରାକୁଦ ବନ୍ଦ ପାଳନ ଡାକରା

ସମ୍ବଲପୁର: ବିଜେପି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଠପ୍ ହୋଇଯାଇଛି ଗାଡି ଚଳାଚଳ। ଗତକାଲି ସମ୍ବଲପୁର ମହାନଗର ନିଗମର ଆବର୍ଜନା ବୁହା ହାଇୱା ଗାଡି ଧକ୍କାରେ ଅରୁଣ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ଓ…