Browsing Tag

holi’

ଏମିତି ବି ଆସେ ମୃତ୍ୟୁ: ଅଧାରେ ରହିଗଲା ରଙ୍ଗ ଖେଳ, ଝିଅକୁ ନେଇ ଘରକୁ ଫେରୁଥିବା ବେଳେ ଘଟିଲା ଏହି ହୃଦୟଥର ଘଟଣା

ସୋର: ପୂରା ହୋଇପାରିଲା ନାହିଁ ରଙ୍ଗ ଖେଳ । ବେରଙ୍ଗ ହୋଇଗଲା ହୋଲି ପର୍ବ । କିଛି ସମୟ ଭିତରେ ବଜାରରୁ ରଙ୍ଗ କିଣି ଝିଅକୁ ନେଇ ଘରକୁ ଫେରିଥାନ୍ତେ ବାପା । ପୂରା ପରିବାର ସହିତ ମିଶି ଖେଳିଥାନ୍ତେ ହୋଲି । ହେଲେ ବାପ-ଝିଅର ସବୁ ସ୍ୱପ୍ନ ଅଧାରେ ରହିଗଲା । ହଠାତ ଚାଲିଆସିଲା କଳା ବାଦଲ। ବାଇକ…

ହୋଲି ଖେଳିବା ପରେ ଏମିତି ଛଡାନ୍ତୁ ରଙ୍ଗ, ରହିବନି ଟିକିଏ ବି ଦାଗ

ରଙ୍ଗର ପର୍ବ ହୋଲି। ଏହି ପର୍ବରେ ରଙ୍ଗ ଖେଳିବାରେ ଯେତିକି ମଜା ଆସିଥାଏ ସେତିକି କଷ୍ଟ ଦେହରୁ ରଙ୍ଗ ଛଡାଇବା। ମୁଣ୍ଡ ଠାରୁ ଆରମ୍ଭ କରି କେଶ ପର୍ଯ୍ୟନ୍ତ ଖାଲି ରଙ୍ଗ ହିଁ ରଙ୍ଗ। କିଛି ଲୋକମାନେ ଏହି କାରଣରୁ ମଧ୍ୟ ରଙ୍ଗ ଖେଳିବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଯଦି ଆପଣ ରଙ୍ଗ ଖେଳିବା ସମୟରେ…

ଫିକା ପଡ଼ିପାରେ ହୋଲି ! ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ପାଗରେ ହେଲା ପରିବର୍ତ୍ତନ । ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ହେଲେ ଫିକା ପଡ଼ିପାରେ ହୋଲି । ୧୫ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ବରଗଡ଼ ଆଦି ଜିଲ୍ଲାରେ ବର୍ଷା ହୋଇପାରେ । ୩୦ରୁ…

ହୋଲି ପାଇଁ ମେଲିଛି ରଙ୍ଗର ପସରା, ରଙ୍ଗ କିଣିବାକୁ ନେଇ ଚଳଚଞ୍ଚଳ ଜଟଣୀ ସହର

ଖୋର୍ଦ୍ଧା(କେନ୍ୟୁଜ୍‌): ଆସୁଛି ରଙ୍ଗର ପର୍ବ ହୋଲି । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ବାଣିଜ୍ୟକ ପେଣ୍ଠ ସ୍ଥଳ ଜଟଣୀ ସହରର ପ୍ରତ୍ୟେକ ହୋଲସେଲର ବା ସିଜନ୍ ହାଉସରେ ଖୁଚୁରା ବେପାରୀ ମାନଙ୍କର ଭିଡ ଲାଗିରହିଛି । ଅନ୍ୟପଟେ ହୋଲସେଲର ବ୍ୟବସାୟୀ ପରିବହନ ବିଭାଗର ଚେକିଂ ଚାଲିଥିବାରୁ ଚଳିତ ବର୍ଷ…

ହୋଲି ରଙ୍ଗର କୁପ୍ରଭାବରୁ କେଶକୁ ସୁରକ୍ଷିତ ରଖିବାକୁ ଆପଣାନ୍ତୁ ଏସବୁ ଟିପ୍ସ

ହୋଲି ଅର୍ଥାତ୍‌ ରଙ୍ଗ ଖେଳ, ମଜାମସ୍ତି, ଖାଇବାପିଇବା ତଥା ଉତ୍ସବର ମାହୋଲ। ହୋଲି ଦିନ ଚାରିଆଡ଼େ ରଙ୍ଗ ହିଁ ରଙ୍ଗ ଦେଖିବାକୁ ମିଳେ। ଏହି ଦିନ ପରିବେଶ ରଙ୍ଗୀନ ହୋଇଯାଏ। କିନ୍ତୁ ବେଳେ ଅସାବଧାନତାବଶତଃ ହୋଲିରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ପରସ୍ପରକୁ ରଙ୍ଗ ଲଗାଇବା…

ଜାଣନ୍ତୁ କାହିଁକି ପାଳନ କରାଯାଏ ହୋଲି ଏବଂ ଏହାର ପୌରାଣିକ ମହତ୍ୱ

ହୋଲି ପର୍ବ ଅତ୍ୟନ୍ତ ଆନନ୍ଦ, ଖୁସି ଏବଂ ଧୂମଧାମରେ ପାଳନ କରାଯାଇଥାଏ। ହିନ୍ଦୁ ପଞ୍ଚାଗ ଅନୁଯାୟୀ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହୋଲି ଉତ୍ସବ ପାଳନ କରାଯାଏ। ହୋଲି ପର୍ବ ପାଳନ କରାଯିବାର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ପାଳନ କରାଯାଇଥାଏ। ଏହାପରେ ରଙ୍ଗ, ଅବୀର ଏବଂ ଗୁଲାଲରେ ହୋଲି…

ହୋଲିରେ ମସଗୁଲ୍ ଭାରତୀୟ ସିନେମା, ଛାପ ଛାଡିଛି ଅନେକ ମନଲୋଭାଣୀଆ ଗୀତ

ହୋଲିର ରଙ୍ଗରେ ରଙ୍ଗେଇ ହେଉଛି ସାରା ଭାରତ। ନାଚଗୀତରେ ମସଗୁଲ ହୋଇଛନ୍ତି ଆବାଳବୃଦ୍ଧବନିତା। ଏହା କେବଳ ଆମ ସଂସ୍କୃତିର ଏକ ଅଙ୍ଗ ନୁହେଁ, ଆମ ସଭ୍ୟତା, ଜନଜୀବନ ଉପରେ ପ୍ରଭାବ ପକାଉଥିବା ଏକ ପର୍ବ। ଆଉ ଏଥିରୁ ବାଦ ପ଼ଡିନି ଭାରତୀୟ ସିନେମା। ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ସାରା ଦେଶରେ…

ହୋଲି ପାଇଁ ସାରାଦେଶ ଉତ୍ସବମୁଖର, ଚାରିଆଡେ ରଙ୍ଗମୟ ପରିବେଶ

ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ରଙ୍ଗରେ ରଙ୍ଗୀନ୍ ପରିବେଶ । ରଙ୍ଗ, ଅବିରିରେ ସଭିଏଁ ରଙ୍ଗିନ । ସବୁ ଭେଦଭାବ, ମାନ ଅଭିମାନ ଭୁଲି ଲୋକମାନେ ହୋଲି ଖେଳିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ମିଠା ଖୁଆଇ ଖୁସି ମନାଇଛନ୍ତି । ରାସ୍ତଘାଟ ସବୁଠି ରଙ୍ଗର ଫୁଆରା । ଭଳିକି ଭଳି ଟୋପି ଓ ମୁଖା…

ଆର୍ଥିକ ଅଭାବରୁ ମୁକ୍ତି ଚାହୁଁଥିଲେ ହୋଲିରେ ନିଶ୍ଚିତ କରନ୍ତୁ ଏହି କାମ

ହିନ୍ଦୁ ପରମ୍ପରା ଅନୁଯାୟୀ ହୋଲି ଦିନ କରାଯାଇଥିବା କିଛି କାମ ଦ୍ବାରା ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିପାରିବ। ଏପରିକି ଏହା ଦ୍ବାରା ଆପଣଙ୍କୁ କାମରେ ସଫଳତା ମଧ୍ୟ ମିଳିବ। ହୋଲିରେ କରାଯାଇଥିବା କିଛି ଉପାୟ ଦ୍ବାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ…

ଜାଣନ୍ତି କି, କେବେ ଓ କେଉଁଠି ପ୍ରଥମେ ପାଳନ ହୋଇଥିଲା ହୋଲି ?

ହୋଲି ଏକ ପ୍ରାଚୀନ ପରମ୍ପରା । ଅନେକ ଯାଗାରେ ଏହାକୁ ଭାଇଚାରାର ପର୍ବରୁପେ ପାଳନ କରାଯାଏ । ହେଲେ ଏହି ରଙ୍ଗର ପର୍ବ ହୋଲି କେବେ ଓ କେଉଁଠାରୁ ପ୍ରଥମେ ପାଳନ ହୋଇଥିଲା ତାହା ଏବେ ଅନେକଙ୍କୁ ଅଗୋଚର ଥିବ । ତବେ ଚାଳନ୍ତୁ ଜାଣିବା ଏହି ପର୍ବ ପ୍ରଥମେ କେଉଁଠାରୁ ଓ କେବେ ପାଳନ ହୋଇଥିଲା । ବିହାରର…

ଯାଜପୁରରେ ବିରଜାଙ୍କ ପଂଜିକା ଅନୁଯାୟୀ ଦୋଳ ପୂର୍ଣ୍ଣିମା ପାଳନ

ଯାଜପୁର ଟାଉନ(କେନ୍ୟୁଜ୍) : ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଆଜି ଠାରୁ ରାଧାକୃଷ୍ଣ ଦୋଳ ବିମାନରେ ବାହାରିଥାନ୍ତି । ଦୋଳ ପୂର୍ଣ୍ଣମା ରେ ରଂଗର ପର୍ବ ହୋଲି ଖେଳାଯାଇଥାଏ । ଆସନ୍ତାକାଲି ସାରାଦେଶରେ ହୋଲି ଖେଳ ହେବାକୁ ଥିବା ବେଳେ ଯାଜପୁରର କେତେକ ଅଂଚଳରେ ଆଜି ଠାରୁ ଏହି ହୋଲି ଆରମ୍ଭ ହୋଇଛି…

ବଲିଉଡ଼ର ଏପରି ଗୀତ ଯାହା ହୋଲିର ଜମେଇ ଦେବ ମଜା

ମୁମ୍ବାଇ : ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ସାରା ଦେଶରେ ଧୁମଧାମରେ ପାଳିତ ହେଉଛି ହୋଲି। କେବଳ ସାଧାରଣ ଲୋକଙ୍କ ଭିତରେ ନୁହେଁ, ଭାରତୀୟ ସିନେମା ମଧ୍ୟ ହୋଲିର ରଙ୍ଗରେ ରଙ୍ଗୀନ ହୋଇଛି। ୧୯୪୦ ମସିହାରୁ ଭାରତୀୟ ସିନେମା ସଙ୍ଗୀତରେ ହୋଲି ସ୍ଥାନ ପାଇଛି। ହୋଲି ଗୀତରେ ଅଭିନେତା ଓ ଅଭିନେତ୍ରୀ…