ଚିକିତ୍ସାକେନ୍ଦ୍ରରେ ପଡିଛି ତାଲା, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୫୦ଖଣ୍ଡ ଗାଁର ରୋଗୀ
କୋଠାରେ ଲାଗିଛି ନୂଆ ରଙ୍ଗ । ପ୍ରତିବର୍ଷ ଚିକିତ୍ସାକେନ୍ଦ୍ରରେ ନୂଆ ରଙ୍ଗ ହୁଏ ନାମ ବି ଲେଖା ଯାଏ । ଆଉ ବିଲ୍ କରି ଠିକାଦାର ମାଲେମାଲ ହୁଅନ୍ତି । କିନ୍ତୁ ବର୍ଷ ବର୍ଷ ଧରି କେବେ ହେଲେ ବି ଚିକିତ୍ସାକେନ୍ଦ୍ରରେ ଡାକ୍ତରଙ୍କ ଦେଖା ମିଳେନି । ଗେଟରେ ସବୁ ସମୟରେ ପଡିଥାଏ ତାଲା । ଉପାନ୍ତ…