Browsing Tag

hospital viral video

ରୋଗୀ ହୋଇ ଡାକ୍ତରଖାନା ଗଲେ, ସବୁ ଦେଖି ଆକ୍ସନ ନେଲେ ଏହି ମହିଳା ଏସଡିଏମ୍

ଫିରୋଜାବାଦ୍: ଅଭିଯୋଗର ତୁରନ୍ତ ଆକ୍ସନ୍। ସଧା ସ୍ପଟ୍ ଉପରେ ପହଁଚିଲେ ଆଉ ନିଜ ଆଖିରେ ସବୁ ଦେଖିଲେ । ନା ସାଙ୍ଗରେ କେହି ସୁରକ୍ଷା କର୍ମୀ ଥିଲେ ନା ଅନ୍ୟ କୌଣସି ଅଫିସର ଯାଇ ଥିଲେ । ଖୋଦ୍ ଏକା ଯାଇ ତଦନ୍ତ କଲେ ଏହି ମହିଳା ଏସଡିଏମ୍ ଜଣଙ୍କ ।  ଓଢ଼ଣୀରେ ମୁହଁ ଘୋଡ଼ାଇ ପହଞ୍ଚିଗଲେ ସରକାରୀ…

ବାଉଳାରେ ନର୍ସ ଦେଇଦେଲେ ଭୁଲ ଇଞ୍ଜେକସନ, ମାତ୍ର କେଇ ସମୟ ପରେ ଚାଲିଗଲା ରୋଗୀଙ୍କ ଜୀବନ

ବାଉଳାରେ ନର୍ସ ଦେଇଦେଲେ ରୋଗୀଙ୍କୁ ଭୁଲ୍ ଇଞ୍ଜେକସନ। ଚିକିତ୍ସାରେ ଅବହେଳା ପାଇଁ ଚାଲିଗଲା ରୋଗୀଙ୍କ ଜୀବନ। ଏତେ ଅନ୍ୟମନସ୍କ ଥିଲେ ଯେ ସଠିକ ରୋଗ କୁ ଜାଣି ପାରିଲେ ନାହିଁ । ପାଠ ପଢି ହସ୍ପିଟାଲ ରେ ରୋଗୀଙ୍କ ଚିକତ୍ସାରେ ନିୟୋଜିତ ଥିବା ଏଭଳି କର୍ମଚାରୀଙ୍କୁ ଆପଣ କଣ କହିବେ କୁହନ୍ତୁ । ଲୋକ…

ଏପଟେ ଚାଲିଥିଲା ବ୍ରେନ୍‌ ସର୍ଜରୀ, ସେପଟେ ରୋଗୀ ଗାଉଥିଲେ ଗଜଲ୍‌! ଭାଇରାଲ ହେଉଛି ଓଟି ଭିତରର ଏହି ଭିଡିଓ

ବ୍ରେନ୍‌ ଟ୍ୟୁମର ସର୍ଜରୀ ଏକ ଗମ୍ଭୀର ଅପରେସନ। ଯେତେବେଳେ ବି ଡାକ୍ତର ରୋଗୀର ବ୍ରେନ୍‌ ସର୍ଜରୀ କରି ଥାଆନ୍ତି, ତା’ ପୂର୍ବରୁ ରୋଗୀକୁ ଆନାସ୍ଥେସିଆ ଇଞ୍ଜେକ୍ସନ ଦିଆଯାଇଥାଏ। କିନ୍ତୁ ଏଠି ଛତିଶଗଡ଼ରୁ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଛତିଶଗଡ଼…

୫ ଘଣ୍ଟା ହସ୍ପିଟାଲକୁ ବନ୍ଦ କରିଦେଲେ ଡାକ୍ତର, ରୋଗୀ ସେବା ନ ପାଇଁ ଲୋକେ ହେଲେ ହା ହା କାର

କରଞ୍ଜିଆ (କେନ୍ୟୁଜ) : ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ୱିତୀୟ ଅବତାର, ଏହା ଲୋକେ କୁହନ୍ତି। କାହିଁକିନା ମୃତ୍ୟୁର ଅତି ନିକଟରୁ ରୋଗୀର ଜୀବନ ରକ୍ଷା କରିଦିଅନ୍ତି ଡାକ୍ତର। କିନ୍ତୁ ଏହି ଡାକ୍ତର ଯଦି ତାଙ୍କର କର୍ତ୍ତବ୍ୟ ଭୂଲିଯାନ୍ତି ଥରେ ଭାବିଲେ ରୋଗୀର ଅବସ୍ଥା କଣ ହେବ? ନିହାତି ଭାବରେ…

ମେଡିକାଲ୍ କର୍ମଚାରୀ ନୁହେଁ ବରଂ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌, ଭାଇରାଲ୍ ହେଉଛି ଭିଡିଓ

ଅନୁଗୁଳ(କେନ୍ଯୁଜ୍): ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସୁରକ୍ଷା କର୍ମୀ ରୋଗୀଙ୍କୁ ଦେଉଛନ୍ତି ଇଞ୍ଜେକସନ୍‌ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମେଡିକାଲରେ ଡାକ୍ତର, ପାରା ମେଡିକାଲ କର୍ମଚାରୀ ଥିଲେ। କିଭଳି ଭାବେ ଜଣେ ସୁରକ୍ଷା କର୍ମୀ ଇଞ୍ଜେକ୍ସନ ଦେଲେ ସେ ନେଇ ଉଠିଛି…