Below header
Browsing Tag

hrithik roshan

ହ୍ରିତିକ କିଣିଲେ ୯୭.୫୦ କୋଟି ଟଙ୍କାର ଦୁଇଟି ସି-ଫେସିଂ ଆପାର୍ଟମେଣ୍ଟ, ରହିଛି ଏହିସବୁ ସୁବିଧା

ହ୍ରିତିକ ରୋଶନ୍ ମୁମ୍ବାଇରେ ୨ଟି ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଜୁହୁ ଭର୍ସୋଭା ଲିଙ୍କ୍ ରୋଡ ସ୍ଥିତ ମନ୍ନତ ନାମକ ବିଲଡିଂରେ ଥିବା ଏହି ଦୁଇଟି ସି ଫେସିଂ ଆପାର୍ଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୯୭.୫୦ କୋଟି ଟଙ୍କା ଦେଇଛନ୍ତି। ଏହି ଦୁଇଟି ଆପାର୍ଟମେଣ୍ଟରେ ଗୋଟିଏ ପେଣ୍ଟହାଉସ୍ ରହିଛି।…

ସୌରଭ ଗାଙ୍ଗୁଲି ବାୟୋପିକ୍‌ କାମକରିବେ ହ୍ରିତିକ ! କିନ୍ତୁ ମାନିବାକୁ ପଡିବ ଗାଙ୍ଗୁଲିଙ୍କ ଏହି ସର୍ତ୍ତ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ରହିଛନ୍ତି। ଏହାପରେ ୟୁଏଇରେ ଆଇପିଏଲ୍‌ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ରହିଛନ୍ତି। ପ୍ରତିବର୍ଷ କୌଣସି ନା କୌଣସି ଖେଳାଳିଙ୍କ ବାୟୋପିକ୍‌ ପ୍ରସ୍ତୁତ ହେଉଛି। ଏହାକୁ ନେଇ ବହୁ ଦିନର ଗାଙ୍ଗୁଲିଙ୍କ…

କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏଭଳି ସଚେତନ ରହିବାକୁ ବାର୍ତ୍ତା ଦେଲେ ହ୍ରିତିକ୍, ନିଜ କୁକୁର ସହିତ…

ମୁମ୍ବାଇ: କରୋନାଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଘରେ ରହିବାକୁ ଅନୁରୋଧ କରୁଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ ଅନେକ ସେଲିବ୍ରିଟିସ୍ ସରକାରଙ୍କ ଆହ୍ବାନକୁ ଗ୍ରହଣ କରିବା ସହିତ ଏହାକୁ ମାନିବାକୁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି । ଯାହାକୁ ଅନେକ କଳାକାର ନିଜ ନିଜ ମାଧ୍ଯମରେ…

ଦୁବାଇରେ ଟାଓ୍ଵଲ ପିନ୍ଧି ବୁଲିଲେ ହ୍ରିତିକ୍‌ ରୋଶନ, ଚାଲୁ ଚାଲୁ ଅଣ୍ଟାରୁ ଖସିଗଲା, ଫଟୋ ଶେୟାର କରି ଏମିତି କ୍ୟାପସନ…

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ବର୍ତ୍ତମାନ ଦୁବାଇରେ ଅଛନ୍ତି। ସେ ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ଟାେଓ୍ଵଲ୍‌ ପିନ୍ଧିଥିବାର ନଜର ଆସୁଛନ୍ତି। ଫଟୋଗୁଡ଼ିକୁ ଶେୟାର କରି ହ୍ରିତିକ୍‌ କ୍ୟାପସନ ଲେଖିଛନ୍ତି ଯେ ତାଙ୍କର ଏହି ଷ୍ଟାଇଲ୍‌ ରଣବୀର ସିଂଙ୍କଠାରୁ…

ହ୍ରିତ୍ୱିକ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁଜୈନ, ସେୟାର କଲେ ଏହି ସ୍ପେଶାଲ ଫଟୋ

ବଲିଉଡ୍‌ର ସୁପରଷ୍ଟାର ହ୍ରିତ୍ୱିକ୍‌ ରୋସନ ଆଜି ନିଜର ଜନ୍ମଦିନ ସେଲିବ୍ରେଟ କରୁଛନ୍ତି। ଜନ୍ମଦିନରେ ତାଙ୍କର ପ୍ରଥମ ପତ୍ନୀ ସୁଜୈନ ସ୍ୱତନ୍ତ୍ର ଭାବରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ସୁଜୈନ ହ୍ରିତ୍ୱିକ୍‌ ଙ୍କ ସହ ତାଙ୍କର ଦୁଇ ପୁଅଙ୍କ ସହ ଅନେକ ସ୍ପେଶାଲ ଫଟୋ ମଧ୍ୟ ସେୟାର…

ଏହି ତିନି ଷ୍ଟାରଙ୍କୁ ନେଇ ହୋଇପାରେ ଧୂମ୍‌-୪, ଟାଇଗର୍‌-୩ ଏବଂ ଓ୍ଵାର-୨ ର ଘୋଷଣା

ଆସନ୍ତା ୨୦୨୦ରେ ୟସ୍‌ ରାଜ ଫିଲ୍ମକୁ ୫୦ ବର୍ଷ ପୂରଣ ହୋଇଯିବ। ୧୯୭୦ ମସିହାରେ ଏହି ବ୍ୟାନର ସ୍ଥାପନା ହେବା ସହ ଭାରତର ବଡ ଏବଂ ପ୍ରତିଷ୍ଠିତ ବ୍ୟାନର୍ସ ମଧ୍ୟରୁ ସ୍ୱତନ୍ତ୍ର। ୟଶ ଚୋପ୍ରା ଏବଂ ତାଙ୍କ ପୁତ୍ର ଆଦିତ୍ୟ ଚୋପ୍ରା ମିଶି ଅନେକ ସୁପରହିଟ୍‌ ଫିଲ୍ମ ଏହି ବ୍ୟାନରରେ ପ୍ରସ୍ତୁତ କରିଛନ୍ତି।…

ବକ୍ସ ଅଫିସ୍‌ ରେ ଧମାଲ କରୁଛି ଫିଲ୍ମ ‘ଓ୍ଵାର’, ଆଜି ପର୍ଯ୍ୟନ୍ତ ଆୟ କରିସାରିଲାଣି ୩୦୦ କୋଟି

ହ୍ରିତିକ ରୋଶନ୍ ଓ ଟାଇଗର ଶ୍ରଫ୍ ଷ୍ଟାରର୍ ଫିଲ୍ମ ‘ୱାର୍’ ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରୁଛି। ଫିଲ୍ମଟି ରିଲିଜ୍ ପୂର୍ବରୁ ପ୍ରି ସେଲିଂରେ ୩୦ କୋଟିରୁ ଅଧିକ ଟଙ୍କା ଆୟ କରି ରେକର୍ଡ କରିବା ସହ ପ୍ରଥମ ଦିନରେ ୫୦ କୋଟି ଆୟ କରି ଚଳିତ ବର୍ଷ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମଗୁଡ଼ିକର ପ୍ରଥମ…

ସାମାନ୍ୟ ଭୁଲ ପାଇଁ ସାଙ୍ଗମାନଙ୍କ ଆଗରେ ହ୍ରିତିକ୍‌ଙ୍କୁ ମାରିଥିଲେ ବାପା ରାକେଶ ରୋଶନ୍‌, ଜାଣନ୍ତୁ କାହିଁକି

ହ୍ରିତିକ୍‌ ରୋଶନ୍‌ଙ୍କ ସହ ତାଙ୍କ ବାପା ରାକେସ ରୋଶନ୍‌ଙ୍କ ଭଲପାଇବା ଅତି ନିବିଡ। ପରସ୍ପର ଦୁହେଁ ଦୁହିଁଙ୍କର ଅତି କ୍ଲୋଜ୍‌ ମଧ୍ୟ। ଛୋଟ ବେଳୁ ଆରମ୍ଭ କରି ବର୍ତ୍ତମାନ ପଯ୍ୟର୍ନ୍ତ ଏ ପରି କିଛି ଛୋଟ ଛୋଟ କାହାଣୀ ରହିଛି ଯାହା ତାଙ୍କୁ ତାଙ୍କ ପିଲାବେଳ ମନେପକାଇଦେଇଥାଏ। ଯେପରି ଥରେ…

ହ୍ରିତିକ ରୋଶନଙ୍କ ବିରୋଧରେ ଆସିଲା ଠକେଇ ଅଭିଯୋଗ, ହାଇଦ୍ରାବାଦରେ ହେଲା ମାମଲା ରୁଜୁ

ମୁମ୍ବାଇ : ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି। ଅଭିନେତାଙ୍କ ବିରୋଧରେ ଧାରା ୪୦୨ ଏବଂ ୪୦୬ ଅନ୍ତର୍ଗତ କେପିଏଚବି ପୋଲିସ ମାମଲା ରୁଜୁ ହୋଇଛି। ରିପୋର୍ଟ ଅନୁଯାୟୀ, ଶୋଷାଦ୍ରୀନଗରର କୁକଟପଲ୍ଲୀର ନାଗରୀକ ଶଶିକାନ୍ତ ତାଙ୍କ ଉପରେ ଲୋକଙ୍କୁ ପଥଭ୍ରାନ୍ତ…

ପ୍ରଥମ ଫିଲ୍ମରୁ ମିଳିଥିଲା ଦମଦାର ସଫଳତା, ହ୍ୟାଣ୍ଡସମ୍ ହଙ୍କ ଭାବେ ହୋଇଥିଲେ ପରିଚିତ

୪୪ବର୍ଷରେ ପାଦ ଥାପିଛନ୍ତି ବଲିଉଡର ସୁପରଷ୍ଟାର ହ୍ରିତିକ୍ ରୋଶନ । ୧୯୭୪ ମସିହା ଜାନୁୟାରୀ ୧୦ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ନିଜର ଚମତ୍କାର ଅଭିନୟ ପାଇଁ ସେ ୬ ଥର ଫିଲ୍ମ ଫେୟାର ସହ ଅନେକ ପୁରସ୍କାର ପାଇଛନ୍ତି ହ୍ରିତିକ୍ । ୨୦୦୦ ମସିହାରେ ଫିଲ୍ମ କହୋ ନା ପ୍ୟାର ହୈ ଦ୍ବାରା ସେ…

କ୍ୟାନ୍ସର କବଜାରେ ରାକେଶ୍ ରୋଶନ୍, ଖୁଲାସା କଲେ ହ୍ରିତିକ୍

ଭଲ ନାହିଁ ଷ୍ଟାରଙ୍କ ଷ୍ଟାର୍ । ଯେମିତି ବଲିଉଡରେ ଲାଗିଯାଇଛି କାହା ନଜର । ନିକଟରେ ସୋନାଲୀ ବେନ୍ଦ୍ରେ କ୍ୟାନ୍ସରରୁ ଭଲ ହୋଇ ଫେରିଛନ୍ତି । ସୋନୀଲୀଙ୍କ ପରେ ଖବର ଆସିଥିଲା ଯେ ଋଷି କପୁର ମଧ୍ୟ କ୍ୟାନ୍ସରରେ ପୀଡିତ । ସେହିପରି ଇରଫାନ୍ ଖାନ୍ ନ୍ୟୁରୋ ଏଣ୍ଡ୍ରୋକ୍ରାଇନ୍ ରୋଗରେ ପୀଡିତ ଥିଲେ ।…

ଟିଚର୍ସ ଡେ’ରେ କେମିତି ଗଣିତ ପଢାଉଛନ୍ତି ହ୍ରିତିକ୍ ରୋଶନ୍ ଦେଖନ୍ତୁ

ଦୀର୍ଘ ଦିନ ଧରି ଚର୍ଚ୍ଚାରେ ବଲିଉଡ ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଅପ କମିଙ୍ଗ୍ ଫିଲ୍ମ ସୁପର ୩୦ । ଯେମିତି ସିନେମାକୁ ନେଇ ଅନେକ ଆଶା ରଖିଛନ୍ତି ହ୍ରିତିକ୍ ସେତିକି ଆଗ୍ରହର ସହ ଅପେକ୍ଷା କରିଛନ୍ତି ତାଙ୍କ ଫ୍ୟାନ୍ । କିଛି ଦିନ ପୂର୍ବରୁ ସିନେମାରେ ହ୍ରିତିକଙ୍କ ଲୁକ୍ ଖୁଲାସା ହୋଇଥିଲା ।…