Browsing Tag

human interest story

କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ପକାଇ ଚାଲି ଚାଲି ହସ୍ପିଟାଲ ଆଣିଲେ ବୋହୂ, ପୁଅର ଅନୁପସ୍ଥିତିରେ ତୁଲାଇଲେ…

କିଛି ଦିନ ତଳେ ଆପଣ ଏହି ଖବର ଦେଖିଥିବେ ଯେ ବୋହୂକୁ ମାଡ ମାରୁଛନ୍ତି ଶ୍ୱଶୁର ଆଉ ପ୍ରତିବାଦରେ ବୋହୂ ବି ଶ୍ୱଶୁରଙ୍କ ଉପରକୁ ହାତ ଉଠାଉଛି। ଏହାପୂର୍ବରୁ ଆଉ ଗୋଟେ ଦୃଶ୍ୟ ବି ଦେଖିବାକୁ ମିଳିଥିଲା ଯେ ଶ୍ୱଶୁର ବୋହୂର ଚୁଟି ଧରି ମାଡ ମାରୁଛନ୍ତି। ତେବେ ଏହି ସବୁ ଦୃଶ୍ୟ ଭିତରେ ଏମିତି ବି କିଛି…

ମାଓଗଡରେ ବନ୍ଧୁକ ଧରୁଥିବା ମହିଳା ମାଓ କମାଣ୍ଡର ଆଜି ବିଧାୟିକା ସାଜି କରୁଛନ୍ତି ସମାଜସେବା

ମାଲକାନାଗିରି (କେନ୍ୟୁଜ) : ମାଓ ନେତ୍ରୀରୁ ସମାଜ ସେବୀ । ନେତା ହେବତ ଏମିତି। ବନ୍ଧୁକ ମୁନର ଶାସନ ଛାଡି ବିଧାୟକ ହେବା ପରେ ଜନ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବିଧାୟିକା ଦାନସୁରି । ଦିନେ ସେ ମାଓଗଡରେ ବନ୍ଧୁକ ଧରି ଶାସନ କରୁଥିଲେ । ତାଙ୍କ ନା ଶୁଣିଲେ  ଲୋକଙ୍କ ଦେହରେ ସିହରଣ ଖେଳି…

ମହାନତା ଦେଖାଇଲେ ପ୍ରବାସୀ ଓଡିଆ, ୪ ଲକ୍ଷ ଟଙ୍କା ବ୍ୟୟରେ ଓଡିଶାକୁ ଦେଲେ ୫ଟି ଅକ୍ସିଜେନ କନସେନଟ୍ରେଟର

ଯାଜପୁର ଟାଉନ (କେନ୍ୟୁଜ) : ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ । ନିଜ ଜନ୍ମମାଟିରେ କୋରୋନାର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ । କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । । ନିଜ ଦରମା ଅର୍ଥରେ…

ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ, ପରିବାରର ପେଟ ପୋଷିବା ପାଇଁ ବିକୁଛନ୍ତି ଚିକେନ୍‌

କଟକ (କେନ୍ୟୁଜ) : ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ। ଓଲିଉଡ୍‌ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଜିତୁ ରାଉତ । କରୋନା ପାଇଁ ନିଜର ଓ ପରିବାରର ପେଟ ପୋଷିବା ପାଇଁ କଟକ ମଧୁପାଟଣାରେ ଚିକେନ୍‌ ସେଣ୍ଟର ଖୋଲି ମାଂସ ବିକୁଛନ୍ତି। ଦୋକାନ ନାଁ ରଖିଛନ୍ତି ଖୁସି । କରୋନା ପାଇଁ ସରକାର ସୁଟିଂ…

ଟଙ୍କା ଭର୍ତ୍ତି ବସ୍ତା ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଜଳେଶ୍ୱର (କେନ୍ୟୁଜ) : ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ଲୋକେ ଅଭିଯାଗ କରୁଥିବାବେଳେ ସମସ୍ତେ ଯେ ସମାନ ତାହା ଆଜି ପ୍ରମାଣିତ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମହନୀୟତା ଦେଖାଇଛନ୍ତି କିଛି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ହସପିଟାଲରେ ଛାଡି ଫେରୁଥିବାବେଳେ କଏନ୍‌…

ମଶାଣି ମଣିଷ ଜୟ ହୋ ଭାଇ, ଯିଏ ଏବେ ସୁଦ୍ଧା କରିସାରିଲେଣି ୧୦ ହଜାରରୁ ଅଧିକ ଶବ ସତ୍କାର

ବାଲେଶ୍ୱର (କେନ୍ୟୁଜ) : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଭିନ୍ନ ମଣିଷଙ୍କ ନିକଟରେ ଭିନ୍ନ ଭିନ୍ନ ଗୁଣ ସବୁ ପ୍ରକଟିତ ହୋଇଛି । ଏତେ ବଡ଼ ଦୁନିଆରେ ଯଦି ଦୟା, ଦାନ, ଧର୍ମ, କର୍ମ ଓ ସେବା ନା ରହିଥାନ୍ତି ତା ହେଲେ ଏ ପୃଥିବୀ କେବେଠାରୁ ସମୁଦ୍ରରେ ବିଲୀନ ହୋଇଯାଇ ସାରନ୍ତାଣି । ଆଜି ଆମେ…

ବର୍ଜ୍ୟବସ୍ତୁରେ ସୁନ୍ଦର କଳାକୃତି, ଦେଖିଲେ ଲାଖିଯିବ ଆଖି

ଅନୁଗୁଳ (କେନ୍ୟୁଜ) : ପରିବେଶ ପ୍ରଦୂଷିତ କରେ ବର୍ଜ୍ୟବସ୍ତୁ । ନିତିଦିନ ଲୋକେ ପଲିଥିନ, ଅଦରକାରୀ ଲୁହାକୁ ଏଣେତେଣେ ଫିଙ୍ଗିବା ସହ କବାଡି ଦୋକାନରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଥାଏ । ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ହେଲେ…

ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ…

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ…

ନାତୁଣୀ ଜନ୍ମ ହେବା ଖୁସିରେ ୬ ଲକ୍ଷ ଦେଇ ହେଲିକପ୍ଟରରେ ଘରକୁ ଆଣିଲେ ଜେଜେବାପା, ଗାଁ ସାରା ବିଛାଇଲେ ଫୁଲ

ଝିଅ ଜନ୍ମ ହେଲେ କିଏ ମୁହଁ ବୁଲେଇ ଦଉଛନ୍ତି ତ ଆଉ କୋଉ ମାଆ ବାପାଙ୍କର ମୁହଁ ଶୁଖିଯାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜେଜେ ବାପାଙ୍କୁ ଆପଣଙ୍କ ସହ ଭେଟ କରାଇବୁ ଯିଏ ନିଜ ନାତୁଣୀ ପାଇଁ ଯାହା କରିଛନ୍ତି ତାକୁ ଶୁଣିଲେ ଖୁସିରେ ଆପଣ ଫୁଲି ଯିବେ। ୩୫ବର୍ଷ ପରେ ଘରେ ନାତୁଣୀ ଜନ୍ମ ନେଲା…

ଏମିତି କି ପରିସ୍ଥିତି ପଡିଲା ଯେ ନବମ ଶ୍ରେଣୀରେ ପଢ଼ୁଥିବା ଅମିତ ଆଜି ବିକୁଛି ବରା ଘୁଘୁନି, ପଢ଼ନ୍ତୁ ଏହି ପିଲାଟିର…

ଭୁବନେଶ୍ୱର (କେନ୍ୟୁଜ୍) : କୁନି ହାତକୁ ତାର ଫୁରୁସତ ନାହିଁ । ହାଣ୍ଡିରୁ ଇଡଲି, ଆଳୁଦମ୍‌ ଓ ଘୁଘୁନି ସହ ଗରମ ଗରମ ଜଳଖିଆ ବାଢ଼ି ଦେଉଛି ପିଲାଟି । ତାର ନିରୀହ ମୁହଁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ। ଏ ବୟସରେ କାହିଁକି ଏଭଳି କାମ କରୁଛି ? ଭାବିବେ ହୁଏତ ବାପା ଦୋକାନରେ ନାହିଁ ବୋଲି…

ପେଶାରେ ପୋଲିସ ଅଫିସର କିନ୍ତୁ ନିଶା ତାଙ୍କର ସମାଜ ସେବା

(କେନ୍ୟୁଜଓଡିଶା) : ସାଲେପୁର ନିଶ୍ଚିନ୍ତକୋଇଲି ଥାନାରେ କାର୍ଯ୍ୟରତ ମହିଳା ସବଇନ୍ସପେକ୍ଟର ମଧୁସ୍ମିତା ବେହେରା। ଅସାମାଜିକମାନକ ପାଇଁ କେତେବେଳେ ଦବଙ୍ଗ ଅଫିସର ତ ଆଉ କେତେବେଳେ ଦୁଃଖୀ ନିରାଶ୍ରୟଙ୍କ ପାଇଁ ଦେବଦୂତ । ଡିଉଟିରେ ଥିବା ବେଳେ ହେଉ ଅବା ଅନ୍ଯ ସମୟରେ ସାହାଯ୍ୟ କରିବାକୁ ସବୁବେଳେ…

ମାଲେସିଆରେ ଚମକିବେ ସୋନପୁରର କୁନିଝିଅ ଉତ୍ପଳା

ସୁବର୍ଣ୍ଣପୁର (କେନ୍ୟୁଜ) : ମାଲେସିଆରେ ଚମକିବେ ସୋନପୁରର କୁନିଝିଆ ବୟସ ମାତ୍ର ୧୦ ବର୍ଷ। କିନ୍ତୁ ଅଜସ୍ର ପ୍ରତିଭାର ଅଧିକାରୀ ଉତ୍ପଳା। ନିଜ ପ୍ରତିଭା ବଳରେ ସେ ନିଜ ଜିଲ୍ଲା ସମେତ ରାଜ୍ୟ ଏବଂ ଦେଶ ପାଇଁ ଆଣିବେ ଗୌରବ। ଆସନ୍ତା ଅଗଷ୍ଟ ମାସରେ ମାଲେସିଆରେ ହେବାକୁଥିବା ଆନ୍ତର୍ଜାତୀୟ ‘ବିୟୁଟି…