Browsing Tag

human interest story

ପ୍ୟାଡ ତିଆରି ଦେଉଛି ରୋଜଗାର, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୈଶାଖୀ

ଯାଜପୁର (କେନ୍ୟୁଜ) : ଆପଣମାନେ ଦେଖିଥିବେ ଅକ୍ଷୟ କୁମାରଙ୍କ ଅଭିନିତ ବଲିଉଡ୍‌ ଫିଲ୍ମ ପ୍ୟାଡ ମ୍ୟାନ୍‌ । ମହିଳାମାନେ ବ୍ୟବହାର କରୁଥିବା ସାନିଟାରି ପ୍ୟାଡକୁ ର୍ନିମାଣ କ୍ଷେତ୍ରରେ ବିପ୍ଳବ ଆଣିଥିବା ଅରୁଣାଚଳ ମୃଗାରଥନଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା ଏହି ଫିଲ୍ମ । ଠିକ ସେମିତି ଆମ…

ପଶୁ ପକ୍ଷୀଙ୍କ ନିଶାରେ କଟକି ଝିଅ ସାଇନୀ, ଛାଡିଦେଲେ ମୋଟା ଅଙ୍କର ଚାକିରି

କଟକ (କେନ୍ୟୁଜ) : ଆପଣ ପଶୁପକ୍ଷୀଙ୍କୁ କେତେ ଭଲ ପାଆନ୍ତି। ଆପଣ ମାନଙ୍କ ଭିତରୁ ଅନେକ ଜଣ ଥିବେ ଯେଉଁମାନେ ପଶୁ ପ୍ରେମୀ ଥିବେ। କିନ୍ତୁ କିଏ କଣ ପଶୁପକ୍ଷୀଙ୍କ ପାଇଁ ଚାକିରି ଛାଡିପାରେ। ବିଶ୍ୱାସ ହେଉନି ନା, କିନ୍ତୁ ଏହା ବିଲକୁଲ ସତ। ପଶୁପକ୍ଷୀଙ୍କ ସେବା ପାଇବା ପାଇଁ ମୋଟା ଅଙ୍କର ଚାକିରି…

କୁନି ପ୍ରତିଭା ଯୋଗରାଣୀଙ୍କ କମାଲ, ଯୋଗାଭ୍ୟାସ କରି ସାଉଁଟୁଛନ୍ତି ଚର୍ଚ୍ଚା

ବାଙ୍କି (କେନ୍ୟୁଜ) : କୁନି ବୟସରେ ଯୋଗ ରାଣୀ। ମାତ୍ର ଆଠ ବର୍ଷରେ କରୁଛନ୍ତି କମାଲ ଯୋଗାଭ୍ୟାସ। ଏତେ କମ୍‌ ବୟସରେ ଏମିତି ଯୋଗାଭ୍ୟାସ ଚକିତ କରୁଛି ଲୋକଙ୍କୁ। ଆଉ ଆଶ୍ଚର୍ଯ୍ୟକର ଯୋଗ କରି ଏବେ ଚର୍ଚ୍ଚାରେ ସାଇ ଶୁଭଶ୍ରୀ। ଆପଣ ଜାଣିଛନ୍ତି ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯୋଗ କରିବା ଦ୍ୱାରା ଶରୀର…

ଦୀର୍ଘ ୨୬ ବର୍ଷ ଧରି ନିସ୍ୱାର୍ଥପର ଭାବରେ ନିଜ ଅଟୋରେ ବୋହୁଛନ୍ତି ଶବ, ଶବର ସାଥୀ କାର୍ତ୍ତିକ ଭାଇ

ଜଳେଶ୍ୱର (କେନ୍ୟୁଜ) : ଶବର ସାଥୀ କାର୍ତ୍ତିକ ଭାଇ। କାର୍ତ୍ତିକ ଭାଇ କହିଲେ ସମସ୍ତେ ଜାଣନ୍ତି। ଅଟୋ ଚଳାଇ ବୋହିଲେଣି ୫ ହଜାର ୪ ଶହରୁ ଅଧିକ ମରଶରୀର। ଏହା ସହ ୪ ହଜାରରୁ ଅଧିକ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ମୃତ…

ମାଆ ଝିଅଙ୍କ ପାଇଁ ସାହାରା ସାଜିଛି ହୋଟେଲ, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

କଟକ (କେନ୍ୟୁଜ୍‌): ସକାଳ ହେଲେ ଆରମ୍ଭ ହୋଇଯାଏ ହୋଟେଲ କାମ । ପ୍ରଥମେ ବଜାର ଯାଇ ପରିବା ଆଣିବା ଓ ପରେ ପରେ ପରିବାକୁ ଵିଭିନ୍ନ ଆଇଟମ୍‌୍‌ର ରୂପ ଦେବାରେ ଲାଗି ପଡ଼ନ୍ତି ଏହି ମହିଳା ଦୁଇଜଣ । ସମ୍ପର୍କରେ ସେମାନେ ମାଆ ଓ ଝିଅ । ଏହାପରେ କଟା ବଟା ଆଉ ଛୁଙ୍କ’ର ବାସ୍ନାରେ ଫାଟି ପଡେ ଏହି ଛୋଟିଆ…

ମରି ପଡିଛି ପାରା, କିନ୍ତୁ ଶୋଇଛି ବୋଲି ଭାବି ଶତ ଚେଷ୍ଟା କରି ଉଠାଉଛି ସାଥି ହେଲେ ଉଠୁନି

ଉମରକୋଟ (କେନ୍ୟୁଜ) : ଆଜିର ଆଧୁନିକ ଯୁଗରେ ମଣିଷ ମଣିଷ ମଧ୍ୟରେ ଉତ୍ତମ ସମ୍ପର୍କ ରହୁନି। ବାପା ମା ଙ୍କ ମୃତ୍ୟୁ ହେଲେ ଜନ୍ମ କଲା ପୁଅ ପଚାରୁ ନାହାଁନ୍ତି। ଏପରି କି ଅସହାୟ ବ୍ୟକ୍ତିର ମୃତ୍ୟୁ ଘଟିଲେ ଆମେ କେହି ପାଖକୁ ଯିବା, ସମବେଦନା ମଧ୍ଯ ଟିକେ ଦେଖାଇବା ପାଇଁ ପଛୁଘୁଞ୍ଚା ଦେଉଛନ୍ତି ଆଜିର…

କେବେଠୁ ଲିଭି ଗଲାଣି ଲଣ୍ଠନ ଆଲୁଅ, କେବଳ ସହରର ନୁହେଁ ଗାଁରୁ ବି ହଜି ଗଲାଣି

ଗଞ୍ଜାମ (କେନ୍ୟୁଜ୍‌) : ଯେତେବେଳେ ଆମ ନିକଟରେ ବିଦ୍ୟୁତ ପହଞ୍ଚି ନଥିଲା ଲୋକମାନେ କିରୋସିନିରେ ଡିବିରୀ ବତୀ ହେଉ କିମ୍ବା ଜଡ଼ାରେ ଦିହୁଡି ଲଗାଇ ଅନ୍ଧାରକୁ ଦୂରେଇ ପାରୁଥିଲେ l ଆମ ଜନ ଜୀବନ ହେଉକି ସହର, ଗ୍ରାମାଞ୍ଚଳ ଆଗରୁ ବ୍ୟବସ୍ଥା ସେତେ ଉନ୍ନତ ନଥିଲା। ସେଠାରେ ବସବାସ କରୁଥିବା ଲୋକ…

ଦିବ୍ୟାଙ୍ଗ ପୁଅକୁ ପିଠିରେ ଝୁଲାଇ ଦେଶ ବୁଲାଉଛି ମା, ପୁଅକୁ ଟିକିଏ ବି ଅନୁଭବ କରାଇ ଦେଉନାହାଁନ୍ତି କି ସେ ଦିବ୍ୟାଙ୍ଗ

ସଂସ୍କୃତରେ ଏକ ଶ୍ଳୋକ ଅଛି ଯାହା ମା ଦୁର୍ଗାଙ୍କୁ ସ୍ତୁତି କରାଯାଏ । ‘କୁପୁତ୍ରୋ ଜାୟତେ କ୍ୱଚିଦପି କୁ ମାତା ନଭବତି’ । ଅର୍ଥାତ୍‌, ସନ୍ତାନ ଖରାପ ହୋଇ ପାରେ ହେଲେ ମା କେବେ ଖରାପ ହୋଇ ନପାରେ । ଆଉ ଯେଉଁଠି ସନ୍ତାନ ଟିକେ ତାର ଅନ୍ୟ ପିଲାଙ୍କ ଠାରୁ ଦୁର୍ବଳ ସେଠି ମା’ର ଅଧିକ ସ୍ନେହ ତାରି…

ନିଜର କେହି ନହେଲେ ବି ଆଜି ଛାୟାମାଆଙ୍କୁ ଝୁରୁଛି ଗାଁ, ଲୋକଙ୍କ ପାଇଁ ଥିଲେ ମଣିଷ ରୂପରେ ଭଗବାନ

ସାଲେପୁର (କେନ୍ୟୁଜ) : ଜଣେ ଥିଲେ ଅଜଣା। କଣ ନାଁ ତାଙ୍କର କେଉଁଠୁ ଆସିଲେ କିଛି ଜଣାନଥିଲା। ଅନେକ ବର୍ଷ ଧରି ଏକ ଅଞ୍ଚଳରେ ରହିଲେ। ଭିକ୍ଷା କଲେ ଆଉ ସେଥିରେ ଚଳିଲେ। ଆଉ ଭିକ୍ଷାରୁ ଯାହା ବଳିଲା ମନ୍ଦିରକୁ ଦାନ କଲେ। ନା ତାଙ୍କର ଘର ଥିଲା ନା ଥିଲା ସଂସାର। ସେ କେଉଁ ଆଡୁ ଆସିଥିଲେ କେହି ଜାଣି…

ଅତିଥି ପକ୍ଷୀ ମାନଙ୍କର ବଂଶ ବିସ୍ତାର ଓ ସୁରକ୍ଷା ପାଇଁ ତିଆରି ହେଲା ବସା

ମହାକାଳପଡା (କେନ୍ୟୁଜ) : ତିଆରି ହେଉଛି ବସା। କୃତ୍ରିମ ବସାରେ ରହିବେ ଅତିଥି। ଅତିଥି ମାନଙ୍କ ଖାସ ଧ୍ୟାନ ରଖିବାକୁ ଯାଇ ତିଆରି ହେଉଛି କୃତ୍ରିମ ବସା। ଏହି ବସାରେ ରହିବେ ବିଦେଶରୁ ଆସିଥିବା ଅତିଥି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ବହୁ ଜୀବ ଜନ୍ତୁ, ପଶୁପକ୍ଷୀ ବିଲୁପ୍ତ ଅବସ୍ଥାକୁ ଚାଲି…

ଦୀର୍ଘ ୨୬୪ ବର୍ଷ ହେଲା ଜଳୁଛି ସତୀ ଜୁଇ, ଆମ ରାଜ୍ୟରେ ରହିଛି ଏମିତି ଜାଗା

ସୋରଡା (କେନ୍ୟୁଜ୍): ଗଡଜାତ ରାଜ୍ୟ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଧରାକୋଟ ଗଡର ଖାସ୍‌ ସ୍ୱତନ୍ତ୍ରତା ରହିଛି । ଏହି ସ୍ୱତନ୍ତ୍ରତା ପ୍ରମାଣ ଦେବାକୁ ଅନେକ କିମ୍ବଦନ୍ତୀ ଛାଡି ଯାଇଛି ରାଜତନ୍ତ୍ର । ତାର ଜ୍ୱଳନ୍ତ ଉଦାହରଣ ହେଉଛି ଧରାକୋଟ ଗଡର ସତିମଠ । ୨୬୪ ବର୍ଷର ପୁରୁଣା ପରମ୍ପରାକୁ ଜାବୁଡି ଧରି…

ରାସ୍ତାରେ ପ୍ରସବ ପୀଡାରେ ଛଟପଟ ହେଉଥିଲେ ମହିଳା, ଭଗବାନଙ୍କ ଦେବଦୂତ ଭଳି ଆସି ସାହାଯ୍ୟ କଲା ପାଞ୍ଚ ବର୍ଷର ଝିଅ

ଛୋଟ ପିଲାମାନଙ୍କୁ ଭଗବାନଙ୍କର ସ୍ୱରୁପ ବୋଲି କୁହାଯାଏ। ଆଉ ଅନେକ ଥର ଛୋଟ ପିଲାମାନେ ଏମିତି କିଛି ମହତ କାମ କରିଦିଅନ୍ତି ଯାହାକୁ ଦେଖି ବଡ ମାନଙ୍କ ମୁଣ୍ଡ ନଇଁଯାଏ। ଛୋଟ ପିଲାଟି କେମିତି ଜଣେ ଗର୍ଭବତୀ ମହିଳାଙ୍କୁ ଠିକ୍‌ ସମୟରେ ହସ୍ପିଟାଲ ନେଉଛି। ସୋସିଆଲ ମିଡିଆରେ ଘଟଣାର ଭିଡିଓ ଏବେ…