Below header
Browsing Tag

human interest story

ପେସାରେ ପୋଲିସ କିନ୍ତୁ ନିଶା ତାଙ୍କର ଶିକ୍ଷକତା, ମାଗଣାରେ ପଢ଼ାଇ ଚର୍ଚ୍ଚାରେ ଦେବେନ୍ଦ୍ର ସାର୍‌

ନବରଙ୍ଗପୁର (କେନ୍ୟୁଜ) : ଗଣିତ ପଢ଼ା ଚାଲିଛି। ଶୃଙ୍ଖଳିତ ଭାବେ ଚାଲିଛି ପାଠପଢା । ଛାତ୍ର ଛାତ୍ରୀ ମାନେ ବି ମନଧ୍ୟାନ ଦେଇ ପାଠ ପଢ଼ୁଛନ୍ତି । ଦୁର୍ଗମ ଅଞ୍ଚଳର ଗରିବ ଅସହାୟ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଜଣେ ଏକ୍ସସାଇଜ୍‌ କନଷ୍ଟେବଳ। ହଁ ଆଜ୍ଞା, ଶିକ୍ଷାଦାନ କରୁଛନ୍ତି ଅବକାରୀ ବିଭାଗର…

ଚାଟ୍‌ ଦୋକାନରେ ରହିଛି ମହାପୁରୁଷଙ୍କ ଫଟୋ ତା ସାଙ୍ଗକୁ ଗ୍ରାହକଙ୍କ ପାଇଁ ଲାଗିଛି ଆକ୍ୱାଗାର୍ଡ

ପିପିଲି (କେନ୍ୟୁଜ) : ଏ ହେଉଛି ନିଳକଣ୍ଠ ଭାଇନାଙ୍କ ଚାଟ୍‌ ଦୋକାନ। ଯେଉଁଠି ଏକଦମ୍‌ ଟେଷ୍ଟି ଚାଟ ମିଳିଥାଏ। ଏକଦମ୍‌ ଘରୋଇ ମସଲା, ଘରୋଇ ସ୍ୱାଦର ପୂରା ସ୍ୱାଦିଷ୍ଟ ଚାଟ୍‌ ବିକନ୍ତି ନିଳକଣ୍ଠ ଭାଇନା। ତାଙ୍କ ଚାଟ୍‌ ଗାଡିକୁ ଦେଖିଲେ ଆଖି ଲାଖିଯିବ। ଏକଦମ୍‌ ବଢ଼ିଆ ଭାବରେ ନିଜର ଚାଟ୍‌ ଗାଡିକୁ…

ରାଜଧାନୀ ରାଜରାସ୍ତାରେ ଏ ଫୁଲ ସଜା ଗାଡି କାହାର ?

ଭୁବନେଶ୍ୱର (କେନ୍ୟୁଜ) : ଲମ୍ବା ଲମ୍ବା ଦାଢ଼ି, ଧଳା ଧଳା ବାଳ, ତାସାଙ୍ଗକୁ ଇଲେକଟ୍ରିକ୍‌ ସ୍କୁଟର। ଆଉ ସ୍କୁଟରରେ ଭଳିକି ଭଳି ରଙ୍ଗ ବେରଙ୍ଗର ଫୁଲ। ଗାଡିଟିକୁ ଦେଖିଲେ ଯେମିତି ଆଖି ଲାଖିଯାଉଛି। ବୟସର ଅପରାହ୍ନରେ ପହଁଚିଥିଲେ ବି ଏହି ଫୁଲର ସଜ୍ଜା ଗାଡିକୁ ଧରି ଜୀବନକୁ ଉପଭୋଗ କରୁଛନ୍ତି ଏହି…

ରୋଷେୟାଙ୍କ ପୁଅ ଆଇଏସଏସ ଅଫିସର

ଢ଼େଙ୍କାନାଳ (କେନ୍ୟୁଜ) : କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ। ଛୋଟ ମଫସଲ ଗାଁରୁ ଯାଇ ସର୍ବ ଭାରତୀୟ ପରୀକ୍ଷାରେ ସଫଳତା ଅର୍ଜନ କରିବା ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ। ଏମିତି ପଙ୍କରୁ ପଦ୍ମ ଜାତ ହେଲା ପରି ପ୍ରତିଭା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା…

୮୬ ବୟସ ହେଲାଣି , କିନ୍ତୁ ଚାଚାଙ୍କ ଅନ୍ଦାଜ୍‌ ଦେଖିଲେ ଚକିତ ହେବେ ଆପଣ

କଟକ (କେନ୍ୟୁଜ) : ଆଉ ବର୍ଷ କେଇଟା ପରେ ନବେରେ ପହଁଚିବେ। ଏବେ ୮୬ ବର୍ଷରେ ପଦାର୍ପଣ କଲେଣି ଚାଚା। କିନ୍ତୁ ବୟସ ଆଗରେ ହାର ମାନିବାକୁ ନାରାଜ, ଚାଚାଙ୍କ ଅନ୍ଦାଜ। ଆପଣ ଚାଚାଙ୍କୁ ଦେଖି86 yearଲେ ଜମା ବି ଜାଣିପାରିବେନି ଚାଚାଙ୍କର ବୟସ ୮୬ ବର୍ଷ ବୋଲି। ଲକଡାଉନରେ ଜମା ଡାଉନ ହୋଇ ନାହିଁ ଏହି…

ପଢ଼ିଛନ୍ତି ମାତ୍ର ଚତୁର୍ଥ ଶ୍ରେଣୀ, କିନ୍ତୁ ମୁଖରୁ ବାହାରୁଛି ଅନର୍ଗଳ ସଂସ୍କୃତ ଶ୍ଳୋକ ଓ ଆଧ୍ୟାତ୍ମିକତାର ସଙ୍ଗୀତ

ଧୁକୁ ଧୂକୁ ଚାଲି, ଧୁଡୁ ଧୁଦୁ ଚର୍ମ ରେ ଦିଶୁଥିବା ତେଜ। ଦେଖିଲା ମାନେ ମନକୁ ମନ ହସି ପକାଇବା ହେଉଛି ସକରାତ୍ମକ ପ୍ରଭାବ। ଆଦିବାସୀ ଅଧୁସସିତ ମୟୁରଭଞ୍ଜ ଜିଲ୍ଲା ଜାମଦା ବ୍ଲକର ଝାଡଖଣ୍ଡ ସୀମାନ୍ତବର୍ତୀ ଉପାନ୍ତ ଗାଁ ମାନବୀର, ଆଉ ଏହି ଗାଁକୁ ଯାଇଥିଲେ ଆମ ରିପୋର୍ଟର, ଭେଟିଥିଲେ ଆଦିବାସୀ…

ମାଟ୍ରିକ ଫେଲ୍‌ ହେଲା ପରେ ବି ବନିଲେ ଡାକ୍ତର,ଜାଣନ୍ତୁ କେମିତି

କଟକ (କେନ୍ୟୁଜ) : ମାଟ୍ରିକ ଫେଲରୁ ଡାକ୍ତର। ହଁ ମାଟ୍ରିକ ଫେଲ ପରେ ବି ହୋଇପାରିଲେ ଡାକ୍ତର। ଏହାର କାରଣ କଣ ଜାଣିଛନ୍ତି ଦୃଢ଼ ମନୋବଳ ଆଉ ଦୃଢ଼ ଇଚ୍ଛାଶକ୍ତି। ଆମେ ଆଜି ଏମିତି ଜଣେ ବ୍ୟକ୍ତିତ୍ୱଙ୍କୁ ପରିଚିତ କରାଇବୁ ଯିଏ ମାଟ୍ରିକ ଫେଲ୍‌ ହେଲା ପରେ ବି ଡାକ୍ତର ବନିପାରିଛନ୍ତି। ଆମେ କହୁଛୁ…

ଇଏ କୃଷ୍ଣ ବି ବଂଶୀ ବଜାନ୍ତି, କିନ୍ତୁ ଫରକ ଏତିକି ଯେ ଏ କୃଷ୍ଣ ହେଉଛନ୍ତି ଦୃଷ୍ଟିହୀନ

ସାଲେପୁର (କେନ୍ୟୁଜ) : ଈଶ୍ୱରଙ୍କ ସୃଷ୍ଟିର ଏ ଦୁନିଆ ବହୁତ ସୁନ୍ଦର ଆଉ ବିଚିତ୍ର ମଧ୍ୟ। ଏଠି ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସାଧାରଣ ପ୍ରତିଭା ପାଇଁ ସମସ୍ତଙ୍କୁ ନଜରକୁ ଆପେ ଆପେ ଆସିଯାନ୍ତି। ଏମିତି ହିଁ ଜଣେ ବ୍ୟକ୍ତି ହେଉଛନ୍ତି କୃଷ୍ଣଚନ୍ଦ୍ର। ସିଏବି ଭଗବାନ କୃଷ୍ଣଙ୍କ ଭଳି…

କରୋନା ସଂକ୍ରମିତ ଶ୍ୱଶୁରଙ୍କୁ କାନ୍ଧରେ ପକାଇ ଚାଲି ଚାଲି ହସ୍ପିଟାଲ ଆଣିଲେ ବୋହୂ, ପୁଅର ଅନୁପସ୍ଥିତିରେ ତୁଲାଇଲେ…

କିଛି ଦିନ ତଳେ ଆପଣ ଏହି ଖବର ଦେଖିଥିବେ ଯେ ବୋହୂକୁ ମାଡ ମାରୁଛନ୍ତି ଶ୍ୱଶୁର ଆଉ ପ୍ରତିବାଦରେ ବୋହୂ ବି ଶ୍ୱଶୁରଙ୍କ ଉପରକୁ ହାତ ଉଠାଉଛି। ଏହାପୂର୍ବରୁ ଆଉ ଗୋଟେ ଦୃଶ୍ୟ ବି ଦେଖିବାକୁ ମିଳିଥିଲା ଯେ ଶ୍ୱଶୁର ବୋହୂର ଚୁଟି ଧରି ମାଡ ମାରୁଛନ୍ତି। ତେବେ ଏହି ସବୁ ଦୃଶ୍ୟ ଭିତରେ ଏମିତି ବି କିଛି…

ମାଓଗଡରେ ବନ୍ଧୁକ ଧରୁଥିବା ମହିଳା ମାଓ କମାଣ୍ଡର ଆଜି ବିଧାୟିକା ସାଜି କରୁଛନ୍ତି ସମାଜସେବା

ମାଲକାନାଗିରି (କେନ୍ୟୁଜ) : ମାଓ ନେତ୍ରୀରୁ ସମାଜ ସେବୀ । ନେତା ହେବତ ଏମିତି। ବନ୍ଧୁକ ମୁନର ଶାସନ ଛାଡି ବିଧାୟକ ହେବା ପରେ ଜନ ସେବାରେ ନିଜକୁ ନିୟୋଜିତ କରିଛନ୍ତି ବିଧାୟିକା ଦାନସୁରି । ଦିନେ ସେ ମାଓଗଡରେ ବନ୍ଧୁକ ଧରି ଶାସନ କରୁଥିଲେ । ତାଙ୍କ ନା ଶୁଣିଲେ  ଲୋକଙ୍କ ଦେହରେ ସିହରଣ ଖେଳି…

ମହାନତା ଦେଖାଇଲେ ପ୍ରବାସୀ ଓଡିଆ, ୪ ଲକ୍ଷ ଟଙ୍କା ବ୍ୟୟରେ ଓଡିଶାକୁ ଦେଲେ ୫ଟି ଅକ୍ସିଜେନ କନସେନଟ୍ରେଟର

ଯାଜପୁର ଟାଉନ (କେନ୍ୟୁଜ) : ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ । ନିଜ ଜନ୍ମମାଟିରେ କୋରୋନାର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ । କେବଳ ବିବ୍ରତ ହୋଇନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । । ନିଜ ଦରମା ଅର୍ଥରେ…

ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ, ପରିବାରର ପେଟ ପୋଷିବା ପାଇଁ ବିକୁଛନ୍ତି ଚିକେନ୍‌

କଟକ (କେନ୍ୟୁଜ) : ଫିଲ୍ମ ନିର୍ଦ୍ଦେଶକରୁ ମାଂସ ବିକାଳୀ। ଓଲିଉଡ୍‌ ନିର୍ଦ୍ଦେଶକ ତଥା କୋରିଓଗ୍ରାଫର ଜିତୁ ରାଉତ । କରୋନା ପାଇଁ ନିଜର ଓ ପରିବାରର ପେଟ ପୋଷିବା ପାଇଁ କଟକ ମଧୁପାଟଣାରେ ଚିକେନ୍‌ ସେଣ୍ଟର ଖୋଲି ମାଂସ ବିକୁଛନ୍ତି। ଦୋକାନ ନାଁ ରଖିଛନ୍ତି ଖୁସି । କରୋନା ପାଇଁ ସରକାର ସୁଟିଂ…