Browsing Tag

human interest story

ଟଙ୍କା ଭର୍ତ୍ତି ବସ୍ତା ଫେରାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଜଳେଶ୍ୱର (କେନ୍ୟୁଜ) : ବିଭିନ୍ନ ସମୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ନାଁରେ ଲୋକେ ଅଭିଯାଗ କରୁଥିବାବେଳେ ସମସ୍ତେ ଯେ ସମାନ ତାହା ଆଜି ପ୍ରମାଣିତ କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ମହନୀୟତା ଦେଖାଇଛନ୍ତି କିଛି ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ହସପିଟାଲରେ ଛାଡି ଫେରୁଥିବାବେଳେ କଏନ୍‌…

ମଶାଣି ମଣିଷ ଜୟ ହୋ ଭାଇ, ଯିଏ ଏବେ ସୁଦ୍ଧା କରିସାରିଲେଣି ୧୦ ହଜାରରୁ ଅଧିକ ଶବ ସତ୍କାର

ବାଲେଶ୍ୱର (କେନ୍ୟୁଜ) : ଭଗବାନଙ୍କ ସୃଷ୍ଟି ବଡ଼ ବିଚିତ୍ର । ବିଭିନ୍ନ ମଣିଷଙ୍କ ନିକଟରେ ଭିନ୍ନ ଭିନ୍ନ ଗୁଣ ସବୁ ପ୍ରକଟିତ ହୋଇଛି । ଏତେ ବଡ଼ ଦୁନିଆରେ ଯଦି ଦୟା, ଦାନ, ଧର୍ମ, କର୍ମ ଓ ସେବା ନା ରହିଥାନ୍ତି ତା ହେଲେ ଏ ପୃଥିବୀ କେବେଠାରୁ ସମୁଦ୍ରରେ ବିଲୀନ ହୋଇଯାଇ ସାରନ୍ତାଣି । ଆଜି ଆମେ…

ବର୍ଜ୍ୟବସ୍ତୁରେ ସୁନ୍ଦର କଳାକୃତି, ଦେଖିଲେ ଲାଖିଯିବ ଆଖି

ଅନୁଗୁଳ (କେନ୍ୟୁଜ) : ପରିବେଶ ପ୍ରଦୂଷିତ କରେ ବର୍ଜ୍ୟବସ୍ତୁ । ନିତିଦିନ ଲୋକେ ପଲିଥିନ, ଅଦରକାରୀ ଲୁହାକୁ ଏଣେତେଣେ ଫିଙ୍ଗିବା ସହ କବାଡି ଦୋକାନରେ ବିକ୍ରି କରି ଦେଉଥିବା ଦେଖିବାକୁ ମିଳିଥାଏ । ଯାହାଦ୍ୱାରା ପରିବେଶ ପ୍ରଦୂଷିତ ହେବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ହେଲେ…

ମହାମାରୀରେ ମହାନତା ଦେଖାଇଲେ ୮୫ ବର୍ଷୀୟ ବୃଦ୍ଧ, ୪୦ ବର୍ଷୀୟ ରୋଗୀଙ୍କ ପାଇଁ ଛାଡ଼ି ଦେଲେ ନିଜ ବେଡ୍‌, ଆଉ କହିଲେ, ‘ମୁଁ…

କରୋନାର ଦ୍ୱିତୀୟ ଲହରୀରେ ଯେଉଁଠି ଲୋକଙ୍କୁ ବେଡ୍‌, ଅକ୍ସିଜେନ ଓ ଆବଶ୍ୟକ ଔଷଧ ମିଳୁ ନାହିଁ, ସେଠି ୮୫ ବର୍ଷୀୟ ଜଣେ ବୃଦ୍ଧ ନିଜ ମୃତ୍ୟୁ ପୂର୍ବରୁ ଏମିତି ମହାନତା ଦେଖାଇଛନ୍ତି, ଯାହାକି ସମସ୍ତଙ୍କ ହୃଦୟରେ ସ୍ମୃତି ହୋଇ ରହିଯାଇଛି। ବୃଦ୍ଧ ଜଣକ ହେଉଛନ୍ତି ମହାରାଷ୍ଟ୍ର ନାଗପୁରର ନାରାୟଣ…

ନାତୁଣୀ ଜନ୍ମ ହେବା ଖୁସିରେ ୬ ଲକ୍ଷ ଦେଇ ହେଲିକପ୍ଟରରେ ଘରକୁ ଆଣିଲେ ଜେଜେବାପା, ଗାଁ ସାରା ବିଛାଇଲେ ଫୁଲ

ଝିଅ ଜନ୍ମ ହେଲେ କିଏ ମୁହଁ ବୁଲେଇ ଦଉଛନ୍ତି ତ ଆଉ କୋଉ ମାଆ ବାପାଙ୍କର ମୁହଁ ଶୁଖିଯାଏ। ହେଲେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଜେଜେ ବାପାଙ୍କୁ ଆପଣଙ୍କ ସହ ଭେଟ କରାଇବୁ ଯିଏ ନିଜ ନାତୁଣୀ ପାଇଁ ଯାହା କରିଛନ୍ତି ତାକୁ ଶୁଣିଲେ ଖୁସିରେ ଆପଣ ଫୁଲି ଯିବେ। ୩୫ବର୍ଷ ପରେ ଘରେ ନାତୁଣୀ ଜନ୍ମ ନେଲା…

ଏମିତି କି ପରିସ୍ଥିତି ପଡିଲା ଯେ ନବମ ଶ୍ରେଣୀରେ ପଢ଼ୁଥିବା ଅମିତ ଆଜି ବିକୁଛି ବରା ଘୁଘୁନି, ପଢ଼ନ୍ତୁ ଏହି ପିଲାଟିର…

ଭୁବନେଶ୍ୱର (କେନ୍ୟୁଜ୍) : କୁନି ହାତକୁ ତାର ଫୁରୁସତ ନାହିଁ । ହାଣ୍ଡିରୁ ଇଡଲି, ଆଳୁଦମ୍‌ ଓ ଘୁଘୁନି ସହ ଗରମ ଗରମ ଜଳଖିଆ ବାଢ଼ି ଦେଉଛି ପିଲାଟି । ତାର ନିରୀହ ମୁହଁ ଦେଖିଲେ ଆପଣ ବି ଭାବିବାକୁ ବାଧ୍ୟ ହେବେ। ଏ ବୟସରେ କାହିଁକି ଏଭଳି କାମ କରୁଛି ? ଭାବିବେ ହୁଏତ ବାପା ଦୋକାନରେ ନାହିଁ ବୋଲି…

ପେଶାରେ ପୋଲିସ ଅଫିସର କିନ୍ତୁ ନିଶା ତାଙ୍କର ସମାଜ ସେବା

(କେନ୍ୟୁଜଓଡିଶା) : ସାଲେପୁର ନିଶ୍ଚିନ୍ତକୋଇଲି ଥାନାରେ କାର୍ଯ୍ୟରତ ମହିଳା ସବଇନ୍ସପେକ୍ଟର ମଧୁସ୍ମିତା ବେହେରା। ଅସାମାଜିକମାନକ ପାଇଁ କେତେବେଳେ ଦବଙ୍ଗ ଅଫିସର ତ ଆଉ କେତେବେଳେ ଦୁଃଖୀ ନିରାଶ୍ରୟଙ୍କ ପାଇଁ ଦେବଦୂତ । ଡିଉଟିରେ ଥିବା ବେଳେ ହେଉ ଅବା ଅନ୍ଯ ସମୟରେ ସାହାଯ୍ୟ କରିବାକୁ ସବୁବେଳେ…

ମାଲେସିଆରେ ଚମକିବେ ସୋନପୁରର କୁନିଝିଅ ଉତ୍ପଳା

ସୁବର୍ଣ୍ଣପୁର (କେନ୍ୟୁଜ) : ମାଲେସିଆରେ ଚମକିବେ ସୋନପୁରର କୁନିଝିଆ ବୟସ ମାତ୍ର ୧୦ ବର୍ଷ। କିନ୍ତୁ ଅଜସ୍ର ପ୍ରତିଭାର ଅଧିକାରୀ ଉତ୍ପଳା। ନିଜ ପ୍ରତିଭା ବଳରେ ସେ ନିଜ ଜିଲ୍ଲା ସମେତ ରାଜ୍ୟ ଏବଂ ଦେଶ ପାଇଁ ଆଣିବେ ଗୌରବ। ଆସନ୍ତା ଅଗଷ୍ଟ ମାସରେ ମାଲେସିଆରେ ହେବାକୁଥିବା ଆନ୍ତର୍ଜାତୀୟ ‘ବିୟୁଟି…

ପାଟି ସିନା ଲାଗୁଛି ହେଲେ ଫଟାଫଟ୍‌ ସବୁ ଉତ୍ତର ଦେଉଛି ୨ ବର୍ଷର ପ୍ରିୟାଂଶୀ

ଏହି ଶିଶୁଟିର ବୟସ ମାତ୍ର ୨ ବର୍ଷ ୩ ମାସ। କିନ୍ତୁ ଜ୍ଞାନ କୌଣସି ବଡ ଲୋକଙ୍କ ଠାରୁ କମ୍‌ ନୁହେଁ। କଥାରେ ଅଛି ପ୍ରତିଭା ହେଉଛି ଭଗବାନଙ୍କ ଦାନ। ଏହି ପ୍ରତିଭାକୁ ଶିଶୁ ଜନ୍ମରୁ ହିଁ ନେଇ ଆସିଥାଏ। ଯାହା ତାଙ୍କୁ କରିଦିଏ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଶିଶୁକୁ…

୨୧ ବର୍ଷ ଧରି ପିଲାମାନଙ୍କୁ ମାଗଣାରେ ଗୀତା ଜ୍ଞାନ ଦେଉଛନ୍ତି ପ୍ରମୋଦ ସାର୍‌

ଯାଜପୁର (କେନ୍ୟୁଜ) : କୁହାଯାଏ ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ତେଣୁ ଅବସର ପରେ ବି ସେ ଜାରି ରଖିଛନ୍ତି ବିଦ୍ୟାଦାନ । ହେଲେ କେବଳ ପୁସ୍ତକର ପାଠ ନୁହେଁ ବାଣ୍ଟୁଛନ୍ତି ଗୀତା ଜ୍ଞାନ । ମଣିଷ ଜୀବନରେ ଆଧ୍ୟାତ୍ମିକ ଶିକ୍ଷା ଲାଭ ଅତି ଜରୁରୀ । ଅଧ୍ୟାତ୍ମିକତା ମାର୍ଗ ହିଁ ମଣିଷକୁ ସଫଳତାର…

୨୨ଟି ଦିନ ମଜୁରିଆ ପଦବୀ ପାଇଁ ଡିଗ୍ରୀଧାରୀଙ୍କ ଲମ୍ବା ଲାଇନ୍‌, ଖରାରେ ଠିଆ ହେଲେ ଦିନସାରା

ନବରଙ୍ଗପୁର (କେନ୍ୟୁଜ୍‌) :  ନବରଙ୍ଗପୁର କୋର୍ଟପରିସରରେ ଦେଖାଦେଇଛି ବେକାରୀ ସମସ୍ୟାର ଏକ ଜ୍ୱଳନ୍ତ ପ୍ରତିଛବି । ମାତ୍ର ୨୨ଟି ଦିନ ମଜୁରିଆ ପଦବୀ ପାଇଁ ଆବେଦନ କରିବାକୁ ଯାଇଥିଲେ ହଜାର ହଜାର ପ୍ରାର୍ଥୀ । ଏମିତି ହେଲା ଯେ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠି ଚାଳନା କରିବାକୁ…

ନାରୀ ଅବଳା କି ଦୁର୍ବଳା ନୁହଁ, ଏହା ପ୍ରମାଣ କରିଛନ୍ତି ରିନା

ଚୌଦ୍ୱାର (କେନ୍ୟୁଜ) : ଏହି ମହିଳା ହିଁ ଜଣାଇ ଦେଇଛନ୍ତି ନାରୀ ଅବଳା କି ଦୁର୍ବଳା ନୁହଁ। ଗୋଟେ ନାରୀ ହିଁ କରିପାରେ ସବୁ ଅସମ୍ଭବକୁ ସମ୍ଭବ। ଏହି ସାଇକେଲ ଚଲାଉଥିବା ମହିଳା ଜଣଙ୍କୁ ଦେଖନ୍ତୁ। ଆପଣ ଭାବୁଥିବେ ଖବର କାଗଜ ବାଣ୍ଟୁଛନ୍ତି ଏଥିରେ କଣ ନୂଆ ଅଛି। କିନ୍ତୁ ନା ଦର୍ଶକବନ୍ଧୁ ଟିକେ…