Browsing Tag

iit madras

IIT ମାଡ୍ରାସରେ ଚାକିରି, ୧୦ମ ରୁ ଗ୍ରାଜୁଏସନ ଯାଏଁ କରିପାରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ମାଡ୍ରାସ ଆଇଆଇଟିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରିପାରିବେ । ଏଥିପାଇଁ ଆବେଦନ ୧୨ ଫେବୃଆରୀରୁ ଆରମ୍ଭ ହେବ । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ…

ଆଇଆଇଟି ମାଡ୍ରାସ୍‌ରେ କେହି ବି ମାଗଣାରେ ପଢ଼ିପାରିବେ କମ୍ପ୍ୟୁଟର ସାଇନ୍ସ! JEE ର‍୍ୟାଙ୍କ୍‌ର ଆବଶ୍ୟକତା ନାହିଁ…

ଦେଶର ଶୀର୍ଷ ର‍୍ୟାଙ୍କିଙ୍ଗ୍‌ ଆଇଆଇଟି ‘ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ’ କମ୍ପ୍ୟୁଟର ସାଇନ୍ସରେ ନିଜର ଉଚ୍ଚ ଗୁଣାବତ୍ତା ପାଠ୍ୟକ୍ରମ ସମସ୍ତଙ୍କୁ ଉପଲବ୍ଧ କରାଇବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକମାନେ ଏକ…

IIT ମାଡ୍ରାସରେ ଏକାସାଙ୍ଗେ ୫୫ କରୋନା ପଜିଟିଭ୍‌ ଚିହ୍ନଟ, ପୁଣିଥରେ କଡ଼ା ହେବ ଗାଇଡ୍‌ଲାଇନ୍‌

ଚେନ୍ନାଇ: ଚେନ୍ନାଇ ସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନରେ କରୋନାର ନୂଆ ୫୫ ମାମଲା ସାମ୍ନାକୁ ଆସିଛି। ତାମିଲନାଡ଼ୁ ସ୍ୱାସ୍ଥ୍ୟ ସଚିବ ଜେ ରାଧାକ୍ରିଷ୍ଣନ୍‌ ଶନିବାର ଏଠାରେ ରାଜ୍ୟ ଟିକାକରଣ କେନ୍ଦ୍ର ଗସ୍ତ କରିଛନ୍ତି ଓ କହିଛନ୍ତି- ଚିନ୍ତାର କିଛି କାରଣ ନାହିଁ। ସ୍ଥିତି ଏବେ ନିୟନ୍ତ୍ରଣରେ…

ଆଇଆଇଟି ମାଡ୍ରାସରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, କ୍ୟାମ୍ପସରେ ଲକଡାଉନ

ଆଇଆଇଟି ମାଡ୍ରାସରେ କରୋନା ଭାଇରସ ଆତଙ୍କ ଖେଳାଇଛି । କ୍ୟାମ୍ପସର ୭୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାପରେ ଲ୍ୟାବ୍, ଲାଇବ୍ରେରୀ ସହ ଅନେକ ବିଭାଗକୁ ବନ୍ଦ କରିଦିଆଯାଇଛି । କୁହାଯାଉଛି ଯେ, ପାଠପଢ଼ୁଥିବା ୭୭୪ ଛାତ୍ରଙ୍କ ମଧ୍ୟରେ ୬୬ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ…

କରୋନା ଭୟ ଦେଖାଇ ବସ୍‌ରେ ସିଟ୍‌ ହାସଲ କଲେ ଆଇଆଇଟି ଛାତ୍ର ପରେ ଧରିଲା ପୋଲିସ୍‌

କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଆତଙ୍କିତ ରହିଛି। ଏଭଳି ପରିସ୍ଥିତିରେ ମାଡ୍ରାସ ଆଇଆଇଟିର ଜଣେ ଛାତ୍ର ଏହାର ମଜା ଉଠାଇଥିବା ଦେଖାଯାଇଛି। ଛାତ୍ର ଜଣକ ବସ୍‌ରେ ସିଟ୍‌ ପାଇବାକୁ ଓ ବସ୍‌ ରୋକିବାକୁ ନିଜକୁ କରୋନା ସଂକ୍ରମିତ ବୋଲି କହିଥିବା ଜଣାଯାଇଛି। ରିପୋର୍ଟ ମୁତାବକ…

ଏବେ ବ୍ରେନ୍‌ ସିଗନାଲକୁ ଭାଷାରେ ରୂପାନ୍ତରିତ କରିବା ହେଲା ସହଜ, ମାଡ୍ରାସ ଆଇଆଇଟି ନିର୍ମାଣ କଲା ନୂଆ AI ଟେକ୍ନୋଲୋଜି

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି-ମାଡ୍ରାସ୍‌ ଏକ ଏଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ନିର୍ମାଣ କରିଛନ୍ତି ଯାହା ବ୍ରେନ୍‌ ସିଗନାଲକୁ ମଣିଷର ଭାଷାକୁ ପରିବର୍ତ୍ତିତ କରିପାରିବ। ସୋମବାର ଏ ନେଇ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏହି…