ଶିଶୁପୁତ୍ରକୁ ଜନ୍ମ ଦେଲେ ଇଲିଆନା, ଫ୍ୟାନ୍ସଙ୍କ ସହିତ ସେୟାର କଲେ ନାଁ ଓ ଫଟୋ
ମା’ ହେଲେ ଇଲିଆନା ଡିକ୍ରୁଜ । ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଇଲିଆନା । ଆଉ ଜନ୍ମ ହେବା ପରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ପୁଅର ନାଁ ମଧ୍ୟ କ’ଣ ରଖିଛନ୍ତି, ତାହା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।
ବିନା ବିବାହରେ ମା’ ହୋଇ ଅନେକ ଚର୍ଚ୍ଚା ସାଉଁଟିଥିଲେ…