Browsing Tag

ind-eng 2nd test

ଲଡର୍ସ ମଇଦାନରେ ବାଲକୋନୀରେ ବସି ପନ୍ତ-ଈଶାନ୍ତ ଉପରେ ନାରାଜ ହେଲେ ବିରାଟ, ପରେ ମଇଦାନରେ ମଧ୍ୟ ଦେଖିବାକୁ ମିଳିଲା…

ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଲଡର୍ସ ଚତୁଥର୍ ଟେଷ୍ଟର ଶେଷ ଅଧ ଘଣ୍ଟା ଖେଳ ସମୟରେ ଋଷଭ ପନ୍ତ ଏବଂ ଈଶାନ୍ତ ଶର୍ମାଙ୍କ ଉପରେ ନାରାଜ ହୋଇଥିଲେ। ପନ୍ତ ଏବଂ ଈଶାନ୍ତ ଖରାପ ଲାଇଟ ସତ୍ତ୍ବେ ବୋଲିଂ କରିଥିଲେ। ଯେଉଁଥିରେ ବିରାଟ କୋହଲି ଡ୍ରେସିଂ ରୁମରେ ବସି ଅସନ୍ତୋଷ ପ୍ରକାଶ କରିଥିଲେ।…

ପ୍ରଥମ ମ୍ଯାଚର ବଦଲା ଦ୍ବିତୀୟ ମ୍ଯାଚରେ ନେଲା ଭାରତ, ଇଂଲଣ୍ଡକୁ ୩୧୭ ରନରେ ହରାଇଲା ଟିମ୍ ଇଣ୍ଡିଆ

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବିରାଟ ସେନା ଦମଦାର୍ ବିଜୟ ହାସଲ କରିଛି । ପ୍ରଥମ ଟେଷ୍ଟର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍ ଇଣ୍ଡିଆର ବୋଲିଂର ସାମ୍ନା କରିନପାରି ୧୬୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଫଳରେ ଭାରତ ୩୧୭…

ଭାରତର ସାମ୍ନାରେ ବିଜୟ ସମ୍ଭାବନା, ଦ୍ବିତୀୟ ଇନିଂସରେ ଇଂଲଣ୍ଡର ସ୍କୋର ୬୬/୪

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଭାରତ କମାଲ କରିଛି। ପ୍ରଥମେ ବୋଲିଂ ଆଉ ତା’ ପରେ ବ୍ଯାଟିଂରେ ଦମଦାର ପ୍ରଦର୍ଶନ କରିଛି। ଚେନ୍ନାଇର ଚେପକ ଷ୍ଟାଡିୟମରେ କମାଲ କଲେ ଭାରତୀୟ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନୀ । ଅଶ୍ବିନୀଙ୍କ ବୋଲିଂ ପରେ ଦମ୍‌ଦାର ବ୍ୟାଟିଂ ଯୋଗୁଁ ବିଶାଳ…

ଚେନ୍ନାଇ ଟେଷ୍ଟରେ ନିଜ ନାମରେ ରେକର୍ଡ କଲେ ଅଶ୍ବିନ, ହରଭଜନଙ୍କୁ ପଛରେ ପକାଇଲେ

ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ମ୍ଯାଚର ଦ୍ବିତୀୟ ଦିନରେ ଅଶ୍ବିନଙ୍କ ଜଲୱା ଦେଖିବାକୁ ମିଳିଛି। ଅଶ୍ବିନଙ୍କ ବୋଲିଂରେ ଧରାଶାୟୀ ହୋଇଛି ଇଂଲଣ୍ଡ ଦଳ। ଯାହାଫଳରେ ଭ୍ରମଣକାରୀ ଦଳ ମାତ୍ର ୧୩୪ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଅଶ୍ବିନ…

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହେଲା ବିରାଟ ବାହିନୀ, ଇଂଲଣ୍ଡ ୨୩/୩

ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ସେନା ୩୨୯ରେ ଅଲଆଉଟ୍ ହୋଇଛି । ଓପନର ରୋହିତ ଶର୍ମାଙ୍କ ଦମଦାର ଶତକ ସହ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଭାରତ ୩୨୯ ରନ୍ କରିପାରିଥିଲା । ପ୍ରଥମ ଇନିଂସରେ ଇଂଲଣ୍ଡ ୧୦ ଓଭର ଖେଳି ୨୩ ରନ କରି…

ଖେଳ ମଝିରେ ମୁହାଁମୁହିଁ ହେଲେ ପନ୍ତ ଏବଂ ଷ୍ଟୋକ୍ସ, ତା’ ପରେ ବ୍ଯାଟିଂ କରିବାକୁ ମନା କରିଦେଲେ ପନ୍ତ: ଭିଡିଓ ଭାଇରଲ

ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯାଉଛି। ଟେଷ୍ଟର ପ୍ରଥମ ଦିନରେ ୬ ଓ୍ଵିକେଟ୍ ହରାଇ ୩୦୦ ରନ କରିଛି ଭାରତ। ଦଳ ପକ୍ଷରୁ ରୋହିତ ଶର୍ମା ଦମଦାର ୧୬୧ ରନର ଇନିଂସ ଖେଳିଛନ୍ତି। ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ ୬୭ ରନର ଉପଯୋଗୀ ବ୍ୟାଟିଂ…

ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ: ପ୍ରଥମ ଦିନରେ ପ୍ରଥମ ଦିନରେ ରୋହିତଙ୍କ ଦମଦାର ବ୍ଯାଟିଂ, ଭାରତର ସ୍କୋର ୩୦୦/୬

ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇର ଚିଦାମ୍ବରମ୍ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ଯାଚ। ମ୍ଯାଚର ପ୍ରଥମ ଦିନରେ ହିଟ୍ ମ୍ଯାନ ଅର୍ଥାତ୍ ରୋହିତ ଶର୍ମା ଧୁଆଁଧାର ରନ୍ କରିଛନ୍ତି। ରୋହିତ ୧୬୧ ରନ୍ ବଳରେ ମଜଭୁତ ସ୍ଥିତିରେ ପହଞ୍ଚିଛି ଟିମ୍ ଇଣ୍ଡିଆ । ରୋହିତ ମୋଟ ୨୩୧ ବଲ ଖେଳି ୧୮ଟି…