Browsing Tag

india china dispute

ଚୀନକୁ ରୋକଠାକ୍‌ ଶୁଣାଇଲା ଭାରତ, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ

ନୂଆଦିଲ୍ଲୀ: ଚୀନ୍‌ ପ୍ରତିପକ୍ଷଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର । ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା । ତାଜାକିସ୍ତାନରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ସହ ଆଲୋଚନା କରିଛନ୍ତି ଜୟଶଙ୍କର । ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସୀମାରେ ଶାନ୍ତି ଆବଶ୍ୟକ ।…

ଏଲଓସିରେ ଆଉ ଫୁଟିବନି ଗୁଳି: ସୀମାରେ ଶାନ୍ତି ରକ୍ଷା ପାଇଁ ଭାରତ-ପାକିସ୍ତାନ ସେନା ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ: ଏଲଓସିରେ ଫୁଟିବନି ଗୁଳି । ଭାରତ-ପାକିସ୍ତାନ DGMO ସ୍ତରୀୟ ରାଜିନାମା । ଜମ୍ମୁ କାଶ୍ମୀର ଏଲଓସିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ । ସୀମାରେ ଶାନ୍ତି ବଜାୟ ରଖିବାକୁ ହୋଇଛି ଚୁକ୍ତି । ଦୁଇ ସେନା ପକ୍ଷରୁ ଏ ନେଇ ଯୁଗ୍ମ ବିବୃତ୍ତି ଜାରି କରାଯାଇଛି। ତେବେ ଜାତୀୟ…

ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ମୋଦି ଓ ଜିନ୍‌ପିଙ୍ଗ, ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ…

କେନ୍ଯୁଜ୍ : ଭର୍ଚୁଆଲରେ ସାମ୍ନାସାମ୍ନି ହେବେ ନରେନ୍ଦ୍ର ମୋଦି ଓ ସି ଜିନ୍‌ପିଙ୍ଗ । ପୂର୍ବ ଲଦାଖର ଏଲ୍‌ଏସିରେ ତିକ୍ତତା ମଧ୍ୟରେ ବ୍ରିକ୍ସ ସମ୍ମିଳନୀରେ ଦୁଇ ନେତା ଯୋଗଦେବେ । ଶେଷ ଥର ପାଇଁ ସାଂଘାଇ ସହଯୋଗ ସଂଗଠନରେ ଉଭୟ ନେତାଙ୍କ ଭର୍ଚୁଆଲ ସାକ୍ଷାତ ହୋଇଥିଲା । ଆଜି ବ୍ରିକ୍ସ ସମ୍ମିଳନୀରେ…

LAC ରେ ଉତ୍ତେଜନା ହ୍ରାସ ପାଇଁ ଆଜି ହେବ ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା

ଲଦାଖ: ଆଜି ଚତୁର୍ଥ ଥର ପାଇଁ ମିଲିଟାରୀ ସ୍ତରୀୟ ଆଲୋଚନା। ଏହି ଆଲୋଚନା ଏଲଏସିର ଭାରତ ପଟେ ପୂର୍ବ ଲଦାଖ ରସୁଲପୁର ଠାରେ ଅନୁଷ୍ଠିତ ହେବ । ସୀମାରୁ ଦ୍ୱିତୀୟ ପର୍ଯ୍ୟାୟ ସୀମା ଅପସାରଣ ନେଇ ଆଲୋଚନା ହେବ । LAC ରେ ଉତ୍ତେଜନା ହ୍ରାସ ପାଇଁ ବୈଠକରେ ଭାରତୀୟ ସେନା ୧୪-କୋରର କମାଣ୍ଡର ଲେଫ୍ଟନାଣ୍ଟ…

ପ୍ରଥମଥର ଜାତିସଂଘରେ ଚୀନକୁ ଭାରତର ଖୋଲାଖୋଲି ବିରୋଧ, ଏଲଏସି ପ୍ରସଙ୍ଗରେ ଜାପାନ ବି କଲା ସମର୍ଥନ

ନୂଆଦିଲ୍ଲୀ: ଚୀନକୁ ସାମରିକ ଓ ଆର୍ଥିକ ରୂପରେ ଘେରିବାରେ ଲାଗିଛି ଭାରତ । ଚୀନର ୫୯ଟି ଆପକୁ ଭାରତ ସରକାର ନିଷିଦ୍ଦ ଘୋଷଣା କରିବା ପରେ ହକଂ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଜାତିସଂଘରେ ଘେରିଛି ଭାରତ । ଆମେରିକା ସମେତ ୨୭ଟି ଦେଶ ହଂକଂରେ ଲାଗୁ ଚୀନର ନୂଆ ଆଇନକୁ ବିେରୋଧ କରିଛନ୍ତି । ସବୁବେଳେ…

ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି, ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ଭାରତ ଓ ଚୀନ୍‌ ରାଜି

ନୂଆଦିଲ୍ଲୀ: ଗଲଓ୍ଵାନ ଘାଟିରେ ଫେରିପାରେ ପୂର୍ବ ସ୍ଥିତି । ସାମରିକସ୍ତରୀୟ ଆଲୋଚନା ପରେ ପଛକୁ ହଟିବାକୁ ସହମତି ପ୍ରକାଶ କରିଛନ୍ତି ଉଭୟ ଭାରତ ଓ ଚୀନ୍‌ । ପୁଣି ଥରେ ଗଲଓ୍ଵାନ ଘାଟି ଓ ଗୋଗରା ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏପଟେ…

ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାରେ ଲାଗିଛି ଭାରତୀୟ ସେନା, ପ୍ରତି ସପ୍ତାହରେ ଆଲୋଚନା କରିବାକୁ ଉଭୟ ଦେଶ…

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ନିଜର ସ୍ଥିତି ସୁଦୃଢ କରିବାକୁ ଲାଗିଛି ଭାରତୀୟ ସେନା। ଚୀନ୍‌ ସେନା ମୁତୟନ କରୁଥିବାରୁ ଭାରତ ମଧ୍ୟ ନିଜର ସୈନ୍ୟ ସଂଖ୍ଯା ବୃଦ୍ଧି କରୁଛି । ସୀମାରେ ଶାନ୍ତ ବଜାୟ ରଖିବା ପାଇଁ ଦୁଇ ଦେଶ ଆଲୋଚନା କରିବାକୁ ଚାହୁଁଛନ୍ତି । ଓ୍ଵାର୍କିଂ ମେକାନିଜିମ୍‌ ଫର…

ଚୀନୀ ସେନାଙ୍କ ବେକ ମୋଡ଼ି ଚୀନ୍‌ଠୁ ପ୍ରତିଶୋଧ ନେଲେ ଭାରତୀୟ ଯବାନ

ଚୀନ୍‌ର ବର୍ବରତାର ପ୍ରତିଶୋଧ ନେଇଛି ଭାରତ। ଗଲବାନ୍‌ ଘାଟୀରେ ଜୁନ୍‌ ୧୫ରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ଖଣ୍ଡ ଯୁଦ୍ଧର ବଦ୍‌ଲା ନେଇଛନ୍ତି ଭାରତୀୟ ଯବାନ। ଭାରତୀୟ ସୈନ୍ୟମାନେ ଚୀନ୍‌ ଯବାନଙ୍କର ତଣ୍ଟି ମୋଡ଼ିଦେଇଥିବା ଜଣାଯାଇଛି। ରିପୋର୍ଟ ମୁତାବକ ଭାରତ ଓ ଚୀନ୍‌ ମଧ୍ୟରେ ପ୍ରାୟ ୪ ଘଣ୍ଟା…

ଚୀନ ବିପକ୍ଷରେ ହୋଇପାରେ କିଛି ଷ୍ଟ୍ରଙ୍ଗ୍ ଆକ୍ସନ, ସେନା ହେଲା ସଜବାଜ

କେନ୍ୟୁଜ୍ (ବ୍ୟୁରୋ): ଗଲଓ୍ଵାନ ସଂଘର୍ଷ ପରେ ଲଗାଦାର ଦ୍ୱିତୀୟ ଦିନ ପାଇଁ ସାମରିକ ସ୍ତରୀୟ ଆଲୋଚନା ହୋଇଛି। ଗତକାଲି ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ନଥିଲା। ଆଜି ପୁଣି ୬ ଘଣ୍ଟାରୁ ଅଧିକ ସମୟ ଧରି ମେଜର ଜେନେରାଲ ସ୍ତରୀୟ ଆଲୋଚନା ହୋଇଛି। ସଂଘର୍ଷ ଘଟିଥିବା ସ୍ଥାନ ଗଲଓ୍ଵାନ ଭାଲିର…

କନ୍ଧମାଳ ଜିଲ୍ଲା ରାଇକିଆର ଚନ୍ଦ୍ରକାନ୍ତ ପ୍ରଧାନ, ମୟୁରଞ୍ଜର ରାଇରଙ୍ଗପୁରର ନନ୍ଦୁ ରାମ ସୋରେନ୍ ସହିଦ 

ଫୁଲବାଣୀ/ରାଇରଙ୍ଗପୁର (କେ ନ୍ୟୁଜ୍‌) : ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ…