Browsing Tag

india corona

ଧୀରେ ଧୀରେ କମୁଛି ସଂକ୍ରମଣ, ଦେଶରେ ଚିହ୍ନଟ ହେଲେ ୨୪ ଘଣ୍ଟାରେ ୬୦ ହଜାର ୪୭୧ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର (କେନ୍ୟୁଜ୍‌) : କମୁଛି କରୋନା ଗ୍ରାଫ। ଦେଶରେ ୨୪ ଘଣ୍ଟାରେ ୬୦ ହଜାର ୪୭୧ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୭୫ ଦିନ ପରେ ଏହା ସର୍ବନିମ୍ନ ସଂକ୍ରମଣ। ଦିନକରେ ମୃତ୍ୟୁ ବରଣ କରିଛନ୍ତି ୨ହଜାର ୭୨୬। ସୁସ୍ଥ ହୋଇଛନ୍ତି ୧ଲକ୍ଷ ୧୭ହଜାର ୫୨୫। ଆଜିକୁ ମିଶାଇ ମୋଟ ସଂକ୍ରମିତଙ୍କ…

ଗତ ୨୪ ଘଣ୍ଟାରେ ୯୨ ହଜାର ୫୯୬ ନୂଆ ପଜିଟିଭ୍‌ ଚିହ୍ନଟ, ୨ ହଜାର ୨୧୯ ଜଣ ମୃତ

 ନୂଆଦିଲ୍ଲୀ(କେ ନ୍ୟୁଜ): ଦେଶରେ ଲକ୍ଷେ ତଳେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୨ ହଜାର ୫୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦେଶରେ ପଜିଟିଭିଟି ରେଟ୍‌ ରହିଛି ୪.୬୬ ପ୍ରତିଶତ । ଦିନକରେ ୨ ହଜାର ୨୧୯ ଣଙ୍କ ଜୀବନ ନେଇଛି କରୋନା । ଆକ୍ଟିଭ୍‌ କେସ୍‌ ୧୨ଲକ୍ଷ ୩୧ ହଜାର ୪୧୫ରେ ପହଂଚିଛି।…

ଦେଶରେ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ସଂକ୍ରମିତ, ୨ହଜାର ୪୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ। ଧୀରେ ଧୀରେ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଉତ୍ତର ଭାରତର ଅଧିକାଶଂ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରୁ ଦୁଇ ଗୁଣ କମିଛି। ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର…

ଗୋଟିଏ ଦିନରେ ୨ଲକ୍ଷ ୬୩ହଜାର ୫୩୩ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୪୩୨୯ ମୃତ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ କୋଭିଡ୍‌ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୪ହଜାର ୩୨୯ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ସପ୍ତାହକ ମଧ୍ୟରେ ଷଷ୍ଠ ଥର ପାଇଁ ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ୪ ହଜାର ଉପରେ ରହିଛି ।…

ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୮୧ହଜାର ୩୮୬ ସଂକ୍ରମିତ, ୪ହଜାର ୧୦୬ ମୃତ

ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏପ୍ରିଲ ୨୨ରେ ୩ଲକ୍ଷ ଛୁଇଁଥିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଦୀର୍ଘ ୨୫ଦିନ ପରେ ମେ ୧୭ରେ ୩ଲକ୍ଷ ତଳକୁ ଖସିଛି କରୋନା ମାମଲା। ଗତ ୨୪ ଘଣ୍ଟାରେ ୨ଲକ୍ଷ ୮୧ହଜାର ୩୮୬ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ମୃତ୍ୟୁ…

ଦେଶରେ ଗତ ୨୪ ଘଣ୍ଟାରେ ଗଲା ୩ ହଜାର ୮୮୩ ଆକ୍ରାନ୍ତଙ୍କ ଜୀବନ, ୩ ଲକ୍ଷ ୨୬ହଜାର ୩୩୨ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୃତ୍ୟୁରେ ବ୍ରେକ ଲାଗୁନି । ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୮୮୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୨୬ହଜାର ୩୩୨ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଥିଲା ୩ ଲକ୍ଷ ୪୩ ହଜାର…

ଖୁସି ଖବର, ଦେଶରେ ୨୪ ଘଣ୍ଟାରେ କମିଛି କରୋନା ସଂକ୍ରମିତ ସଂଖ୍ୟା

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ଗତ ୨୪ ଘଣ୍ଟାରେ କମିଛି କୋଭିଡ୍‌ ସଂକ୍ରମିତଙ୍କ ସଂଖ୍ୟା । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ୩୦,୦୧୬ କୋଭିଡ୍‌ ରୋଗୀ । ଫଳରେ ମଙ୍ଗଳବାର ସୁଦ୍ଧା ଆକ୍ଟିଭ୍‌ କେସ୍‌ ଖସି ୩୭ ଲକ୍ଷ ୧୫ ହଜାର ୨୨୧ରେ ପହଞ୍ଚିଛି । ୧୩ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା…

ଆଜି ଦେଶରେ ୪ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କୋଉଠୁ କେତେ

ନୂଆଦିଲ୍ଲୀ : ଆମେରିକା ଓ ବ୍ରାଜିଲ ପରେ ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାର ଟପିଛି। ଦେଶରେ ଲଗାତର ୪ ଦିନ ଧରି ୪ ଲକ୍ଷ ଉପରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଦ୍ୱିତୀୟ ଦିନ ପାଇଁ ୪ ହଜାର ଉପରେ ରହିଛି…

ଦେଶରେ ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ, ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ଜଣ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସାଂଘାତିକ । ଗତ ୨୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୪ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୩ ହଜାର ୯୮୦ । ଏପ୍ରିଲ ୩୦ ତାରିଖରେ ୪ ଲକ୍ଷ ପାର କରିଥିଲା । ଦ୍ୱିତୀୟ ଥର ପାଇଁ…

ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨ ହଜାର ୭୬୬

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି ଏପ୍ରିଲ ମାସ । କ୍ରମାଗତ ୬ ଦିନ ଧରି ୩ ଲକ୍ଷ ଉପରେ ରହୁଛି ନୂଆ ସଂକ୍ରମିତ କେସ୍‌ । ସେହିଭଳି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି । ୭ ଦିନ ହେବ ୨୦୦୦ ଉପରେ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ…

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତି: କରୋନାର ଦ୍ୱିତୀୟ ଲହରରୁ ବର୍ତ୍ତିବା ପାଇଁ ଘରେ ରହିଲେ ବି ମାସ୍କ…

ନୂଆଦିଲ୍ଲୀ: ଘରେ ରହିଲେ ବି ମାସ୍କ ପିନ୍ଧିବାକୁ ପଡ଼ିବ । ପୂର୍ବରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଏବେ ଘର ଭିତରେ ପରିବାର ସହ ରହିଲେ ବି ମାସ୍କ ପିନ୍ଧିବାକୁ କହିଛି କେନ୍ଦ୍ର । ଏହି ଅଭ୍ୟାସ ଏବେ ଠାରୁ ଆରମ୍ଭ କଲେ ଭଲ । କରୋନାର ଦ୍ୱିତୀୟ…

ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ, ୨ହଜାର ୮୦୭ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୫୫ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨ ହଜାର ୮୦୭ ଜଣଙ୍କ ଜୀବନ ନେଇଛି ଭାଇରସ । ବିଶ୍ୱରେ ସବୁଠୁ ଅଧିକ । ଏପ୍ରିଲ ୧୮ରୁ ୨୫ ତାରିଖ ଏହି ସପ୍ତାହେ ମଧ୍ୟରେ ୨୨ଲକ୍ଷ ୪୯ ହଜାର ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ…